ଦୁଇ ହୋମଗାର୍ଡ କରୋନା ଆକ୍ରାନ୍ତ

ଗଂଜାମ, ୨୭/୫(ଓଡ଼ିଶା ଭାସ୍କର): ଗଞ୍ଜାମରେ ପ୍ରଥମ ଥର ପାଇଁ ୨ ହୋମ୍‌ଗାର୍ଡ ଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି।  ଏନେଇ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି । ପୋଲସରା ଥାନା ଅଧୀନରେ ଦୁହେଁ କାର୍ଯ୍ୟରତ…

ବିଳମ୍ବିତ ରାତିରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପହଣ୍ଡି

ପୁରୀ, ୨୭ା୫(ଓଡ଼ିଶା ଭାସ୍କର): ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଚୂଡ଼ାନ୍ତ ହୋଇଛି ନୀତି ନିର୍ଘଣ୍ଟ । ରାତି ୧ଟାରୁ ଭୋର୍ ୪ଟା ମଧ୍ୟରେ ସ୍ନାନଯାତ୍ରା ପହଣ୍ଡି ହେବ । ପରେ ଭୋର୍ ୪ଟା ୩୦ ସମୟରେ ମଙ୍ଗଳ ଆଳତି ହେବ । ଭୋର୍…

ଗ୍ରୀଷ୍ମ ପ୍ରବାହ ନେଇ ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାତି ବଢ଼ିବ ବୋଲି ମଧ୍ୟ ସୂଚନା ରହିଛି ।ପଶ୍ଚିମ ଓଡ଼ିଶାର ୬ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି…

ବଢ଼ିବନି ବସ୍ ଭଡ଼ା: ଏସଟିଏ

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆସନ୍ତାକାଲିଠାରୁ ଗଡ଼ିବ ଘରୋଇ ବସ୍ । ବସ୍ ଭଡ଼ାକୁ ନେଇ ସୂଚନା ଦେଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଏନେଇ ଟ୍ୱିଟ ଜରିଆରେ ବସ୍ ଭଡ଼ା ବଢ଼ିନଥିବା ସ୍ପଷ୍ଟ କରିଛି ଏସଟିଏ ।…

ମଧ୍ୟସ୍ଥତା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ

ୱାଶିଂଟନ୍, ୨୭ା୫: କିଛି ଦିନ ହେବ ଭାରତ-ଚୀନ ସୀମା ବିବାଦ ଲାଗି ରହିଥିଲା । ଏହି ବିବାଦର ସମାଧାନ ନେଇ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଆଜି ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଯେ ଦୁଇ ଦେଶ ଚାହିଁଲେ…

ସତର୍କ ରହିବାକୁ ପୋଲିସ କମିଶନରଙ୍କ ଅନୁରୋଧ

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): କରୋନା ମୁକାବିଲାକୁ ନେଇ ପୋଲିସ କମିଶନର ସୁଧାଶୁଂ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ଆମେ ସମସ୍ତଙ୍କ ସହଯୋଗ କାମନା କରୁଛୁ । ଏବେ ବି କରୋନା ଭଳି…