କିଷାନଙ୍କ ଖାତାକୁ ଆଜି ୨ ହଜାର ଟଙ୍କା ଲେଖାଏଁ ପଠାଇବେ ପ୍ରଧାନମନ୍ତ୍ରୀ, ଏମିତି କରନ୍ତୁ ଚେକ୍

ନୂଆଦିଲ୍ଲୀ, ୧୪ା୫: ଆଜି କିଷାନଙ୍କ ଖାତାକୁ ଆସିବ ୨ ହଜାର ଟଙ୍କା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ କିଷାନ୍ ଯୋଜନାର ୮ମ କିସ୍ତି ପଠାଇବେ । ଦେଶର ୯.୫ କୋଟି କିଷାନଙ୍କ ପରିବାରକୁ ୧୯ ହଜାର କୋଟି ଟଙ୍କା…

ପୁଣି ଦୁଇଟି ଗାଁରେ କରୋନା କହର: ୧୫ ଦିନରେ ୩୮ ଜଣଙ୍କ ମୃତ୍ୟୁ

ସହାରନପୁର, ୧୪ା୫: ଗତ ୧୧ ତାରିଖରେ ଆଗ୍ରାର ଦୁଇଟି ଗାଁରେ କରୋନାର କହର ଦେଖିବାକୁ ମିଳିଥିଲା । କରୋନାରେ ୨୦ ଦିନରେ ଦୁଇଟି ଗାଁର ୬୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଆଜି ସହାରନପୁରର ଦେବବନ୍ଦ ଅଞ୍ଚଳର ଦୁଇଟି ଗ୍ରାମରେ…

ଦାମ୍ ନେଉଛି ଅଧିକ, କିନ୍ତୁ ଭାରତକୁ ନିମ୍ନମାନର ଅକ୍ସିଜେନ କନସେନଟ୍ରେଟର ପଠାଉଛି ଚୀନ୍

ନୂଆଦିଲ୍ଲୀ, ୧୪ା୫: କରୋନାର ଉତ୍ପତ୍ତି ଚୀନରୁ ହୋଇଛି ବୋଲି ସମଗ୍ର ବିଶ୍ୱରେ ଗତବର୍ଷ ଖୁବ୍ ଜୋରରେ ଚର୍ଚ୍ଚା ହୋଇଥିଲା । ସାହାଯ୍ୟ କରିବାର ବାହାନା କରି ଚୀନ ଭାରତକୁ ନିମ୍ନମାନର ମାସ୍କ, ସାନିଟାଇଜର ଆଦି ପଠାଇଥିଲା ।…

କମୁନି କରୋନା: ଆଜି ୪ ହଜାର ମୃତ

ନୂଆଦିଲ୍ଲୀ, ୧୪ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୦୦୦ ଜଣଙ୍କ…

ଇସ୍ରାଏଲ-ପାଲେଷ୍ଟାଇନ୍ ବିବାଦ: ଗାଜାରେ ମୃତ୍ୟୁସଂଖ୍ୟା ୧୦୦ ଟପିଲା, ଆହତ ୬ ଶହ ନିକଟତର

ଗାଜା, ୧୪ା୫: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ହିଂସା କାରଣରୁ ୧୦୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨୭ ଜଣ ଶିଶୁ ରହିଥିବା ବେଳେ…

ଭ୍ୟାକ୍ସିନ୍ ନେବା ପରେ ହଠାତ୍ ୬ ଜଣଙ୍କ ମୃତ୍ୟୁ

ପ୍ରାଗ୍, ୧୪ା୫: ଦିନକୁ ଦିନ କରୋନାକୁ ନେଇ ନୂଆ ନୂଆ ରୋଚକ ତଥ୍ୟ ସାମନାକୁ ଆସୁଛି । ଭ୍ୟାକ୍ସିନକୁ ଲୋକମାନେ ଶେଷ ଭରସା କରିଥିବା ବେଳେ ଏନେଇ ଏକ ନୂଆ ଖବର ଆସିଛି । ଚେକ୍ ରିପବ୍ଲିକରେ ଭ୍ୟାକ୍ସିନ ନେବା ପରେ ହଠାତ୍ ୬…

କରୋନାକୁ ହରାଇଲା ଆମେରିକା: ଲୋକମାନେ ଆଉ ପିନ୍ଧିବେ ନାହିଁ ମାସ୍କ

ୱାଶିଂଟନ, ୧୪ା୫: ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ କୋଟି ୧୭ ଲକ୍ଷ ଅତିକ୍ରମ କରିସାରିଲାଣି । ତେବେ ସବୁଠାରୁ ଅଧିକ ସଂକ୍ରମିତ ଦେଶ ଆମେରିକାକୁ ନେଇ ଏକ…

କରୋନାକୁ ଯୁଦ୍ଧରେ ହରାଇଲେ ମହିଳା, ମାତ୍ର ବ୍ଲାକ୍ ଫଙ୍ଗସ୍ ନେଲା ଜୀବନ

ନୂଆଦିଲ୍ଲୀ, ୧୪ା୫: କରୋନାର ଦ୍ୱିତୀୟ ଲହରରେ ବ୍ଲାକ ଫଙ୍ଗସର ପ୍ରକୋପ ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଉତ୍ତରପ୍ରଦେଶରେ ଜଣେ ମହିଳା କରୋନାକୁ ଯୁଦ୍ଧରେ ମାତ ଦେଇଛନ୍ତି । କିନ୍ତୁ ବ୍ଲାକ୍ ଫଙ୍ଗସ୍ ଦ୍ୱାରା…

ଚିକିତ୍ସା ସୁବିଧା ନଥିବାରୁ ଗାଁର ଅଧାଲୋକ ହେଲେଣି କରୋନାରେ ସଂକ୍ରମିତ, ୧୫ ଜଣଙ୍କ ମୃତ୍ୟୁ

ପାଟନା, ୧୪ା୫: ବିହାରର ବୈଶାଳୀ ଜିଲ୍ଲାକୁ କରୋନା ଗ୍ରାସ କରିଛି । ଗ୍ରାମର ପ୍ରାୟ ଅର୍ଦ୍ଧାଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ଏଥିସହ ଗ୍ରାମର ୧୫ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣପଡ଼ିଛି ।…

ନର୍ସ ଡେ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୨ା୫: ଆଜି ହେଉଛି ଅନ୍ତର୍ଜାତୀୟ ନର୍ସ ଡେ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନର୍ସମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବଦାନକୁ…