ମୁଖ୍ୟ ଶାସନ ସଚିବଙ୍କ ୨ଦିନିଆ କନ୍ଧମାଳ ଗସ୍ତ: ଆଜି ସ୍ମାର୍ଟ ସ୍କୁଲ, ଫୁଲବାଣୀ ଡାକ୍ତରଖାନାରେ ଥିବା ଅକ୍ସିଜେନ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ…

କନ୍ଧମାଳ,(ଭାସ୍କର ନ୍ୟୁଜ୍‌): ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଦୁଇଦିନିଆ କନ୍ଧମାଳ ଗସ୍ତରେ ଆସି ଶନିବାର ଅପରାହ୍ନ ୨ଟା ବେଳେ କାର୍‌ ଯୋଗେ ଫୁଲବାଣୀ ସର୍କିଟ ହାଉସରେ ପହଞ୍ଚିଛନ୍ତି । ରବିବାର ଦିନ ମୁଖ୍ୟ…

୧୨ଜିଲ୍ଳାରେ ଆରମ୍ଭ ହେବ ସେରୋ ସର୍ଭେ, ପ୍ରାଥମିକ ପର୍ଯ୍ୟାୟରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ସର୍ଭେକ୍ଷଣ ହେବ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍):ଓଡ଼ିଶାରେ ଆଜିଠୁ ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ । ୧୨ ଜିଲ୍ଲାରେ ସର୍ଭେ ହେବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଆରମ୍ଭ ହେବ । ପରେ ସମ୍ବଲପୁର,…

ହକି ପରେ ରଗ୍‌ବି ପ୍ରାୟୋଜକ: ଭାରତୀୟ ରଗ୍‌ବି ଦଳର ପ୍ରାୟୋଜକ ହେଲେ ଓଡ଼ିଶା ସରକାର ଓ କିଟ୍‌

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଭାରତୀୟ ହକି ଟିମ୍‌ ପରେ ଏବେ ଭାରତୀୟ ରଗ୍‌ବି ଦଳର ହାତ ଧରିଛନ୍ତି ଓଡ଼ିଶା ସରକାର । ଭାରତୀୟ ରଗବି ଦଳର ପ୍ରାୟୋଜକ ହୋଇଛନ୍ତି ଓଡ଼ିଶା ସରକାର ଓ କିଟ୍‌ । ଆସନ୍ତା ୩ ବର୍ଷ ପାଇଁ ରଗବି…

ଚୁଇଙ୍ଗମ ଖାଉଥିଲେ ସାବଧାନ; ଏହି ସବୁ ଜିନିଷକୁ ଧ୍ୟାନ ଦିଅନ୍ତୁ

କିଛି ଲୋକଙ୍କର ଅଭ୍ୟାସ ହେଉଛି ପାଟିରେ କିଛି ନା କିଛି ସବୁବେଳେ ଚୋବାଇବା । ଚୁଇଙ୍ଗମ୍ ଚୋବାଇବା ସମୟରେ ଧ୍ୟାନ ଦିଅନ୍ତୁ ଏହା ଯେପରି ପେଟ ଭିତରକୁ ନଯିବ । ଏହା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ । ଏହା ସହଜରେ…

ରାଶିଫଳ (ରବିବାର ,୨୯ ଅଗଷ୍ଟ ,୨୦୨୧)

ମେଷ - କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ବିଭିନ୍ନ ପ୍ରକାର ଚିନ୍ତାକରି ମନ ଅସ୍ଥିର ରହିବ, ଦିନଭରି ମା ଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ, ପିଲାମନଙ୍କର ଭବିଷ୍ୟତର ପାଠପଢା ଏବଂ…

