Breaking News କେଉଁ ବ୍ଲଡ୍ ଗ୍ରୁପର ଲୋକଙ୍କୁ ଅଧିକ କାମୁଡ଼ନ୍ତି ମଶା, ଜାଣନ୍ତୁ ଏହା ପଛର କାରଣ Sushreejyoti Routray Jul 14, 2021 ମୌସୁମୀ ଓ ବର୍ଷା ପାଇଁ ସମସ୍ତେ ଅପେକ୍ଷା କରିଥାନ୍ତି, କିନ୍ତୁ ମୌସୁମୀ ନିଜ ସହିତ ମଶାଙ୍କୁ ବି ସାଙ୍ଗରେ ନେଇ ଆସିଥାଏ । ମଶା ହେବାରୁ ଡେଙ୍ଗୁ , ମ୍ୟାଲେରିଆ ଆଦି ରୋଗ ମଧ୍ୟ ବଢ଼ିଥାଏ । ତେବେ କିଛି ଲୋକଙ୍କୁ…
Breaking News ଶରଦ ପାୱାର ହେବେ ରାଷ୍ଟ୍ରପତି! ଗେମ୍ ଚେଞ୍ଜର ନବୀନ, ଗୋଟି ଚାଳନା କରୁଛନ୍ତି ପ୍ରଶାନ୍ତ Manas Pradhan Jul 14, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ବିରୋଧୀ ମହାମେଣ୍ଟ ଚେଇଁ ଉଠିଛି । ଏନସିପି ମୁଖ୍ୟ ଶରଦ ପାୱାର ମହାମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ ନୀତିନିର୍ଦ୍ଧାରକ ପ୍ରଶାନ୍ତ କିଶୋର…
Breaking News ପାରିବାରିକ ବିବାଦକୁ ନେଇ ପୁଣି ଫ୍ୟାମିଲି କୋର୍ଟରେ ବର୍ଷା-ଅନୁଭବ Sushreejyoti Routray Jul 14, 2021 କଟକ(ଓଡ଼ିଶା ଭାସ୍କର): ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେୁ ଥିବା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପୁଣି ଥରେ କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି । ବୁଝାମଣା ପାଇଁ ଉଭୟ…
Breaking News ଓଡ଼ିଶାରେ ଲୁଚିଛନ୍ତି ବାଂଲାଦେଶୀ ଆତଙ୍କବାଦୀ? ରାଜ୍ୟବାସୀଙ୍କ ବଢ଼ିଲା ଭୟ Manas Pradhan Jul 14, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଲକାତାରେ ୩ ସନ୍ଦିଗ୍ଧ ବାଂଲାଦେଶୀ ଆତଙ୍କବାଦୀ ଅଟକ ପରେ ଓଡ଼ିଶାକୁ ଭୟ ଘାରିଛି । ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣଙ୍କର ଓଡ଼ିଶା ଲିଙ୍କ ଥିବା ସୂଚନା ଦିଆଯାଇଛି । ଏହି ଆତଙ୍କବାଦୀମାନେ…
Breaking News ବିଜେଡିର ନୂଆ ପାର୍ଟି ଅଫିସ୍ ରାଜ୍ୟବାସୀଙ୍କ ହିତସାଧନ କରିବ Manas Pradhan Jul 14, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବରୁ ସରକାରୀ କୋଠାରେ ଚାଲିଆସୁଥିବା ବିଜେଡିର ପାର୍ଟି ଅଫିସ ବର୍ତ୍ତମାନ ବଦଳିବାକୁ ଯାଉଛି । ପୂର୍ବ ଅଫିସ ପଛପଟେ ୪ ମହଲା ବିଶିଷ୍ଟ ଏକ ଆକର୍ଷଣୀୟ କୋଠା ନିର୍ମାଣ ହେବ । ଏନେଇ ଦଳର…
Breaking News ଚାକିରିରୁ ବହିଷ୍କାର କଲେ ଡାକ୍ତରାଣୀ, ଜବରଦସ୍ତ ମଥାରେ ସିନ୍ଦୁର ଦେଇ ପ୍ରତିଶୋଧ ନେଲେ କମ୍ପାଉଣ୍ଡର Manas Pradhan Jul 14, 2021 ନୂଆଦିଲ୍ଲୀ: ଏକତରଫା ପ୍ରେମ ଓ ପ୍ରତିଶୋଧ ନେବା ପାଇଁ ଜଣେ କେତେ ତଳକୁ ଖସିପାରେ ତା’ର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବିହାରର ସମସ୍ତିପୁର ଅଞ୍ଚଳରେ । ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ଜଣେ କମ୍ପାଉଣ୍ଡରଙ୍କ ଅଜବ…
Breaking News ଖୁବଶୀଘ୍ର ରାଜ୍ୟରେ ପଞ୍ଚାୟତ ନିର୍ବାଚନ, ଜାଣନ୍ତୁ କେବେ Manas Pradhan Jul 14, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଖୁବଶୀଘ୍ର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଆଗାମୀ ୬ ମାସ ମଧ୍ୟରେ ପଞ୍ଚାୟତ ନିର୍ବାଚନ କରାଇବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ତେବେ…
Breaking News ଆସିବ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍, ଲିଡ୍ ରୋଲରେ ଏହି ହିରୋ Manas Pradhan Jul 14, 2021 ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ଜୀବନୀ ଉପରେ ଏକ ବାୟୋପିକ୍ ନିର୍ମିତ ହେଉଛି । ଜଣେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ ସାଙ୍ଗକୁ ସଫଳ ଅଧିନାୟକ…
Breaking News ଆଜି ରାଜ୍ୟରେ ୬୫ ଜଣଙ୍କର କରୋନାରେ ମୃତ୍ୟୁ Manas Pradhan Jul 14, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ନଅଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ…
Breaking News ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୦୭୪ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ Manas Pradhan Jul 14, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଗତ ୩ ମାସର ବ୍ୟବଧାନ ପରେ ପ୍ରଥମ ଥର ପାଇଁ ଗତକାଲି ୨ ହଜାର ତଳକୁ ଦୈନିକ ସଂକ୍ରମଣ ଖସିଥିବା ବେଳେ ଆଜି ୨ ଉପରକୁ…