ଲକ୍ଷାଧିକ ଟଙ୍କାର ଚୋରାକାଠ ଜବତ , ଜଣେ ଗିରଫ

ବାରିପଦା, ୩ା୨(ଓଡ଼ିଶା ଭାସ୍କର): ବାରିପଦା ବନବିଭାଗକୁ ମିଳିଛି ଏକ ବଡ଼ ସଫଳତା । ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଓ ପଟା ଜବତ । ତେବେ ଦୈନିକ ଏ ଜିଲ୍ଲାରୁ ପୋଡ଼ାଶୀ ଜିଲ୍ଲା ଏବଂ ରାଜ୍ୟକୁ ଟ୍ରିପ ଟ୍ରିପ ମୂଲ୍ୟବାନ…

ଅଜୟ ଦେବଗନଙ୍କ ‘ଦୃଶ୍ୟମ୍’ ଫିଲ୍ମ ଦେଖି ମର୍ଡର କଲେ ୩ ଦୁର୍ବୃତ୍ତ

ନାଗପୁର,୩ ।୨: ମହାରାଷ୍ଟ୍ରର ନାଗପୁର ସହରରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଢାବା ପଛରେ ଶବକୁ ଲୁଚାଇବା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗତବର୍ଷ ବର୍ଷ ଡିସେମ୍ବରରେ ଦୁର୍ବୃତ୍ତମାନେ ଗିରାମକର ନାମକ…

ସପ୍ତାହେ ଧରି ପାଳନ ହେବ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ

ଭୁବନେଶ୍ୱର, ୩ା୨(ଓଡ଼ିଶା ଭାସ୍କର): ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ କରାଯିବ । ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟରେ ପୂର୍ବ ପ୍ରସ୍ତୁତି ବୈଠକରେ ସପ୍ତାହେ ଧରି ଜନ୍ମ ଜୟନ୍ତୀ ପାଳନ ନେଇ…

୫-ଟି ସଚିବଙ୍କ ‘କରୋନା’ ସମୀକ୍ଷା

ଭୁବନେଶ୍ୱର,୩ ।୧(ଓଡିଶା ଭାସ୍କର): କରୋନା ଭାଇରସକୁ ନେଇ ସାରା ବିଶ୍ୱରରେ ଆତଙ୍କ ଖେଳିଯାଇଛି । ଏହି ଭାଇରସରେ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ଏନେଇ ସତର୍କ ରହିଛି ଓଡିଶା । କରୋନା ଭାଇରସକୁ ନେଇ ଫାଇଭ-ଟି ସଚିବ…

କେରଳରେ ତୃତୀୟ ‘କରୋନା’ ଆକ୍ରାନ୍ତ ରୋଗୀ ଚିହ୍ନଟ

କେରଳ,୩ ।୨: ଚୀନରେ ଆତଙ୍କ ଖେଳାଉଥିବା କରୋନା ଭାଇରସ୍ ଏବେ ଭାରତକୁ ଆକ୍ରାନ୍ତ କରିବାରେ ଲାଗିଲାଣି । ଭାରତରେ ତୃତୀୟ କରୋନା ଆକ୍ରାନ୍ତ ରୋଗୀ ଆଜି କେରଳରେ ଚିହ୍ନଟ ହୋଇଛି । ଏପର୍ଯ୍ୟନ୍ତ ଭାରତରେ କରୋନା ଭାଇରସରେ…

ଏଣିକି ପ୍ରାଇଭେଟ୍ କର୍ମଚାରୀଙ୍କୁ ମିଳିବ ପେନସନ୍!

ନୂଆଦିଲ୍ଲୀ,୩ ।୨: ପ୍ରାଇଭେଟ୍ କର୍ମଚାରୀମାନଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛନ୍ତି ମୋଦୀ ସରକାର । ରିପୋର୍ଟ ମୁତାବକ, ଖୁବଶୀଘ୍ର ପେନସନ୍ ଯୋଜନା ଲାଗୁ ହେବାକୁ ଯାଉଛି । ପିଏଏଫ୍ ପରି ପେନସନ୍ ସ୍କିମ୍ ପାଇଁ…