ନବଜାତ ଶିଶୁକୁ ଟଏଲେଟରେ ଫ୍ଲସ୍ କରିଦେଲା ମାଆ! ଏପରି ହେଲା ପୂରା ଘଟଣାକ୍ରମର ଖୁଲାସା
ନୂଆଦିଲ୍ଲୀ: କେରଳର କୋଚିରୁ ଏକ ହୃଦୟଥରା ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ଦୁଷ୍କର୍ମ ପୀଡ଼ିତା ସମୟ ପୂର୍ବରୁ ଜନ୍ମ ହୋଇଥିବା ଛୁଆକୁ କମୋଡରେ ପକାଇ ଫ୍ଲସ୍ କରିଦେଇଥିବା ଜଣାପଡ଼ିଛି । ଏହାକୁ ନେଇ ଚର୍ଚ୍ଚା ଜୋର୍…