ପୋଲିସ୍ ମାଡାମଙ୍କ ମାଗଣାରେ ଆଇଁଷ ଖାଇବାକୁ ଇଚ୍ଛା! ଅଡିଓ ଭାଇରାଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ମାଡାମ୍ ପୋଲିସ୍ ହୋଇଛନ୍ତି । ପୁଣି ଡିସିପି ପଦରେ ଅଛନ୍ତି । ଆଉ ତାଙ୍କର ଯାହା ଇଚ୍ଛା ଖାଇବାରେ କିଏ ରୋକିପାରିବ? ତେଣୁ ସେ ଫଟାଫଟ୍ ଅର୍ଡର ଦେଲେ- ମଟନ୍ ବିରିୟାନୀ, ଚିଙ୍ଗୁଡ଼ି ସହିତ ଆଉକିଛି…

ପୂର୍ବତନ ବିଧାୟକ ଅରୁଣ ଦେଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୂର୍ବତନ ବିଧାୟକ ଅରୁଣ ଦେଙ୍କର ଆଜି ପରଲୋକ ହୋଇଛି । ବାଲେଶ୍ୱରର ୫ ଥର ବିଧାୟକ ରହିଥିବା ଅରୁଣ ଦେ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସୋମବାର…

ଆଉ ବ୍ୟାଙ୍କଖାତାକୁ ଆସିବନି ସରକାରୀ ସହାୟତା: ଏମିତି ପାଇବେ ଟଙ୍କା, ଜାଣନ୍ତୁ କଣ ରହିବ ବ୍ୟବସ୍ଥା

ନୂଆଦିଲ୍ଲୀ: ବିଭିନ୍ନ ସରକାରୀ ସହାୟତା ସିଧାସଳଖ ଟ୍ରାନ୍ସଫର(ଡିବିଟି) ଜରିଆରେ ହିତାଧିକାରୀଙ୍କ ଆକାଉଣ୍ଟରେ ପହଞ୍ଚିଥାଏ । ମାତ୍ର ଏହି ବ୍ୟବସ୍ଥା ବନ୍ଦ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ…

କୋଟିପତି ପିଏସଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଟିପତି ପିଏସ ବିରଞ୍ଚିଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର । ବିରଞ୍ଚି ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ।…

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଇସ୍ତଫା ଦେଲେ, ଜାଣନ୍ତୁ କିଏ…

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ତଥା ପିଏମଓର ବରିଷ୍ଠ ଅଧିକାରୀ ଦେଇଛନ୍ତି ଇସ୍ତଫା । ସୋମବାର ଏହି ସୂଚନା ଦିଆଯାଇଥିବାବେଳେ ଚଳିତ ବର୍ଷ ଏଭଳି ପଦବୀ ଛାଡ଼ିବାରେ ଏହା ହେଉଛି…

ସିବିଏସଇ ଦ୍ୱାଦଶ ପିଲାଙ୍କୁ ପରୀକ୍ଷା ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅସନ୍ତୁଷ୍ଟ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସୁଯୋଗ ଦେବ ସିବିଏସଇ । ମାର୍କରେ ସନ୍ତୁଷ୍ଟ ନଥିବା ପିଲାଙ୍କୁ ଦିଆଯିବ ପରୀକ୍ଷା ସୁଯୋଗ । ପରୀକ୍ଷାରେ ପାଇଥିବା ମାର୍କକୁ ଚୂଡ଼ାନ୍ତ…

Whatsaapକୁ ଟକ୍କର ଦେବ ଭାରତୀୟ ‘Sandes’ ଆପ୍

ନୂଆଦିଲ୍ଲୀ: ହ୍ୱାଟ୍ସଆପକୁ ଟକ୍କର ଦେବା ପାଇଁ ଆସିଯାଇଛି ସ୍ୱଦେଶୀ ଆପ ‘ସନ୍ଦେଶ’ । ଭାରତ ସରକାର ଏହି ଆପ ଆପକୁ ଲଞ୍ଚ କରିଛନ୍ତି । ଇଲେକ୍ଟୋନିକ୍ସ ଆଣ୍ଡ ଆଇଟି ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଲୋକସଭାରେ ଏନେଇ…

ଇତିହାସ ରଚିବାରୁ ଅଳ୍ପକେ ବଞ୍ଚିତ କମଲପ୍ରୀତ୍; ଭାଲେରୀ ଅଲମାନଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଳୀ: ଟୋକିଓରେ ଇତିହାସ ରଚିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି ମହିଳା ଡିସକସ ଥ୍ରୋୟର କମଲପ୍ରୀତ କୌର । ୬୪ ମିଟର ଦୂରକୁ ଡିସକସ ଫିଙ୍ଗି ରେକର୍ଡ କରିଥିବା କମଲପ୍ରୀତ ଷଷ୍ଠ ସ୍ଥାନରେ ରହି ପଦକ ହାସଲରୁ ଅଳ୍ପକେ…

ଉପେନ୍ଦ୍ର ତ୍ରିପାଠୀଙ୍କୁ ରାଜ୍ୟପାହ୍ୟା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଦେଲେ ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଉପେନ୍ଦ୍ର ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ସମେତ କାର୍ଯ୍ୟକାରୀ…

ପହିଲମାନ ସାଗର ରାଣା ହତ୍ୟା ମାମଲା: ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମ ବ୍ରାଞ୍ଚ, ସୁଶୀଲ ହିଁ ହେଉଛନ୍ତି ମାଷ୍ଟରମାଇଣ୍ଡ୍

ନୂଆଦିଲ୍ଲୀ: ଛତ୍ରସାଲ ଷ୍ଟାଡିୟମରେ ପହିଲମାନ ସାଗର ରାଣା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଦିଲ୍ଲୀ ପୋଲିସ ସୋମବାର ରୋହିଣୀ କୋର୍ଟରେ ଏହି ଚାର୍ଜସିଟ ଦାଖଲ…