fbpx
Browsing Tag

cricket

ବର୍ଷର ଶ୍ରେଷ୍ଠ ଦିନିକିଆ-ଟେଷ୍ଟ୍ ଦଳ ଘୋଷଣା କଲା ICC; ଭାରତର କେତେ ଖେଳାଳି ପାଇଛନ୍ତି ସ୍ଥାନ?

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ବର୍ଷର ଶ୍ରେଷ୍ଠ ଟେଷ୍ଟ୍ ଓ ଦିନିକିଆ ଦଳ ଘୋଷଣା କରିଛି । ଦିନିକିଆ ଦଳରେ ୮ ଜଣ ଭାରତୀୟ କ୍ରିକେଟରଙ୍କ ସ୍ଥାନ ପାଇଥିବା ବେଳେ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରାଧାନ୍ୟ…

କ୍ରିକେଟ ଖେଳରୁ ଯୁବକଙ୍କୁ ବ୍ୟାଟରେ ପିଟି ହତ୍ୟା: କାଳ ପାଲଟିଗଲା କ୍ରିକେଟ ଖେଳ

ସୋନପୁର: କ୍ରିକେଟ ଖେଳକୁ ନେଇ ଘଟିଯାଇଛି ଏକ ତୁମୁଳକାଣ୍ଡ । ଏହି କ୍ରିକେଟ ଖେଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଭଳି ଘଟଣା ଦେଖିବାକୁ ମିଳିଛି । କ୍ରିକେଟ ଖେଳୁଥିବା ସମୟରେ କିଛି ଯୁବକଙ୍କ ମଧ୍ୟରେ ସାମାନ୍ୟ ବଚସା…

ଖେଳ ପଡିଆରେ କ୍ରିକେଟ ଖେଳାଳିଙ୍କ ମୃତ୍ୟୁ, ଘଟଣାକୁ ନେଇ ସବୁଠି ଶୋକରଛାୟା 

ଓଡିଶା ଭାସ୍କର: ଖେଳ ପଡିଆରେ କ୍ରିକେଟ ଖେଳାଳିଙ୍କ ମୃତ୍ୟୁ। ମୟୁରଭଞ୍ଜ ବୈସିଙ୍ଗା ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ମ୍ୟାଚ ଖେଳିବା ସମୟରେ ପଡିଆରେ ଟଳି ପଡିଲେ ଖେଳାଳି। ଏହି ଘଟଣାକୁ…

ଖେଳ ପ୍ରତି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଜମ୍ମୁ-କଶ୍ମୀର ପାରା କ୍ରିକେଟ ଅଧିନାୟକ

ଜମ୍ମୁ: ୱାଘାମା ଗ୍ରାମର ୩୪ ବର୍ଷୀୟ ଦିବ୍ୟାଙ୍ଗ କ୍ରିକେଟର ଅମୀର ହୁସେନ ଲୋନ ଜମ୍ମୁ-କଶ୍ମୀରର ପାରା କ୍ରିକେଟ ଦଳର ଅଧିନାୟକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୩ମସିହାରେ ଜଣେ ଶିକ୍ଷକ ତାଙ୍କ ପ୍ରତିଭା କୁ ଆବିଷ୍କାର କରି…

ଭାରତ ଆଗରେ ୭୯ ରନର ବିଜୟ ଲକ୍ଷ୍ୟ, ଜସପ୍ରୀତ ବୁମରାଙ୍କୁ ମିଳିଲା ସର୍ବାଧିକ ୬ଟି ୱିକେଟ

ନୂଆଦିଲ୍ଲୀ: ଭାରତକୁ ୭୯ ରନର ଟାର୍ଗେଟ। କେପଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଆଜି ପୁଣି ଚମତ୍କାର ବୋଲିଂ କରିଛି ଟିମ୍ ଇଣ୍ଡିଆ। ଏଥିରେ ଏଡେନ ମାକରମଙ୍କ ଶତକ ସତ୍ତ୍ୱେ…

