ସଂସଦ ଅଧିବେଶନରେ ବର୍ବାଦ୍ ହୋଇଛି ୮୯ ଘଣ୍ଟା, ୧୦୭ଘଣ୍ଟାରୁ କାମ ହୋଇଛି ମାତ୍ର ୧୮ ଘଣ୍ଟା; ୧୩୩ କୋଟିର ହୋଇଛି କ୍ଷତି
ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ୧୨ ଦିନ ବିତିଗଲାଣି । ହେଲେ ପେଗାସସ୍ ମାମଲା, କୃଷି ଆନ୍ଦୋଳନ ଭଳି ମାମଲାକୁ ନେଇ ବିରୋଧୀ ମାନେ ସଂସଦରେ ହଟ୍ଟଗୋଳ ଜାରି ରଖିଛନ୍ତି । ଏହି କାରଣଣୁ ସଂସଦରେ…