ଶନିବାର ପୃଥିବୀକୁ ଶନିଦଶା! ୨୮୮୦୦ କିମି ବେଗରେ ମାଡ଼ିଆସୁଛି ଉଲକା ପିଣ୍ଡ
ନୂଆଦିଲ୍ଲୀ: ପୃଥିବୀ ଆଡକୁ ମାଡି ଆସୁଛି ଆଉ ଏକ ଉଲକାପିଣ୍ଡ । ଷ୍ଟାଡିୟମ ଆକାରର ଏହି ଉଲକାପିଣ୍ଡଟି ଆସନ୍ତା ଶନିବାର ପୃଥିବୀକୁ ଅତିକ୍ରମ କରିବ । ୨୦୦୮ଗୋ୨୦ ନାମକ ଏହି ଉଲକାପିଣ୍ଡଟି ପୃଥିବୀକୁ ଅତିକ୍ରମ କରିଯିବ । ଏହି…