fbpx

ସକାଳ ୮ଟାରୁ ପିପିଲି ଉପନିର୍ବାଚନ ଭୋଟ ଗଣତି, ତ୍ରିସ୍ତରୀୟ କଡ଼ା ସୁରକ୍ଷାବଳୟ ଭିତରେ ପେଣ୍ଠକଟା ଗଣତି କେନ୍ଦ୍ର

Advertisement

ପିପିଲି(ଓଡ଼ିଶା ଭାସ୍କର): ଆଉ ମାତ୍ର କିଛି ସମୟ ଗଲେ ଅର୍ଥାତ୍ ସକାଳ ୮ଟାଣୁ ଆରମ୍ଭ ହେବ ପିପିଲି ଉପନିର୍ବାଚନ ଭୋଟ ଗଣତି । ତ୍ରିସ୍ତରୀୟ କଡ଼ା ସୁରକ୍ଷାବଳୟ ଭିତରେ ପେଣ୍ଠକଟା ଗଣତି କେନ୍ଦ୍ରରେ ଭୋଟକଣତି ହେବ । ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଏବଂ ୮ଟା ୩୦ରୁ ଇଭିଏମ୍ ଗଣତି ହେବ । ୨ଟି ହଲରେ ଇଭିଏମ୍ ଓ ଗୋଟିଏ ହଲରେ ପୋଷ୍ଟାଲ ବାଲାଟ୍ ଗଣତି । ଇଭିଏମ୍ ପାଇଁ ୨ଟି ହଲରେ ୧୪ଟି ଟେବୁଲରେ ଗଣତି କରାଯିବ । ଏହି ଗଣତିରେ ମୋଟ ୬୨ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.