CHARIDHAM

କରୋନା ପଜିଟିଭ୍ ହେଲା ବିଶ୍ୱର ପ୍ରଥମ ଗରିଲା; ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ମାନବ ସମାଜକୁ ଭୀତତ୍ରସ୍ତ କରି ରଖିଥିବା କରୋନା ଭାଇରସକୁ ନେଇ ସଙ୍କଟ ବଢିବାରେ ଲାଗିଛି । ଶନିବାର ମିଳିଥିବା ରିପୋର୍ଟ ଅନୁଯାୟୀ ବିଶ୍ୱର ପ୍ରଥମ ଗରିଲା କରୋନାରେ ଆକ୍ରାନ୍ତ ହୋଇଛି । ଏହା ସହିତ ଗରିଲଙ୍କ…

ପୁଣି ଦରଦାମ୍ ମାଡ଼; LPG ପରେ CNG-PNGର ବଢ଼ିବ ଦାମ୍!

ନୂଆଦିଲ୍ଲୀ: ଦିଲ୍ଲୀ ଓ ମୁମ୍ବାଇ ଭଳି ସହରରେ ସିଏନଜି ଓ ପିଏନଜିର ଦରଦାମ୍ ଅକ୍ଟୋବରରେ ୧୦ରୁ ୧୧ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ । ଆଇସିଆଇସିଆଇ ସିକ୍ୟୁରିଟିଜ୍ ର ଏକ ରିପୋର୍ଟରେ ଏହି ଅନୁମାନ କରାଯାଇଛି । ରିପୋର୍ଟରେ…

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଇସ୍ତଫା ଦେଇଛନ୍ତି । ଶନିବାର ଦିନ ରାଜ୍ୟପାଳଙ୍କୁ ଭେଟିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହିତ ଡେପୁଟି ସିଏମ୍ ନିତିନ୍ ପଟେଲ୍ ମିଶି…

ଟିକା ନେଇ ବି ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡ଼ି!

ଭୁବନେଶ୍ୱର,(ଓଡିଶା ଭାସ୍କର): ଟିକା ନେଲା ପରେ ବି ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡ଼ି । ଟିକା ନେଲା ପରେ ରାଜ୍ୟରେ ୨୦% ଲୋକଙ୍କ ଦେହରେ ଆଣ୍ଟିବଡ଼ି ହେଉନି । ଜେନମ ସିକୁଏନସିଂ ବିଶ୍ଲେଷଣ ଆଧାରରେ ଭୁବନେଶ୍ୱର ଆଇଏଲଏସ…

ୟୁଟର୍ଣ୍ଣ ନେଲା ତାଲିବାନ, ଶପଥ ଗ୍ରହଣ ସମାରୋହ କଲା ବାତିଲ, କହିଲା- ପଇସା ବରବାଦ ହୋଇଯିବ

ନୂଆଦିଲ୍ଲୀ : ୟୁଟର୍ଣ୍ଣ ନେଲା ତାଲିବାନ । ହେବନି ଶପଥ ସମାରୋହ ଆୟୋଜନ । ୨୦ ବର୍ଷ ପରେ ଆଫଗାନିସ୍ତାନ ଦଖଲ ପରେ ସରକାର ଗଠନ କରିବାକୁ ଚାଲିଥିଲା ଶପଥ ସମାରୋହର ପ୍ରସ୍ତୁତି । ହେଲେ ତାଲିବାନୀ ସରକାର ଶପଥ ଗ୍ରହଣ ସମାରୋହ…

ପ୍ରସିଦ୍ଧ ଟିଭି ଅଭିନେତାଙ୍କ ରହସ୍ୟମୟ ଭାବେ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ମିଳିଲା ଶବ

