Breaking News ୩ କ୍ୟାଡର୍ ମାଓବାଦୀଙ୍କ ଆତ୍ମସମର୍ପଣ Odisha Bhaskar Bureau Aug 16, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିଜିପିଙ୍କ ନିକଟରେ ଆଜି ଛତିଶଗଡ଼ର ତିନି କ୍ୟାଡର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏନେଇ ପ୍ରେସମିଟ୍ କରି ପୋଲିସ୍ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି । ତେବେ ଆତ୍ମସମର୍ପଣ…
Breaking News ୨ କିମି ପର୍ଯ୍ୟନ୍ତ କାଦୁଅ ଭର୍ତ୍ତି, ଆମ୍ବୁଲାନ୍ସ ନଯାଇପାରିବାରୁ ରାସ୍ତା ଉପରେ ଶିଶୁକୁ ଜନ୍ମ ଦେଲେ ମହିଳା Odisha Bhaskar Bureau Aug 16, 2021 ଭୋପାଳ: ଅଗଷ୍ଟ ୧୫ ତଥା ସ୍ୱାଧୀନତା ଦିବସ ଅବସରରେ ସମଗ୍ର ଦେଶ ଖୁସି ମନାଉଛି । ହେଲେ ଦେଶର ଆଜି ଯାଏ କିଛି ଏପରି ସ୍ଥାନ ରହିଛି ଯେଉଁଠାରେ ଆଜିବି ସ୍ୱାସ୍ଥ୍ୟ ବ୍ୟବସ୍ଥା ସଠିକ୍ ଭାବେ ପହଞ୍ଚି ପାରିନି । ଯାହା ଫଳରେ…
Featured ୨କୋଟି ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ବନ୍ଧାହେଲେ ୩ ଜଣ Odisha Bhaskar Bureau Aug 16, 2021 ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ସମ୍ପ୍ରତି ଧଳା ଜହରର ହବ୍ ପାଲଟି ଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର୍ ଜବତ ହେଉଛି । ପଡ଼ୋଶୀ ରାଜ୍ୟର ମାଫିଆମାନେ…
Featured ତାଲିବାନ ଭୟରେ ବିମାନ ଚକାରେ ଝୁଲି ଯାତ୍ରା କରୁଥିଲେ; ତାପରେ କଣ ହେଲା ଦେଖନ୍ତୁ ଭିଡିଓରେ Abinash Kumar Dhal Aug 16, 2021 ନୂଆଦିଲ୍ଳୀ: ତାଲିବାନ ଆଫଗାନିସ୍ତାନର ଶାସନ କ୍ଷମତା ଅକ୍ତିଆର କରିବା ପରେ ସୃଷ୍ଟି ହୋଇଛି ଅଶାନ୍ତ ଓ ଭୟର ବାତାବରଣ । ଦେଶର ରାଷ୍ଟ୍ରପତି ଅଶ୍ରଫ୍ ଘନି ଦେଶଛାଡି ପଳାୟନ କରିଥିବା ବେଳେ ସାଧାରଣ ଜନତା କିନ୍ତୁ ଭୟଙ୍କର…
Breaking News ସୁପ୍ରିମକୋର୍ଟ ସାମ୍ନାରେ ମହିଳା ଓ ପୁରୁଷଙ୍କ ଆତ୍ମାହୁତି ଉଦ୍ୟମ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି Odisha Bhaskar Bureau Aug 16, 2021 ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସୁପ୍ରିମକୋର୍ଟ ବାହାରେ ଜଣେ ମହିଳା ଓ ପୁରୁଷ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ଦୁହିଁଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…
