କରୋନାର ନାଇଟ୍ କର୍ଫ୍ୟୁରେ ସୁଟିଂ କରୁଥିଲେ ବଲିଉଡର ଏହି ଅଭିନେତା, ବାନ୍ଧିନେଲା ପୋଲିସ
ଲୁଧିଆନା, ୨୮ ।୪: କରୋନାର ଭୟାବହତାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଓ ଆଉ କେତେକ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଛି । କରୋନାର ନାଇଟ କର୍ଫ୍ୟୁରେ ସୁଟିଂ କରିବା ଜଣେ ଅଭିନେତାଙ୍କୁ ମହଙ୍ଗା ପଡିଛି ।…