ଚେତାବନୀ ଦେଇ ବବି ମିଶ୍ରଙ୍କୁ ଛାଡିଲା ପୋଲିସ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଆ ଅଭିନେତା ବବି ମିଶ୍ରଙ୍କୁ ଚେତାବନୀ ଦେଇ ଛାଡିଛି ପୋଲିସ । ସକାଳ ଠାରୁ ବବିଙ୍କୁ ଅଟକ ରଖାଯାଇଥିବା ବେଳେ ସନ୍ଧ୍ୟାରେ ଚେତାବନୀ ଦେଇ ଛାଡିଛି ପୋଲିସ । ଥାନାରୁ ନୋଟିସ ଦେବା ସହିତ…

ଆଫଗାନିସ୍ତାନ ଯୁଦ୍ଧ ଉପରେ ନିର୍ମାଣ ହୋଇ ସାରିଛି ଏହି ସବୁ ଫିଲ୍ମ

ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଚର୍ଚ୍ଚାରେ ରହିଛି ଏହି ଆତଙ୍କୀ ସଙ୍ଗଠନ । ପୂର୍ବରୁ ଏହି ଆତଙ୍କୀ ସଙ୍ଗଠନକୁ ନେଇ ଅନେକ ଥର ପରଦାକୁ ଫିଲ୍ମ ଆସିଛି । ଆସନ୍ତୁ ନଜର ପକାଇବା ସେମିତି କିଛି ଫିଲ୍ମ ଉପରେ ।…

ବବି ମିଶ୍ର ଗିରଫ; ସକାଳୁ ଅଟକ ରଖିଥିଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବବି ମିଶ୍ରଙ୍କୁ ଗିରଫ କରିଛି ପୋଲିସ । ମଦ ପିଇ ପଡୋଶୀଙ୍କ ସହିତ ଝଗଡା ପାଇଁ ପୋଲିସ ତାଙ୍କୁ ଅଟକ ରଖିଥିଲା। ପଡୋଶୀଙ୍କ ଅଭିଯୋଗ କ୍ରମେ ବବିଙ୍କୁ ଗିରଫ କରିଛି ନୟାପଲ୍ଲୀ…

ୟୁଏସ ଓପନ ଯୋଗ୍ୟତା ପର୍ଯ୍ୟାୟରୁ ଭାରତୀୟ ଚ୍ୟାଲେଞ୍ଜ ଶେଷ

ନୂଆଦିଲ୍ଲୀ: ୟୁଏସ ଓପନ ଯୋଗ୍ୟତା ପର୍ଯ୍ୟାୟରୁ ଶେଷ ହୋଇଛି ଭାରତୀୟ ଚ୍ୟାଲେଞ୍ଜ । ପ୍ରଜ୍ନେଶ ଗୁଣେଶ୍ୱରନ ପରାଜିତ ହେବା ସହିତ ୟୁଏସ ଓପନ ଯୋଗ୍ୟତା ପର୍ଯ୍ୟାୟରୁ ଭାରତୀୟ ଚ୍ୟାଲେଞ୍ଜ ଶେଷ ହୋଇଛି । ବିଶ୍ୱ ମାନ୍ୟତାର ୧୫୬…

କିଏ ହୋଟେଲ୍ ବାହାରେ ଶୋଇ ରାତି କାଟିଛି ତ କିଏ ୱାଚମେନ୍ ଭାବରେ କାମ କରିଛନ୍ତି, ଜିରୋରୁ ହିରୋ ହୋଇଛନ୍ତି ବଲିଉଡର ଏହି ଆଗଧାଡ଼ିର ଷ୍ଟାର୍

ମୁମ୍ବାଇ: ବଲିଉଡ୍ ରେ ସଫଳ କ୍ୟାରିୟର୍ ଗଢ଼ିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୂହେଁ । ବିଗତ ଦିନରେ ହଜାର ହଜାର ବଲିଉଡ୍ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଆସିଛନ୍ତି । ହେଲେ କାହା ସ୍ୱପ୍ନ ପୂରଣ ହୋଇଛି ତ କିଏ ଖାଲି ହାତରେ…