ଜେସିକା ଲାଲଙ୍କ ଭଉଣୀ ସବରିନାଙ୍କ ମୃତ୍ୟୁ, ହତ୍ୟାକାରୀଙ୍କ ବିରୋଧରେ ଖୁବ୍ ଲଢ଼ିଥିଲେ
ଓଡ଼ିଶା ଭାସ୍କର ବ୍ୟୁରୋ: ଜେସିକା ଲାଲ୍ ମର୍ଡର କେସ ଏକଦା ଦେଶରେ ବଡ଼ ଚର୍ଚ୍ଚାର କାରଣ ହୋଇଥିଲା । ଆଉ ହତ୍ୟାକାରୀଙ୍କୁ ଦଣ୍ଡ ଦେବା ପାଇଁ ଖୁବ୍ ଲଢ଼ିଥିଲେ ଜେସିକାଙ୍କ ଭଉଣୀ ସବରିନା ଲାଲ । ତେବେ ୫୦ ବର୍ଷ ବୟସରେ…