୧ ଜୁନରୁ ବଢିପାରେ ପେଟ୍ରୋଲ ଓ ଡିଜେଲ ଦାମ୍

କରୋନା ସଙ୍କଟ ସମୟରେ ଦରଦାମ୍ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବଢାଇବା ଯୋଜନାରେ ଲାଗିଛନ୍ତି ସରକାର । ଅନ୍ୟପଟେ ମିଜୋରାମ ସରକାର ପେଟ୍ରୋଲ ଉପରେ ୫% ଓ ଡିଜେଲ ଉପରେ ୨.୫% ପ୍ରତିଶତ ବଢାଇଛନ୍ତି…

ଲିଙ୍ଗରାଜ ମନ୍ଦିରରେ ଶୀତଳଷଷ୍ଠୀ ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର, ୨୫ା୫(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଲିଙ୍ଗରାଜରେ ଶୀତଳଷଷ୍ଠୀ ନୀତି ସମ୍ପନ୍ନ କରିବାକୁ ଅନୁମତି ମିଳିଛି । ବ୍ରାହ୍ମଣ ନିଯୋଗକୁ ଅନୁମତି ଦେଇଛି ବିଏମସି । କେବଳ ନୀତି ଦାୟିତ୍ୱରେ ଥିବା…

ଆସନ୍ତାକାଲିଠୁ ୭ଟି ରୁଟରେ ଗଡ଼ିବ ମୋ ବସ୍, ଜାଣନ୍ତୁ କେଉଁ କେଉଁ ରୁଟ୍

ଭୁବନେଶ୍ୱର,୨୫ା୫(ଓଡ଼ିଶା ଭାସ୍କର): ଲକ ଡାଉନ ପାଇଁ ରାଜ୍ୟରେ ବସ ଚଳାଚଳ ବନ୍ଦ ଥିଲା । କିନ୍ତୁ ଆସନ୍ତାକାଲିଠାରୁ ଭୁବନେଶ୍ୱର ଓ କଟକରେ ଗଡ଼ିବ ମୋ ବସ୍ । ପ୍ରଥମ ପର୍ଯ୍ୟାୟରେ ୭ଟି ରୁଟରେ ଅଣ ଶୀତତାପ ନିୟନ୍ତ୍ରିତ ବସ୍…

କରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ

କଳାହାଣ୍ଡି, ୨୫ା୫(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକଡାଉନ ରହିଛି । ତେଣୁ ପ୍ରବାସୀ ଓଡ଼ିଆଙ୍କୁ ନିଜ ରାଜ୍ୟକୁ ସ୍ୱତନ୍ତ୍ର ଟ୍ରେନ ଓ ବସରେ ଫେରେଇ ଅଣାଯାଉଛି । ଏହାପରେ ତାଙ୍କୁ କ୍ୱାରେଣ୍ଟିନ…

ସନ୍ଧ୍ୟା ୭ଟା ସୁଦ୍ଧା କାଳବୈଶାଖୀ ନେଇ ୮ଜିଲ୍ଲା ସାବଧାନ!

ଭୁବନେଶ୍ୱର, ୨୫ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମ ତାତି ବଢ଼ିବାରେ ଲାଗିଛି । ଏହାସହ ଦିନକୁ ଦିନ ତାପମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି । ଆଗାମୀ କେତେ ଦିନ ମଧ୍ୟ ଏହିପରି ଗ୍ରୀଷ୍ମ ତାତି ଲାଗି ରହିବ । କିନ୍ତୁ ଆଜି…

କ୍ୱାରେଣ୍ଟାଇନ ସେଣ୍ଟରେ ମାତିଲେ ମଦୁଆ

କରୋନା ମୁକାବିଲା ପାଇଁ ଲକଡାଉନ୍ ଲାଗୁ ହୋଇଥିବା ନିୟମକୁ ମାନୁଛି ବା କିଏ । ଖୋଦ୍ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଲୋକେ ଏହାକୁ ଫୁ କରି ଉଡାଇଦେଉଛନ୍ତି । ପୂର୍ବରୁ କ୍ୱାରେଣ୍ଟାଇନ କେନ୍ଦ୍ରରେ ନାଚ ଗୀତର ଟିକ୍ ଟକ୍…