ଡ୍ରାଇଭର ମୁହଁରେ ଲାଇଟ୍ ପଡିବାରୁ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ: ୫ ଗୁରୁତର, ୭ ଆହତ
କୋରାପୁଟ (ଭାସ୍କର ନ୍ୟୁଜ୍): ରବିବାର ରାତି ପ୍ରାୟ ସାଢ଼େ ୧୧ଟାରେ ଆମ୍ବିଳି ଆମ୍ବଗୁଡ଼ା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତ କଡ଼କୁ ଓଲଟି ପହିବାରୁ ୧୨ ଜଣ ଆହତ ହୋଇଛନ୍ତି ।…