ଟ୍ରେନ୍ ଆଗକୁ ଡେଇଁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ପ୍ରେମକୁ ଜିତେଇବାକୁ ଯାଇଁ ଟ୍ରେନ୍ ଆଗକୁ ଡେଇଁପଡି ଜୀବନ ହାରିଲେ ୨ ପ୍ରେମୀଯୁଗଳ । ଏଭଳି ଘଟଣା ବାରାଣାସୀ-ଜଙ୍ଘଇ ରେଳଖଣ୍ଡର କନ୍ଧିଆ ରେଳଟ୍ରାକ୍ ନିକଟରେ ଘଟିଯାଇଛି । ଆତ୍ମହତ୍ୟା କରିଥିବା ପ୍ରେମୀଯୁଗଳ ହେଉଛନ୍ତି…

ନବୀନଙ୍କୁ ୟେଦିୟୁରପ୍ପାଙ୍କ ପ୍ରଶଂସା

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଗୋଟିଏ ବିଲ୍ଡିଂର ୪୧ ଜଣ କରୋନା ସଂକ୍ରମିତ

ଦେଶରେ ଲକ୍-ଡାଉନ ଲାଗୁ ପରେ ବି କରୋନା ସଂକ୍ରମଣ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଯାଇଥିବା ବେଳେ କାପସହେଡାର ଗୋଟିଏ ବିଲ୍ଡିଂରେ ଏକାଥରେ…

ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତ ଦୁଇ ଜଣ ଯାଜପୁର ଜିଲ୍ଲାର ବରି…

୩ଟି ସ୍ୱତନ୍ତ୍ର ଟ୍ରେନରେ ଓଡ଼ିଶା ଫେରୁଛନ୍ତି ପ୍ରବାସୀ ଶ୍ରମିକ

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): କରୋନା ଭାଇରସ୍ ପାଇଁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ତେଣୁ ରାଜ୍ୟ ବାହାରେ ବହୁ ଶ୍ରମିକ ଫସି ରହିଛନ୍ତିି । ସେମାନଙ୍କୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା…

ଏହି ବ୍ୟାଙ୍କର ଲାଇସେନ୍ସ ବାତିଲ କଲା ଆରବିଆଇ: ଅଟକିଛି ଲକ୍ଷାଧିକ ଆକାଉଣ୍ଟଧାରୀଙ୍କ ଟଙ୍କା, ଏଥିରେ ନାହିଁ ତ ଆପଣଙ୍କର ଖାତା?

ଦେଶରେ କରୋନା ସଙ୍କଟ ଚାଲିଥିବା ସମୟରେ ସିକେପି ସହକାରୀ ବ୍ୟାଙ୍କର ଲାଇସେନ୍ସ ବାତିଲ କରି ଗ୍ରାହକମାନଙ୍କୁ ଝଟକା ଦେଇଛି ଆରବିଆଇ । ମନି କଣ୍ଟ୍ରୋଲ ମୁତାବକ, ଆରବିଆଇର ଏଭଳି ପଦକ୍ଷେପ ପାଇଁ ପ୍ରାୟ ୧.୨୫ ଲକ୍ଷ…