CHARIDHAM

ରାସନ ପାଇଁ ମା’-ବାପାକୁ ବାଡ଼ିରେ ପିଟିଲା, ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ଦେଲା ପୁଅ, ଥାନାରେ ପହଞ୍ଚିଲା ମାମଲା

ଢେଙ୍କାନାଳ (ଭାସ୍କର ନ୍ୟୁଜ୍‌): ଜିଲ୍ଲା ଯୋରନ୍ଦା ଥାନା ଅନ୍ତର୍ଗତ କରମୂଳସ୍ଥିତ ସାନ୍ତରାପୁର ରାଜସ୍ୱ ଗ୍ରାମରେ ରାସନ ସାମଗ୍ରୀକୁ ୫ମାସ ଧରି ଜବରଦସ୍ତ ନେଇଆସି ଚଳୁଥିବାବେଳେ ପ୍ରତିବାଦ କରିବାରୁ ମା'ବାପାଙ୍କୁ…

ଆଜିଠୁ ସାମାନ୍ୟ କଟକଣା ସହ ଖୋଲିଲା ଓଡ଼ିଶା: ସକାଳ ୬ଟାରୁ ରାତି ୮ ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର, ଡବଲ୍‌ ଡୋଜ୍‌ ଟିକା ନେଇଥିଲେ ଯାଇପାରିବେ…

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ୍‌ ଆଣିଛନ୍ତି ରାଜ୍ୟ ସରକାର । ଏହି ଗାଇଡ୍‌ଲାଇନ୍‌ ଅଗଷ୍ଟ ୧ ତାରିଖ ଅର୍ଥାତ ରବିବାର ସକାଳ ୬ଟାଠାରୁ ଆସନ୍ତା ସେପ୍ଟେମ୍ବର ୧ ତାରିଖ ସକାଳ ୬ଟା…

ଟ୍ୱିଟ୍ଟରରେ ନାଁ ବଦଳାଇଲେ ସାମନ୍ଥା; ଜାଣନ୍ତୁ କଣ ରହିଛି କାରଣ

ମୁମ୍ବାଇ: ଲୋକପ୍ରିୟ ସାଉଥ୍ ଅଭିନେତ୍ରୀ ସାମନ୍ଥା ଅକ୍କିନେନୀ ପୁଣି ଥରେ ଚର୍ଚ୍ଚାରେ । ଦ ଫ୍ୟାମିଲି ମ୍ୟାନ-୨ର ରାଜି ଚରିତ୍ର ପାଇଁ ସର୍ବଭାରତୀୟ ସ୍ତରରେ ଦର୍ଶକୀୟ ଆଦୃତି ହାସଲ କରିଥିବା ସାମନ୍ଥା ନିଜ ଟ୍ୱିଟ୍ଟର ବାୟୋ…

‘ଭାବିଜି ଘର ପର ହେଁ’ର କଳାକାର କହିଲେ ନିଜ ଜୀବନର ସଂଘର୍ଷମୟ କାହାଣୀ, ୫୦ କିଲୋମିଟର ଚାଲି ଚାଲି ଯାଇ ଦେଉଥିଲେ ଅଡିସନ୍

ଲୋକପ୍ରିୟ ଟିଭି ସିରିଏଲ ‘ଭାବିଜି ଘର ପର ହେଁ’ ରେ ଅନେଖେଲାଲ ସକ୍ସେନାର(ସକ୍ସେନା ଜୀ)ଙ୍କ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା କଳାକାର ସାନନ୍ଦ ବର୍ମା ଘରେ ଘରେ ପରିଚିତ । ଏମିତି ନୁହେଁ ଯେ ଏହା ତାଙ୍କ ପ୍ରଥମ…

୪୧ ବର୍ଷ ପରେ ସେମି ଫାଇନାଲ ଆଶାରେ ଭାରତ

ନୂଆଦିଲ୍ଳୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ ମାନେ ଅଦ୍ୟାବଧି ଦୁଇଟି ପଦକ ନିଶ୍ଚିତ କରିଥିବା ବେଳେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ । ମହିଳା ହକି ଦଳ…

ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଓହରିଲେ ଆରସିପି ସିଂ; ଏହି ନେତାଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ଏନଡିଏର ସହଯୋଗୀ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ)ପକ୍ଷରୁ ଏହାର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କରାଯାଇଛି । ଶନିବାର ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଆରସିପି ସିଂ ଇସ୍ତଫା ପ୍ରଦାନ କରିଥିବା ବେଳେ…

ଦୁନିଆର ସବୁଠାରୁ ବଡ଼ ପାଟି ଥିବା ମହିଳା, ସୃଷ୍ଟି କଲେ ରେକର୍ଡ…

ପ୍ରାୟତଃ ଦେଖାଯାଏ ଯେ ଅନେକ ଲୋକ ସେମାନଙ୍କର ରୂପ କିମ୍ବା ରୂପ ଯୋଗୁଁ ଥଟ୍ଟାର ପାତ୍ର ହୁଅନ୍ତି । ହୁଏତ କିଛି ଲୋକ ଥଟ୍ଟାକୁ ହସରେ ଉଡ଼ାଇ ଦିଅନ୍ତି କିନ୍ତୁ ଅନେକ ଲୋକ ଏହା ହେତୁ ନିଜର ଆତ୍ମବିଶ୍ୱାସ ହରାଇଥାନ୍ତି,…

ଗୋପନରେ ନିଜ ଶୁକ୍ରାଣୁରୁ ମହିଳାଙ୍କୁ କଲେ ଗର୍ଭବତୀ;ଏବେ ଡାକ୍ତର ଗଣିବେ ୮୦ କୋଟି ଫାଇନ୍

ନୂଆଦିଲ୍ଲୀ: ଡାକ୍ତରଙ୍କୁ ଦ୍ୱିତୀୟ ଇଶ୍ୱର ବୋଲି କୁହାଯାଇଥାଏ । ତେବେ ଜଣେ ଆଇଭିଏଫ୍ ଡାକ୍ତର ଏଭଳି କିଛି ଅକ୍ଷମଣୀୟ ଅପରାଧ କରିଛନ୍ତି । ନିଜ ବୀର୍ଯ୍ୟର ଉପଯୋଗ କରି ମହିଳାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ଏହି…

ଗର୍ଭବତୀ ମହିଳା କରନ୍ତୁ ନାହିଁ ଏହି କାମ, ବଢ଼ିପାରେ ସମସ୍ୟା

ଗର୍ଭାବସ୍ଥା ଏପରି ଏକ ସମୟ ଯେତେବେଳେ ଜଣେ ମହିଳା ନିଜ ପେଟରେ ନୂଆ ଜୀବନକୁ ପାଳିଥାନ୍ତି । ଏହି ସମୟରେ ମହିଳାଙ୍କ ମନରେ ପ୍ରସନ୍ନତା ରହିଥାଏ ଏହା ସହ ତାଙ୍କୁ ଅନେକ ଅସୁବିଧାର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ ।…

କୂଅରେ ପଡ଼ି ୨ ଶିଶୁକନ୍ୟା ମୃତ

କାମାକ୍ଷାନଗର: କୂଅରେ ଖସିପଡ଼ି ୨ ଶିଶୁକନ୍ୟା ମୃତ । ମୃତକଙ୍କ ମଧ୍ୟରୁ ଜଣେ ୩ ଓ ଅନ୍ୟ ଜଣେ ୫ ବର୍ଷର । କୂଅ ନିକଟରେ ଖେଳୁଥିବା ବେଳେ ଖସିପଡ଼ି ମୃତ । ଭୂବନ ନିକଟବର୍ତ୍ତୀ କହ୍ନେଇପାଳ ଗାଁରେ ଅଘଟଣ ।