ରମଜାନର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫ା୪(ଓଡ଼ିଶା ଭାସ୍କର):ଆଜିଠୁ ଆରମ୍ଭ ହୋଇଛି ଇସଲାମୀୟ ଧର୍ମ ମାସ ରମଜାନ । ଇସଲାମୀୟମାନଙ୍କ ମଧ୍ୟରେ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି । ତେଣୁ ପବିତ୍ର ରମଜାନର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ…

କଣ ଆଜିଠାରୁ ଖୋଲିବ କି ମଦ ଦୋକାନ? ଜାଣନ୍ତୁ ସରକାରଙ୍କ ଜବାବ୍

କରୋନା ବିପଦକୁ ଦୃଷ୍ଟିରେ ରଖି ଦେଶରେ ମେ ୩ ଯାଏଁ ଲକ୍-ଡାଉନ୍ ଜାରି ରହିବ । ଏହାରି ମଧ୍ୟରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଦିନ ଆଦେଶ ଜାରି କରାଯାଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଛୋଟ ଦୋକାନ ଖୋଲିବାକୁ…

ପଶ୍ଚିମବଙ୍ଗ ଫେରନ୍ତାଙ୍କ ଟ୍ରାକିଂ ହେବ ଫୋନ୍

ଭୁବନେଶ୍ୱର, ୨୫ା୪(ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଫେରନ୍ତାଙ୍କ ଫୋନ୍ ନମ୍ବର ଟ୍ରାକିଂ କରୁଛନ୍ତି ରାଜ୍ୟ ସରକାର । ୨୫ମାର୍ଚ୍ଚ ପରେ ପଶଚିମବଙ୍ଗରୁ…

AC ପାଇଁ ଗାଇଡ୍ ଲାଇନ୍ ଜାରି

କରୋନା ଭାଇରସର କାୟା ବଢି ବଢି ଚାଲିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଗୀଷ୍ମ ପ୍ରଭାବ ମଧ୍ୟ ବଢିଚାଲିଛି । ଏନେଇ ଲୋକମାନେ ନିଜ ଘରେ ACର ବ୍ୟବହାର କରିବାରେ ଲାଗିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି କି କରୋନା ସଙ୍କଟରେ…

ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ନୀତି ନେଇ ପ୍ରସ୍ତୁତି ଆରମ୍ଭ

ପୁରୀ, ୨୫ା୪(ଓଡ଼ିଶା ଭାସ୍କର): ଅକ୍ଷୟ ତୃତୀୟା ନୀତିକୁ ନେଇ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଭିତରେ ଚାହାଣୀ ମଣ୍ଡପ ନିକଟରେ ନୀତି ହେବ । ରଥ କାଠ ଅନୁକୂଳ ପର୍ବ ପାଇଁ ମାପଚୁପ ହୋଇଛି ।…

ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୭୭୫କୁ ବୃଦ୍ଧି ।

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୭୭୫କୁ ବୃଦ୍ଧି । ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୫୦୬କୁ ବୃଦ୍ଧି, ୫ ହଜାର ୬୨ ସୁସ୍ଥ । ୧୮ ହଜାର ୬୬୮ ଜଣ କୋରୋନା ଆକ୍ରାନ୍ତ ଚିକିତ୍ସାଧୀନ ।…

୩୦ ପ୍ରତିଶତ କମ ପାଠ ପଢ଼ିବେ ଦଶମ ପିଲା

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ବଦଳିବ ୨୦୨୦-୨୧ ଶିକ୍ଷା ବର୍ଷ ।୩୦ ପ୍ରତିଶତ କମ ପଢ଼ିବେ ଦଶମ ପିଲା । ଦଶମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ବଦଳାଇବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ମାନବ ସମ୍ବଳ ବିକାଶ…

ପୁଲେଲା ଗୋପିଚାନ୍ଦଙ୍କ ବ୍ୟାଡମିଣ୍ଟନ କୋଚିଂ କ୍ଳାସରେ ଚାଲିଲା ପର୍ଣ୍ଣ ଫିଲ୍ମ !

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ଭାରତୀୟ ବ୍ୟାଡମିଣ୍ଟନ ଜଗତରେ ପୁଲେଲା ଗୋପିଚାନ୍ଦଙ୍କ ନା ସମ୍ମାନର ସହ ନିଆଯାଏ । ନିଜେ ଜଣେ ସଫଳ ବ୍ୟାଡମିଣ୍ଟନ ଖେଳାଳୀ ହେବା ସହ ପି ଭି ସାନ୍ଧୁ ,ସାଇନା ନେହୱାଲଙ୍କ ଭଳି ଅନେକ…

ମାଛଧରୁଥିବା ବେଳେ ତଣ୍ଟିରେ ଲାଗିଲା ମାଛ,ମରୁ ମରୁ ରହିଲା ଜୀବନ

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର):ମାଛ ଧରିବା ସଉକ ହୋଇଥାନ୍ତା କାଳ । ଅଳ୍ପକେ ବଂଚିଲା ଜୀବନ ।କେରଳରରେ ଘଟିଛି ଏଭଳି ଘଟଣା । ୬୦ ବର୍ଷର ବ୍ୟକ୍ତି ଜଣକ ପାଣିରେ ପଶି ମାଛଧରୁଥିଲେ । ଜାଲରେ ପଡିଲା ଏକ ପର୍ଲ ମାଛ…

ଆଜିଠୁ ଖୋଲିବ ସବୁ ଦୋକାନ,ମଲ ଓ ସପିଂ କମ୍ପେ୍ଳକ୍ସକୁ ନାହିଁ ଅନୁମତି

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର):କରୋନା ନେଇ ସାରା ଦେଶରେ କଟକଣା । ଏଭଳି ଅବସ୍ଥାରେ କେବଳ ପନିପରିବା,ଫଳ,ମେଡିସିନ ,ସଉଦା ଦେକାନ,କୃଷି ପାଇଁ ଅବଶ୍ୟକ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଖୋଲିବାକୁ ଅନୁମତି ଥିଲା ।…