CHARIDHAM

ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟି ସ୍ୱାମୀ ଫେରାର, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

କେସିଙ୍ଗା (ଭାସ୍କର ନ୍ୟୁଜ୍‌): ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟି ତାକୁ ହତ୍ୟା ଉଦ୍ୟମ କରିଛି ଜଣେ ସ୍ୱାମୀ । ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଥିବାବେଳେ ଗୁରୁତର ଅବସ୍ଥାରେ ଗର୍ଭବତୀ ମହିଳାଙ୍କୁ କେସିଙ୍ଗା…

ଆଫଗାନିସ୍ତାନ ଉପରେ ଆମେରିକା ରାଷ୍ଟ୍ରପତିଙ୍କ ସମ୍ବୋଧନ, କହିଲେ – ‘ଆମ ମିଶନ ସଫଳ ହୋଇଛି’

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଆଫଗାନିସ୍ତାନ ଛାଡିଦେଲେ ଆମେରିକୀୟ ସେନା । ତାଲିବାନ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଶେଷ ସମୟ ଧାର୍ଯ୍ୟ କରିଥିବା ବେଳେ ଏହା ପୂର୍ବରୁ ଆମେରିକା ସେନା ଆଫଗାନିସ୍ତାନ ଛାଡିବାକୁ ବାଧ୍ୟ…

ନକଲି ସାମ୍ବାଦିକଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ୍ ପୋଲିସର ଆକ୍ସନ୍ ପ୍ଲାନ୍, ଗାଡ଼ିରେ ପ୍ରେସ୍ ଲେଖି ବୁଲୁଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ନକଲି ସାମ୍ବାଦିକଙ୍କ ପାଦୁର୍ଭାବ ଦିନକୁ ଦିନ ବଢୁଥିବା ବେଳେ ସେମାନଙ୍କ ଉପରେନଜର ରଖିବାକୁ ପ୍ରୟାସ ଆରମ୍ଭ କରିବ କମିଶନରେଟ୍‌ ପୋଲିସ । ଭୁବନେଶ୍ୱର ସମେତ ରାଜ୍ୟରେ ମନଇଛା ଗାଡ଼ିରେ…

ରାଶିଫଳ (ବୁଧବାର , ୦୧ ସେପ୍ଟେମ୍ବର ,୨୦୨୧)

ମେଷ - କୌଣସି ପ୍ରକାର ହଇରାଣ ହେବାକୁ ପଡିବ, ଚେଷ୍ଟା କରୁଥିବା କାର‌୍ୟ୍ୟରେ ବିଳମ୍ବ ଘଟିବ, ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ, ହଳଦି ଅକ୍ଷତ ଓ ଚନ୍ଦନ ମଥାରେ ଟିକା…

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ: ୮ଟି କାର୍ଯ୍ୟ ଦିବସ, ଆସିବ ୧୨ଟି ବିଲ୍

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଆଜିଠୁ କୋଭିଡ୍‌ କଟକଣା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ପୂର୍ବରୁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସି…

ସେକ୍ସ ଲାଇଫ୍ ସମସ୍ୟା ଦୂର କରିବ ଏହି ସବୁ ଖାଦ୍ୟ

ନୂଆଦିଲ୍ଲୀ: ପୁରୁଷଙ୍କ ପାଇଁ ମଧ୍ୟ କେତକ ପୋଷକ ତତ୍ୱ ବେଶ୍‌ ଆବଶ୍ୟକ । ପୁରୁଷଙ୍କର ସେକ୍ସ ଲାଇଫ୍‌ ପାଇଁ ଏହି ସବୁ ଖାଦ୍ୟ ସୁଖମୟ କରିଥାଏ । ଅନେକ ସମସ୍ୟାକୁ ଦୂର କରିଥାଏ। ଲୋକଙ୍କର କେତକ ଦୁର୍ବଳତାକୁ ଏହା ଦୂର କରେ।…

ହଟିଲା ସପ୍ତାହାନ୍ତ ସଟ୍‌ଡାଉନ୍‌, ଆଜିଠୁ ସକାଳ ୫ଟାରୁ ରାତି ୧୦ଟା ଯାଏ ଖୋଲା ରହିବ ଦୋକାନ ବଜାର, ବାହାଘର ଓ ଅନ୍ତ୍ୟେଷ୍ଟିରେ ଯୋଗ ଦେଇପାରିବେ…

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ମହାମାରୀ କରୋନା ପ୍ରସଙ୍ଗରେ ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ…

ସମ୍ଭାବ୍ୟ ମରୁଡ଼ି ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: କଣ୍ଟିଜେନ୍ସି କ୍ରପ୍ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ, ୭ ଦିନରେ ସବୁ…

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ଏହାର ମୁକାବିଲା କରିବାକୁ ନିର୍ଦ୍ଦେଶ…

ବଙ୍ଗାଳୀ ଅଭିନେତ୍ରୀଙ୍କୁ ଲୋଲୁପ ଦୃଷ୍ଟି; ଆମାର ସାଥ ରାତ କାଟତେ ହୋବେ

ନୂଆଦିଲ୍ଲୀ: ଆଉ ଜଣେ ଅଭିନେତ୍ରୀଙ୍କୁ ସାଇବର ବୁଲିଙ୍ଗର ଶିକାର ହେବାକୁ ପଡିଛି । ଫିଲ୍ମ ପାଇଁ ତାଙ୍କ ସହିତ ଏକ ରାତି ଶୋଇବାକୁ ପଡିବ ବୋଲି ବେଙ୍ଗଲୀ ଅଭିନେତ୍ରୀ ପାୟଲ ସରକାରଙ୍କୁ ମେସେଜ ଆସିଥିଲା । ରବି କିନ୍ନାଗୀଙ୍କ…

AIMIM ଆଉ ତାଲିବାନ ସମାନ: ରବି ଗୋଟେ ଛୋଟ ଛୁଆ, କିଛି ଜାଣିନି

ନୂଆଦିଲ୍ଲୀ: ତାଲିବାନ ସହିତ ଅସଦ୍ଦୁଦ୍ଦିନ ଓୱେସୀଙ୍କ ଦଳ ଏଆଇଏମ୍ଆଇଏମକୁ ତୁଳନା କରିଛନ୍ତି ବିଜେପି ନେତା ସିଟି ରବି । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସିଟି ରବି ମଙ୍ଗଳବାର ଏହି ବିବାଦୀୟ ବୟାନ ଦେବା ସହିତ…