ନୂଆଦିଲ୍ଲୀ: ପ୍ରସିଦ୍ଧ ମାଲାୟାଲମ୍ ଟିଭି ଅଭିନେତା ରମେଶ ଭାଲିଆସାଲାଙ୍କର ଅତି ରହସ୍ୟମୟ ଭାବେ ମୃତ୍ୟୁ ହୋଇଛି । ଚଳଚ୍ଚିତ୍ର ଜଗତରୁ ଏନେଇ ସୂଚନା ଦିଆଯାଇଛି । ନିଜ ବାସଭବନରେ ଝୁଲାନ୍ତା ଅବସ୍ଥା ତାଙ୍କର ମୃତଦେହ…

ଆଇପିଏଲ ୨୦୨୧ରୁ ହଟି ପାରନ୍ତି ଇଂଲଣ୍ଡ ଖେଳାଳି, ମାଞ୍ଚେଷ୍ଟର ଟେଷ୍ଟ ବାତିଲ୍ ନେଇ ଟିମ୍ ଇଣ୍ଡିଆ ଉପରେ ଖପ୍ପା !

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ମାଞ୍ଚେଷ୍ଟର ଟେଷ୍ଟ ରଦ୍ଦ ହେବା ଏହାର ପ୍ରଭାବ ଆଇପିଏଲ ଉପରେ ମଧ୍ୟ ପଡିପାରେ । ଇଂଲଣ୍ଡର ଖେଳାଳି ଟେଷ୍ଟ ବାତିଲ ହେବାରେ ଭାରତୀୟ ଖେଳାଳିଙ୍କୁ ଦାୟୀ ମାନୁଛନ୍ତି ।…

ବୟଫ୍ରେଣ୍ଡ ସହ କଣ କଣ କରିବେ? ୧୭ ପୃଷ୍ଠାର ରିଲେସନସିପ୍ କଣ୍ଟ୍ରାକ୍ଟ ଧରାଇଦେଲେ ଗର୍ଲଫ୍ରେଣ୍ଡ୍

ୱାଶିଂଟନ୍: ଆମେରିକାରେ ରହୁଥିବା ଜଣେ ଯୁବତୀ ନିଜ ବୟଫ୍ରେଣ୍ଡ ପାଇଁ ୧୭ ପୃଷ୍ଠାର ଏକ ରିଲେସନସିପ୍ କଣ୍ଟ୍ରାକ୍ଟ ପ୍ରସ୍ତୁତି କରିଛି । ଯୁବତୀ ଜଣକ ଏହି କଣ୍ଟ୍ରାକ୍ଟରେ ବୟଫ୍ରେଣ୍ଡ ସହ କଣ କରିବେ ଓ ବୟଫ୍ରେଣ୍ଡ ତାଙ୍କ…

ନଭେମ୍ବରରେ ବାହାହେବାକୁ ଡରନ୍ତି ଲୋକେ, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ସମସ୍ତେ ନିଜ ବାହାଘରକୁ ଅଧିକ ସ୍ପେଶାଲ କରିବାକୁ ଚାହାଁନ୍ତି । ଏଥିପାଇଁ ଶୁଭ ମୂହୁର୍ତ୍ତ, ଗ୍ରହ ନକ୍ଷେତ୍ର ଦେଖି ତିଥି ସ୍ଥିର କରିଥାନ୍ତି । ତେବେ ଜିମ୍ବାୱେର ମାନ୍ୟତା ହିସାବରେ ନଭେମ୍ବର ମାସରେ…

ଲଗାଣ ବର୍ଷାରେ ଦିଲ୍ଲୀ ଉବୁଟୁବୁ, ପାଣି ଭିତରେ ଚକାମାଡି ଧାରଣା ଦେଲେ ରାକେଶ ଟିକାୟତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା କାରଣରୁ ଅନେକ ଅଞ୍ଚଳ ଜଳମଗ୍ନ ରହିଛି । କିଛି ସଡକର ଦୃଶ୍ୟ ତ ପୋଖରୀ ପରି ନଜର ଆସୁଛି । ଅନ୍ୟପଟେ ଦିଲ୍ଲୀ ସୀମାରେ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିିଛି । ଭୀଷଣ…