CHARIDHAM

ମଣିପୁରରେ କଂଗ୍ରେସକୁ ଝଟକା, ବିଜେପିରେ ସାମିଲ ହେଲେ ପୂର୍ବତନ ରାଜ୍ୟ ସଭାପତି

ନୂଆଦିଲ୍ଲୀ : ମଣିପୁରରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ କଂଗ୍ରେସକୁ ଲାଗିଛି ଜୋରଦାର ଝଟକା । ପାର୍ଟିର ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦଦାସ କୋଣ୍ଠଉଜାମ ଦଳ ଛାଡି ବିଜେପିରେ ଯୋଗ…

ଆଜିଠାରୁ ବଦଳିବ ଏଟିଏମ୍, ଦରମା, ପେନସନ୍, ଇଏମଆଇ ସହ ଜଡ଼ିତ ଏହିସବୁ ନିୟମ, ଗ୍ରାହକଙ୍କ ଉପରେ ପଡ଼ିପାରେ ପ୍ରଭାବ

ନୂଆଦିଲ୍ଲୀ: ଫାଇନାନ୍ସିଂ, ବ୍ୟାଙ୍କିଙ୍କ୍, ପୋଷ୍ଟ୍ ଅଫିସ୍ ଓ ଅନ୍ୟ ସେକ୍ଟର୍ ସହ ଜଡ଼ିତ ଥିବା ଅନେକ ଗୁଡ଼ିଏ ନିୟମ ଆଜି ଠାରୁ ବଦଳିବ । ତେବେ ନୂଆ ନିୟମ ଲାଗୁ ହେବା ପରେ ଏଣିକି ଛୁଟିଦିନ ମାନଙ୍କରେ ବି ଦରମା ମିଳିପାରିବ…

ଆଫଗାନିସ୍ତାନର କାନ୍ଧାର ବିମାନ ବନ୍ଦରରେ ଆକ୍ରମଣ, ୩ ରକେଟ୍ ମାଡ ପରେ ସମସ୍ତ ଉଡାଣ ବାତିଲ

ନୂଆଦିଲ୍ଲୀ: ତାଲିବାନର ଅତ୍ୟାଚାରରେ ଅତିଷ୍ଠ ଆଫଗାନିସ୍ତାନରେ ଆକ୍ରମଣ ବଢିବାରେ ଲାଗିଛି । ଦେଶର କାନ୍ଧାର ବିମାନ ବନ୍ଦରେ ରକେଟ୍ ଆକ୍ରମଣ ହୋଇଛି । ସମାଚାର ଏଜେନ୍ସି ଏଏଫପି ଏହି ଘଟଣା ବିଷୟରେ ସୂଚନା ଦେଇଛି ।…

ପୁଣି ବଢ଼ିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍, ୭୩ ଟଙ୍କା ହେଲା ମହଙ୍ଗା

ନୂଆଦିଲ୍ଲୀ: ଅଗଷ୍ଟ ମାସ ପହିଲାରୁ ସାଧାରଣ ଜନତାଙ୍କୁ ଝଟକା ଲାଗିଛି । ସରକାରୀ ତୈଳ କମ୍ପାନୀମାନେ ଆଜି ଏଲପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଥିବା ଜଣାପଡ଼ିଛି । ଦେଶର ସର୍ବବୃହତ୍ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ୍…

ନାବାଳିକାଙ୍କ ହାତ ଧରିବା ଓ ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ନୂହେଁ: ପୋକ୍ସୋ କୋର୍ଟ

ମୁମ୍ବାଇ: ନାବାଳିକାର ହାତ ଧରି ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ନୂହେଁ । ରାଜଧାନୀ ଦିଲ୍ଲୀରେ ଏକ ମାମଲାର ଶୁଣାଣି କରିବା ସମୟରେ ପୋକ୍ସୋ କୋର୍ଟ ଏପରି ଏକ ବୟାନ ଦେଇଛନ୍ତି । ତେବେ ଏହି ମାମଲାରେ କୋର୍ଟ ଜଣେ ୨୮…

ବନ୍ଧୁ ପାଇଁ ଦିନ ଟିଏ, ଜୀବନରେ ଭଲ ସାଙ୍ଗଟିଏ ଅଛି ତ ସବୁ ଅଛି

ଓଡ଼ିଶା ଭାସ୍କର ବ୍ୟୁରୋ: କୁହାଯାଏ ସାଙ୍ଗ ବିନା ଜୀବନ ଅଧୁରା । କାରଣ ସାଙ୍ଗ ବା ବନ୍ଧୁ ହେଉଛି ଏକ ଏପରି ମଣିଷ ଯାହା ସହ ଆମ ଜୀବନର ସବୁ ଦୁଃଖ ସୁଖ ବାଣ୍ଟି ଥାଉ । ଖାଲି ସେତିକି ନୂହେଁ ଯାହା ବାପା ମାଆ, ଭାଇ ଭଉଣୀଙ୍କୁ…

ଚାକିରି ଆଶାୟୀଙ୍କ ଠାରୁ ୫୦ ହଜାର ଲେଖାଏଁ ନେଉଥିଲେ କୋଟିପତି ପିଏସ: ଜଣେ ଷ୍ଟେନୋଗ୍ରାଫର ବିଶାଳକାୟ ବିଷ ବୃକ୍ଷ ହେବା ପଛରେ କାହାର ହାତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା ଚାଲିଛି । ଜଣେ ପିଏସଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ…

ମହାରାଷ୍ଟ୍ରରେ ସାମନାକୁ ଆସିଲା ପ୍ରଥମ ଜୀକା ଭାଇରସ୍ ମାମଲା

ମୁମ୍ବାଇ: କରୋନା ମହାମାରୀର ଭୟାବହ ଜାରି ରହିଥିବା ବେଳେ ଏବେ ଜୀକା ଭାଇରସ୍ ଲୋକଙ୍କୁ ବ୍ୟାପିବାରେ ଲାଗିଛି । ମଶା ମାନଙ୍କ ଠାରୁ ବ୍ୟାପୁଥିବା ଏହି ଭାଇରସ୍ ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି । ତେବେ ଇତି ମଧ୍ୟରେ…

ବକ୍ସିଂରେ ଭାରତକୁ ଝଟକା: ପରାଜୟ ସହ ପଦକରୁ ବଞ୍ଚିତ ହେଲେ ସତୀଶ କୁମାର

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିର ଦଶମ ଦିବସରେ ଭାରତକୁ ବକ୍ସିଂରେ ଝଟକା ଲାଗିଛି । ଭାରତୀୟ ବକ୍ସର ସତୀଶ କୁମାର କ୍ୱାର୍ଟର ଫାଇନାଲରେ ପରାଜିତ ହୋଇ ପଦକ ଦୌଡ଼ରୁ ଆଉଟ୍ ହୋଇଯାଇଛନ୍ତି । ସତୀଶ ୯୧ କେଜି ବର୍ଗରେ…

ଅଗଷ୍ଟ ୫ରେ ପେଗାସସ୍ ମାମଲାର ଶୁଣାଣି କରିବେ CJI

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିବାଦ ଘେରରେ ରହିଥିବା ପେଗାସସ୍ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆସନ୍ତା ଗୁରୁବାର ଦିନ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ । ମୁଖ୍ୟ ବିଚାରପତି ଏନ.ଭି. ରମଣଙ୍କ ବେଞ୍ଚ…