Breaking News ପାପ ସମ୍ପର୍କର କୁପରିଣତି: ଦୁଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ପରେ ୨ ନବଜାତ ଶିଶୁଙ୍କୁ ହତ୍ୟା, ପର୍ଦ୍ଦାଫାସ କଲା ପୋଲିସ Sushreejyoti Routray Aug 16, 2021 କଳାହାଣ୍ଡି(ଓଡ଼ିଶା ଭାସ୍କର): ଆଜିକାଲି ପ୍ରେମକୁ ସମସ୍ତେ ଖେଳ ଭାବିବାରେ ଲାଗିଛନ୍ତି । ଏଥିପାଇଁ କିଏ ଜୀବନ ଦେଉଛି ତ ଆଉ କିଏ ଜୀବନ ନେଇଛି । ସେହିପରି କଳାହାଣ୍ଡିରୁ ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ…
Breaking News ଗୋଲ୍ଡେନ୍ ବୟ୍ ନୀରଜଙ୍କୁ ଚୁର୍ମା ଏବଂ ସିନ୍ଧୁଙ୍କୁ ଆଇସକ୍ରିମ୍ ଖୁଆଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ Odisha Bhaskar Bureau Aug 16, 2021 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓ ଅଲିମ୍ପିକ୍ ରେ ପଦକ ହାସିଲ କରିଥିବା ଆଥଲେଟ୍ ମାନଙ୍କ ସହିତ ନୂଆଦିଲ୍ଲୀରେ ଭେଟିଥିଲେ । କିଛି ଦିନ ତଳେ ସମାପ୍ତ ହୋଇଥିବା ଟୋକିଓ ଅଲିମ୍ପିକ୍ ରେ ଭାରତୀୟ…
Featured କାବୁଲ ବିମାନ ବନ୍ଦରରେ ଆମେରିକା ସୈନ୍ୟଙ୍କ ଫାଙ୍କା ଗୁଳିଚାଳନା, ଦଳାଚକଟାରେ ୫ ମୃତ, ଫସିଥିବା ଭାରତୀୟଙ୍କୁ ଝଟକା Abinash Kumar Dhal Aug 16, 2021 ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଫଶିଥିବା ହଜାର ହଜାର ଭାରତୀୟଙ୍କ ଚିନ୍ତା ଆହୁରିି ବଢି ଯାଇଛି । ସୋମବାର ଆଫଗାନିସ୍ତାନ ଛାଡିବା ପାଇଁ କାବୁଲ ବିମାନ ବନ୍ଦରରେ ହଜାର ସଂଖ୍ୟକ ଲୋକେ ରୁଣ୍ଡ ହୋଇଛନ୍ତି । ହେଲେ ଏହି ସମୟରେ…
Featured WhatsApp ଆଣିଲା ନୂଆ ଫିଚର୍, ୪ଟି ଡିଭାଇସ୍ କରିହେବ ଆସେସ୍ Odisha Bhaskar Bureau Aug 16, 2021 ଓଡ଼ିଶା ଭାସ୍କର ବ୍ୟୁରୋ: ହ୍ୱାଟସଆପ୍ ନିଜ ୟୁଜର୍ସଙ୍କ ପାଇଁ ଆଣିଛି ଏକ ନୂଆ ଫିଚର୍ । ଫଳରେ ବର୍ଷ ବର୍ଷ ଧରି ୟୁଜର୍ସ କରିଥିବା ଅପେକ୍ଷାର ଅନ୍ତ ଘଟିଛି । ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ କମ୍ପାନି ମଲ୍ଟି-ଡିଭାଇସ୍…
Featured ୨୧ ମାସ ଓ ୪୯ ଇନିଂସ, ଗୋଟିଏ ହେଲେ ଶତକ କରି ପାରି ନାହାନ୍ତି ବିରାଟ, ୫୭ରୁ ୪୧କୁ ଖସିଲା ବ୍ୟାଟିଂ ହାର Abinash Kumar Dhal Aug 16, 2021 ନୂଆଦିଲ୍ଲୀ : ଅଧିନାୟକ ବିରାଟ କୋହଲି ଭାରତୀୟ ଦଳର ବ୍ୟାଟିଂର ସବୁଠୁ ବଡ ସ୍ତମ୍ଭ । ମାତ୍ର ଗତ ୨୧ ମାସ ହେବ କୋହଲିଙ୍କ ବ୍ୟାଟ୍ ଶାନ୍ତ ରହିଛି । ଏହି ସମୟରେ ତିନି ଫର୍ମାଟ୍ ଟେଷ୍ଟ, ଦିନିକିଆ ଓ ଟି-୨୦ର ୪୯ଟି ଇନିଂସରୁ…