CHARIDHAM

ପୁଣି ନୂଆ ରେକର୍ଡ, ୧୧ ଦିନରେ ତୃତୀୟ ଥର ପାଇଁ ୧କୋଟିରୁ ଅଧିକ ଟିକାକରଣ

ନୂଆଦିଲ୍ଲୀ: ଭାରତରେ କୋଭିଡ ବିରୋଧରେ ଟିକାକରଣ ଅଭିଯାନ ପ୍ରତିଦିନ ରେକର୍ଡ କରୁଛି । ସୋମବାର ଦିନ ଦେଶରେ ୧ କୋଟିରୁ ଅଧିକ ଲୋକଙ୍କୁ ଟିକା ଲଗାଯାଇଛି । ୧୧ ଦିନ ମଧ୍ୟରେ ଏହା ତୃତୀୟ ଥର, ଯେବେ ଦେଶରେ ଗୋଟିଏ ଦିନରେ ୧…

ବୋଲିଂ କୋଚ ଭରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର କରୋନା ସଂକ୍ରମିତ, ଆଇସୋଲେସନରେ ଚାଲିଛି ଚିକିତ୍ସା

ଲଣ୍ଡନ: ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଶନିବାର ଦିନ କରୋନାରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଦଳର ଅନ୍ୟ ଦୁଇ କୋଚ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣା…

ସଂନ୍ଧ୍ୟାହେଲେ ଚାଲିଛି ସେକ୍ସ କାରବାର, ବଢ଼ୁଛି ନିଶା ବେପାର

କତ୍ତାପଡ଼ା (ଭାସ୍କର ନ୍ୟୁଜ୍‌): ଅଡ଼ଶପୁର ପଞ୍ଚାୟତର ଉରାଡ଼ ବଜାର ଠାରୁ ବାବଜା ପର୍ଯ୍ୟନ୍ତ ନଦୀବନ୍ଧଟି ନିଛାଟିଆ ରାସ୍ତା ହୋଇଥିବା ବେଳେ ଏହି ରାସ୍ତା ତଳେ ନଦୀପଠା ଥିବାରୁ ସଂନ୍ଧ୍ୟା ହେଲେ ପ୍ରତ୍ୟେକ ଦିନ ସେକ୍ସ…

ଆସନ୍ତାକାଲି ସରକାର ଗଠନ କରିବ ତାଲିବାନ, ଉତ୍ସବକୁ ୬ ମିତ୍ର ରାଷ୍ଟ୍ରଙ୍କୁ ନିମନ୍ତ୍ରଣ

କାବୁଲ,: ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ପ୍ରକ୍ରିୟା ଚୂଡ଼ାନ୍ତ କରାଯାଇଛି । ବୁଧବାରଠାରୁ ବିଧିବଦ୍ଧ ଭାବେ ଆଫଗାନିସ୍ତାନରେ ତାଲିବାନୀ ସରକାର ଗଠନ ହେବ । ସରକାର ଗଠନ ଉତ୍ସବରେ ଯୋଗଦେବା ପାଇଁ…

ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା, ୨-୩ରୁ ପ୍ରବଳରୁ ଅତି ପ୍ରବଳ ବର୍ଷିବ; ୪୮ ଘଣ୍ଟା ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଉତ୍ତର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତରପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର…

ପାର୍ବଣ ଗାଇଡ୍‌ଲାଇନ୍‌କୁ ବିରୋଧ, ୧୩ରେ କଟକ ସହର ବନ୍ଦ ଡାକରା

କଟକ,(ଭାସ୍କର ନ୍ୟୁଜ୍‌): ଚଳିତ ମାସ ୧୩ ତାରିଖରେ କଟକ ସହର ବନ୍ଦ ଡାକରା ଦେଇଛି କଟକ ନଗର ବିଜେପି । ପାର୍ବଣ ଗାଇଡ୍‌ଲାଇନ୍‌କୁ ବିରୋଧ କରି ଏପରି ପଦକ୍ଷେପ ନିଆଯାଇଛି । କରୋନା କାରଣରୁ କଟକଣା ଭିତରେ ପାର୍ବଣ ପାଳନ ନେଇ…

ଘରେ ଦୀପ ଲଗାଇବା ସମୟରେ ଏହି ସବୁ ଜିନିଷକୁ ଧ୍ୟାନ ଦିଅନ୍ତୁ; ମିଳିବ ଶୁଭ ଫଳ

ଓଡ଼ିଶା ଭାସ୍କର ବ୍ୟୁରୋ: ବାସ୍ତୁଦୋଷ ଆମ ଜୀବନ ଉପରେ ବହୁ ପ୍ରଭାବ ପକାଇଥାଏ। କେତେକ ସହଜ ଉପାୟ ଅବଲମ୍ବନ କରିବା ଦ୍ୱାରା ଘରେ ଥିବା ବାସ୍ତୁଦୋଷକୁ ଦୂର କରି ପାରିବା। ଯାଦ୍ୱାରା ଘରର ସଦସ୍ୟଙ୍କ ମଧ୍ୟରେ ସକରାତ୍ମକ ଶକ୍ତି…

ରାଶିଫଳ (ମଙ୍ଗଳବାର ,୦୭ ସେପ୍ଟେମ୍ବର ,୨୦୨୧)

ମେଷ - ମନୋବଳ ଦୃଢ ରହିବ, ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ ମାତ୍ର କିଛି ବାଦବିବାଦରେ ଫସି ପାରନ୍ତି ସତର୍କ ରହିବେ, ମାନସମ୍ମାନ, ଅର୍ଥ, ଲୋକପ୍ରିୟତା ଏବଂ ପାରିବାରିକ ସୁଖରେ କମି ରହିବ, ମନ ଅଶାନ୍ତ ରହିବ,…

ବିଜେପି ରାଷ୍ଟ୍ରୀୟ ଅଧକ୍ଷଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ଦିଲ୍ଲୀ ଠାରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧକ୍ଷ ଜଗତପ୍ରକାଶ ନଡ୍ଡାଙ୍କୁ ସାକ୍ଷାତ କରି ଦ୍ୱିତୀୟ ବର୍ଷର ରିପୋର୍ଟ…

MONEY HEISTରେ ବିରାଟ କୋହଲି ଓ ବବି ଦେଓଲଙ୍କ ଡୁପ୍ଲିକେଟ; ଦେଖିଲେ ହସି ହସି ଗଡିବେ

ନୂଆଦିଲ୍ଲୀ: ସ୍ପାନିଶ ଥ୍ରୀଲର ୱେବ୍ ସିରିଜ ମନି ହେଇଷ୍ଟ ରିଲିଜ ହେବା ସହିତ ଏହା ଦର୍ଶକଙ୍କ ମନ ମୋହିଛି । ଏହି ସିରିଜର ଅନ୍ତିମ ଭାଗର ପ୍ରଥମ ପାର୍ଟ ନେଟଫ୍ଲିକ୍ସରେ ରିଲିଜ ହୋଇ ଯାଇଛି । ସିରିଜଟିକୁ ଦର୍ଶକ ବେଶ ପସନ୍ଦ…