ଡେଭିଡ଼ ୱାର୍ଣ୍ଣରଙ୍କ ବ୍ୟାଗି ଗ୍ରୀନ୍ କ୍ୟାପ୍ ହେଲା ଚୋରୀ, ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଭିଡ଼ିଓ

ସିଡନୀ: ଅଷ୍ଟ୍ରଲିଆର ବାମହାତୀ ବ୍ୟାଟ୍ସମ୍ୟାନ୍ ଡେଭିଡ଼ ୱାର୍ଣ୍ଣରଙ୍କୁ ବଡ଼ ଝଟକା । ଜାନୁଆରୀ ୩ରେ ସିଡନୀରେ ଖେଳାଯିବାକୁ ଥିବା ପାକିସ୍ତାନ ବିପକ୍ଷରେ ଶେଷ ମ୍ୟାଚ୍ ପୂର୍ବରୁ ତାଙ୍କର ଏକ ମୂଲ୍ୟବାନ ଜିନିଷ ଚୋରି…

ଭାରତର ପରାଜୟକୁ ନେଇ ପୂର୍ବତନ କ୍ରିକେଟରଙ୍କ ବଡ଼ ବୟାନ: ‘କେଏଲ୍-ବିରାଟଙ୍କ ବ୍ୟତୀତ ଅନ୍ୟ କେହି…’

ନୂଆଦିଲ୍ଲୀ: ସେଞ୍ଚୁରିଅନରେ ଟିମ୍ ଇଣ୍ଡିଆର ଇନିଂସ ପରାଜୟକୁ ନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା। କେଏଲ ରାହୁଲ ଓ ବିରାଟ କୋହଲିଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଏହି ମ୍ୟାଚରେ ଭଲ…

ବର୍ଷ ୨୦୨୩: କ୍ରିକେଟକୁ ବିଦାୟ ଦେଲେ ୬ଜଣ ଷ୍ଟାର ଖେଳାଳି; ବିଶ୍ୱକପ୍ ଜିତିଥିବା ଖେଳାଳି ବି ଅଛନ୍ତି ସାମିଲ

ଓଡ଼ିଶା ଭାସ୍କର: ନିକଟରେ ଭାରତରେ ଖେଳାଯାଇଥିଲା ଦିନିକିଆ ବିଶ୍ୱକପ୍। ଫାଇନାଲରେ ଟିମ୍ ଇଣ୍ଡିଆକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ୱକପ୍ ଜିତିଥିଲା ଅଷ୍ଟ୍ରେଲିଆ। ଅନ୍ୟପକ୍ଷରେ ଚଳିତ ବିଶ୍ବକପ୍ ପରେ ଆଫ୍ରିକୀୟ ଓପନର…

(Video) ଦକ୍ଷିଣ ଆଫ୍ରିକାର ୱିକେଟ ଯାଉ ନଥିଲା, କଳା ଯାଦୁ କଲେ କୋହଲି… ସଙ୍ଗେ ସଙ୍ଗେ ପଡ଼ିଲା ୱିକେଟ୍‌

ଓଡ଼ିଶା ଭାସ୍କର: ଭାରତୀୟ ବୋଲର ବୋଲିଂ କରି କରି ହାଲିଆ ହୋଇ ଯାଇଥିଲେ । ବିଲକୁଲ ବି ୱିକେଟ ପଡ଼ୁ ନଥିଲା । ହେଲେ ବିରାଟ ଏମିତି କିଛି କରି ଦେଲେ ଯାହାପର ବଲରେ ପଡ଼ିଗଲା ୱିକେଟ । ଏବେ ଖେଳ ପ୍ରେମି ମାନେ କହୁଛନ୍ତି…

ଭାରତର ଐତିହାସିକ ବିଜୟ; ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଲା ଭାରତ

ମୁମ୍ୱାଇ: (ଓଡ଼ିଶା ଭାସ୍କର) ମୁମ୍ବାଇରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ମହିଳା ଦଳର…