fbpx
Browsing Category

ଶିକ୍ଷା

୨୦୩୩ ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ନିଯୁକ୍ତିର ସୁନାମୀ: ନଅ ବର୍ଷରେ ମିଳିବ ୫.୮୨ କୋଟି ଲୋକଙ୍କୁ ଚାକିରି

ନୂଆଦିଲ୍ଲୀ: ୨୦୩୩ ସୁଦ୍ଧା ଅର୍ଥାତ୍ ନଅ ବର୍ଷ ମଧ୍ୟରେ ଦେଶରେ ୫.୮୨ କୋଟି ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି । କରୋନା ସମୟରେ ୨୦୨୦ ରେ ପର୍ଯ୍ୟଟନ କ୍ଷେତ୍ରରେ ୩.୯ କୋଟି ଲୋକଙ୍କର ଚାକିରି ଚାଲିଯାଇଥିଲା,…

ICAR ପକ୍ଷରୁ ନିଯୁକ୍ତି: କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରନ୍ତୁ, ମେ ୧୨ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ଆସିଛି ଏକ ଭଲ ସୁଯୋଗ । ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ତରଫରୁ ଏନେଇ ଏକ ବିଜ୍ଞାପନ ପ୍ରକାଶ ପାଇଛି । ମୋଟ ୮ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ…

ଗୁଗୁଲରେ ଥମୁନାହିଁ ଛଟେଇ ପ୍ରକ୍ରିୟା: ସମଗ୍ର Python ଟିମକୁ ବାହାର କଲା କମ୍ପାନୀ

ନୂଆଦିଲ୍ଲୀ : ଭେଟେରାନ୍ ଟେକ୍ କମ୍ପାନୀରେ କର୍ମଚାରୀଙ୍କ ଛଟେଇ ପ୍ରକ୍ରିୟା ବନ୍ଦ ହେବାର ନାଁ ନେଉନାହିଁ । ସୁନ୍ଦର ପିଚାଇଙ୍କ ନେତୃତ୍ୱରେ ଥିବା ଆଲଫାବେଟ୍ ସମଗ୍ର ପାଇଥନ୍ ଟିମକୁ ଚାକିରିରୁ ବାହାର କରିଛି । ଏହା…

ୟୁଜିସି ନେଟ ୨୦୨୪ ପରୀକ୍ଷା ତାରିଖ ବଦଳିଲା: ନୂଆ ତାରିଖ ଘୋଷଣା କଲା UGC

ନୂଆଦିଲ୍ଲୀ: ୟୁଜିସି ନେଟ ଜୁନ ୨୦୨୪ ପରୀକ୍ଷା ତାରିଖ ବଦଳିଛି । ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପ୍ରିଲିମିନାରୀ ପରୀକ୍ଷା ଓ ୟୁଜିସି ନେଟ ପରୀକ୍ଷା ସମାନ ଦିନରେ ପଡ଼ୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଥମେ…

ରେଳ ବିଭାଗ ପକ୍ଷରୁ ବିଜ୍ଞପ୍ତି: ଗ୍ରୁପ-ଡି ପଦରେ ଦିଆଯିବ ନିଯୁକ୍ତି, ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଗ୍ରୁପ-ଡି ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଦଶମ / ମାଧ୍ୟମ ପରୀକ୍ଷାରେ ପାସ୍ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ ।…

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍‌ଏ ବଟିକା, ବଣ୍ଟନ ତଥ୍ୟ ରଖିବେ ବିଇଓ

ଭୁବନେଶ୍ୱର: ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ଦିଆଯିବ ଆଇଏଫଏ ବଟିକା । ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ ଏହି ଆଇରନ୍ ଓ ଫଲିକ୍ ଏସିଡ୍ ବଟିକା ବଣ୍ଟନ କରିବେ ।…

ସଂଖ୍ୟା ଜାଣିଲେ ଉଡିବ ହୋସ୍ ! ଦେଶରେ ୧ କୋଟିରୁ ଅଧିକ ଚାକିରି, ପ୍ରାର୍ଥୀ କେବଳ ୮୭ ଲକ୍ଷ

ନୂଆଦିଲ୍ଲୀ: ଦେଶରେ ରୋଜଗାର ଅଭାବକୁ ନେଇ ଉତ୍ତେଜନା ଦେଖାଦେଇଛି । କିନ୍ତୁ ସରକାରୀ ତଥ୍ୟ ଆଉ କିଛି ରୋଚକ କଥା କହୁଛି । ନ୍ୟାସନାଲ କ୍ୟାରିୟର ସର୍ଭିସ (ଏନସିଏସ୍) ପୋର୍ଟାଲ ଅନୁଯାୟୀ ଦେଶରେ ଅଧିକ ଚାକିରି ଅଛି ଏବଂ…

SSB ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ମେ ୫ରେ ମାଗଣା ସିଭିଲ୍ ସର୍ଭିସ କୋଚିଂ ପ୍ରି-କ୍ୱାଲିଫାଇଙ୍ଗ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ପ୍ରାର୍ଥୀମାନେ କିପରି ଉଚ୍ଚମାନର ପ୍ରଦର୍ଶନ କରିପାରିବେ ସେହି ଲକ୍ଷ୍ୟରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାଗଣା ସିଭିଲ୍ ସର୍ଭିସ…

UPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ୫୦୬ଟି ପଦରେ ଦିଆଯିବ ନିଯୁକ୍ତି, ଅନଲାଇନ୍ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ଆସିଛି ଏକ ବଢ଼଼ିଆ ନିଯୁକ୍ତି ସୁଯୋଗ । ମୋଟ ୫୦୬ଟି ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସେସ (ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ)…

ଓଡ଼ିଶା ହାଇକୋର୍ଟ ଅନୁବାଦକ ନିଯୁକ୍ତି: ମୁଖ୍ୟ ଲିଖିତ ପରୀକ୍ଷା ଫଳାଫଳ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟରେ ଅନୁବାଦକ ନିଯୁକ୍ତି ପାଇଁ ପୂର୍ବରୁ ପ୍ରିଲିମିନାରୀ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିବା ବେଳେ ଏବେ ମୁଖ୍ୟ ଲିଖିତ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି । ଗତ ୨୦…