fbpx

ବିଜୟରୁ ଅଲିମ୍ପିକ ଅଭିଯାନ ଆରମ୍ଭ କଲେ ସିନ୍ଧୁ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ବିଜୟରୁ ନିଜର ଟୋକିଓ ଅଲିମ୍ପିକ୍ ଅଭିଯାନ ଆରମ୍ଭ କରିଛନ୍ତି । ଗ୍ରୁପ-ଜେରେ ନିଜର ପ୍ରଥମ ମ୍ୟାଚରେ ସେ ଇସ୍ରାଏଲର ସେନିୟା ପୋଲିକାରପୋବାଙ୍କୁ ସହଜରେ ୨୧-୭,…

୧୦ ବର୍ଷର ପିଲାମାନେ ସୋସିଆଲ ମିଡ଼ିଆରେ ଅଧିକ ସକ୍ରିୟ: ୩୭ ପ୍ରତିଶତ ଫେସବୁକରେ, ୨୪ ପ୍ରତିଶତ ଇନଷ୍ଟାଗ୍ରାମରେ ସକ୍ରିୟ

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡିଆର ପ୍ରାଧାନ୍ୟ ବଢ଼ିବାକୁ ଚାଲିଛି । ତେବେ ଆଜିକାଲି ସମସ୍ତଙ୍କ ପାଖରେ ସ୍ମାଟଫୋନ୍ ଓ ଇଣ୍ଟରନେଟର ଉପଲବ୍ଧ ହେତୁ ୧୦ ବର୍ଷର ପିଲାମାନେ ଏଥିରୁ ବାଦ୍ ପଡ଼ିନାହାନ୍ତି । ଏହି ବୟସର…

ଏକାଠି ଧରାପଡ଼ିଲେ ପ୍ରେମୀଯୁଗଳ: ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟି ହତ୍ୟା, ଯୁବତୀଙ୍କ ଘର ସାମନାରେ କରାଗଲା ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ପ୍ରେମ ସମ୍ପର୍କକୁ ନେଇ ଏକ ବର୍ବରୋଚିତ ଘଟଣା ସାମନାକୁ ଆସିଛି । ପ୍ରେମୀଯୁଗଳଙ୍କୁ ଏକାଠି ଦେଖିବା ପରେ ଯୁବତୀଙ୍କ ଘରଲୋକ ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟି ହତ୍ୟା କରିଛନ୍ତି । ତେବେ ଏହି ଘଟଣା ପରେ ମୃତ…

ଆଜି ରାଜ୍ୟରେ ପୁଣି କରୋନାରେ ୬୭ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ…

ଆଜି ପୁଣି ଦୈନିକ ସଂକ୍ରମଣ ଦୁଇ ହଜାର ତଳକୁ ଖସିଲା: ରାଜ୍ୟରୁ ଚିହ୍ନଟ ହେଲେ ୧୮୩୩ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ପ୍ରାଚୀନ କାଳରେ ରାଜା ମହାରାଜାମାନେ ୧୦୦ ରାଣୀଙ୍କୁ ସନ୍ତୁଷ୍ଟ କରିପାରୁଥିଲେ, ଜାଣନ୍ତୁ କ’ଣ ଥିଲା ସେମାନଙ୍କର ରାଜ୍

ଆଜିକାଲି ବିବାହ ବିଚ୍ଛେଦ ଏକ ସାଧାରଣ କଥା ହୋଇଗଲାଣି । ଆଜି ବିବାହ ହୋଇ କାଲି ପତି-ପତ୍ନୀ ଅଲଗା ହେଉଥିବା ଦେଖାଯାଉଛି । ତେବେ ଏ କ୍ଷେତ୍ରରେ ଦୁର୍ବଳ ଶାରୀରିକ ଓ ମାନସିକ ସ୍ଥିତି ହିଁ ଦାୟୀ ବୋଲି କୁହାଯାଉଛି ।…

ଅଗଷ୍ଟ ୧୧ରେ ନବୋଦୟ ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସ ୧୧ ତାରିଖରେ ନବୋଦୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଜବାହର ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ସମଗ୍ର ଦେଶରେ ମୋଟ ୧୧ ହଜାର ୧୮୨ଟି କେନ୍ଦ୍ର ପ୍ରତିଷ୍ଠା…

ରାଜ୍ୟର ୧୨ ଜଣ MLA ହରାଇପାରନ୍ତି ସଭ୍ୟ ପଦ? ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ଅଧିକାଂଶ ରାଜ୍ୟରେ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଓଡ଼ିଶାରେ ଏକ ନୂଆ ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ରାଜ୍ୟ ବିଧାନସଭାର ୧୨ ଜଣ ବିଧାୟକ ପଦ ହରାଇବାର ଖବର…

ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଇ ଚାନୁ, ଟୋକିଓ ଅଲିମ୍ପିକରେ ଜିତିଲେ ରୌପ୍ୟ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରଥମ ପଦକ ମିଳିଛି । ଏହି ଗୌରବ ହାସଲ କରିଛନ୍ତି ଭାରୋତ୍ତଳନକାରୀ ମୀରାବାଇ ଚାନୁ । ସେ ୪୯ କେଜି ବର୍ଗରେ ଏହି ସଫଳତା ପାଇଥିବା ଜଣାପଡ଼ିଛି । ୨୬ ବର୍ଷୀୟା ମୀରାବାଇ…

୨୦୨୨ ବିଧାନସଭା ନିର୍ବାଚନରେ ହରିଶ ରାୱତ ହେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଚେହେରା!

ନୂଆଦିଲ୍ଲୀ: ୨୦୨୨ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟର ମୁଖ୍ୟମାନେ ବର୍ତ୍ତମାନ ବଦଳିବାରେ ଲାଗିଛନ୍ତି । ତେବେ ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଉତ୍ତରାଖଣ୍ଡ । ଏହି ରାଜ୍ୟରେ କମ୍ ସମୟ ମଧ୍ୟରେ…