fbpx

(Video) ତୁ କଲେକ୍ଟର ହେବୁ, ଆଉ ତୁ ଇଞ୍ଜିନିୟର: ଦୁଇ ଅନାଥଙ୍କ ଦୁଃଖ ବୁଝିଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ କିଛି ନା କିଛି ନୂଆ କାର୍ଯ୍ୟ କରି ଦେଶବାସୀଙ୍କ ହୃଦୟରେ ରାଜ୍ କରିଥାନ୍ତି । ତେବେ ଆସନ୍ତା ମାସ ୧ ତାରିଖରେ ଗୁଜରାଟ ବିଧାନସଭା ନିର୍ବାଚନ ଆରମ୍ଭ ହେବ । ତେଣୁ…

Indian Air Force ପକ୍ଷରୁ ବାହାରିଲା ୨୪୧ଟି ପଦବୀ: ଡିସେମ୍ବର ୧ରୁ ଆବେଦନ ଆରମ୍ଭ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଭାରତୀୟ ବାୟୁ ସେନା ପକ୍ଷରୁ ୨୪୧ଟି ପଦବୀ ନିମନ୍ତେ ଚାକିରି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଫ୍ରାଇଂ ବ୍ରାଞ୍ଚ ଓ ଗ୍ରାଉଣ୍ଡ ଡ୍ୟୁଟି (ଟେକ୍ନିକାଲ…

(Video) ୬୦ ଫୁଟ ଉଚ୍ଚତାରୁ ହଠାତ୍ ଭାଙ୍ଗି ପଡ଼ିଲା ଫୁଟ୍ ଓଭର ବ୍ରିଜ୍: ରେଳ ଟ୍ରାକ ଉପରେ ପଡ଼ିଲେ ୨୦ ଜଣ

ନୂଆଦିଲ୍ଲୀ: ଗତ ୨୧ ତାରିଖରେ ଓଡ଼ିଶାର ଯାଜପୁର ଜିଲ୍ଲା କୋରେଇ ରେଳ ଷ୍ଟେସନରେ ଏକ ଟ୍ରେନ ଦୁର୍ଘଟଣା ଘଟିଥିଲା । ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା କାରଣରୁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଉକ୍ତ ଘଟଣାକୁ ଏକ…

Loan EMI କ୍ଷେତ୍ରରେ ଜନତାଙ୍କୁ ମିଳିବ ଆଶ୍ୱସ୍ତି! ସୁଧ ହାର ହ୍ରାସ ପାଇଁ RBIକୁ ଅନୁରୋଧ କଲା CII

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କ୍ରମାଗତ ଭାବେ ମହଙ୍ଗା ମାଡ଼ ଜାରି ରହିଛି । ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗତ କିଛି ମାସ ପୂର୍ବରୁ ସୁଧ ଦରରେ ବୃଦ୍ଧି ଘୋଷଣା କରିଥିଲା ।…

NCC କେବେ ଗଠନ କରାଯାଇଥିଲା: ଏହାକୁ କାହିଁକି ପାଳନ କରାଯାଏ, ଜାଣନ୍ତୁ ଏହାର ଉଦ୍ଦେଶ୍ୟ ଓ ମହତ୍ତ୍ୱ

ନୂଆଦିଲ୍ଲୀ: ଆଜି (ନଭେମ୍ବର ୨୭) ନ୍ୟାସନାଲ କ୍ୟାଡେଟ କ୍ରପସ (ଏନସିସି)ର ୭୪ତମ ପ୍ରତିଷ୍ଠା ଦିବସ । ୧୯୪୮ ମସିହାରେ ଏନସିସି ଗଠନ କରାଯାଇଥିଲା । ଏନସିସି ହେଉଛି ବିଶ୍ୱର ସର୍ବବୃହତ ବର୍ଦ୍ଦିଧାରୀ ଯୁବ ସଂଗଠନ । ଏନସିସି…

ମଦର ଡେୟରୀ ପରେ ମହଙ୍ଗା ହେବ Amul କ୍ଷୀର! କମ୍ପାନୀ ତରଫରୁ ମିଳିଲା ସୂଚନା

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଖାଲି ମହଙ୍ଗା ପରେ ମହଙ୍ଗା ମାଡ଼ । ତେବେ ଏହା ମଧ୍ୟରେ କ୍ଷୀର ଦର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ଗତ ୨୦ ତାରିଖରେ ମଦର ଡେୟରୀ କମ୍ପାନୀ ପକ୍ଷରୁ କ୍ଷୀର ଦର ବୃଦ୍ଧି…

ମିଳିମିଳା ଭାଇରସ୍ କେତେ କ୍ଷତିକାରକ: ଏହାର ଲକ୍ଷଣ କ’ଣ, ଭ୍ୟାକ୍ସିନ କାମ ନକଲେ କ’ଣ କରିବେ ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ବର୍ତ୍ତମାନ ମିଳିମିଳାକୁ ନେଇ ସାରା ବିଶ୍ୱରେ ଆତଙ୍କ ଜାରି ରହିଛି । ଏହା କେତେ ଭୟଙ୍କର ହୋଇପାରେ ସେନେଇ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସୂଚନା ଜାରି କରାଯାଇଥିଲା । ଜଣେ ରୋଗୀ ୧୨ରୁ ୧୮…

PESA Act କ’ଣ: ଏହି ଆଇନରେ କେଉଁସବୁ ବେନିଫିଟ୍ ମିଳେ, କେଉଁମାନେ ଏହାର ଫାଇଦା ଉଠାଇ ପାରିବେ

ନୂଆଦିଲ୍ଲୀ: ପଞ୍ଚାୟତ (ଏକ୍ସଟେନସନ ଟୁ ଶିଡ୍ୟୁଲଡ ଏରିଆଜ ଆକ୍ଟ ବା ପେସା ୧୯୮୬ରେ ଆରମ୍ଭ ହୋଇଥିଲା । ପଞ୍ଚାୟତିରାଜ ବ୍ୟବସ୍ଥାରେ ଅନୁସୂଚିତ ଜାତିର ବିସ୍ତାର କରି ଏହି ଆଇନର ଶୁଭାରମ୍ଭ କରାଯାଇଥିଲା । ସହଜ ଭାଷାରେ…

Personality Rights କ’ଣ: କେଉଁ ବ୍ୟକ୍ତିମାନେ ଓ କାହିଁକି ଏଥିରେ ପଞ୍ଜିକୃତ ହୋଇଥାନ୍ତି

ନୂଆଦିଲ୍ଲୀ: ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ପର୍ସନାଲିଟି ରାଇଟ୍ସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ । କିଛି ଲୋକ ଏପରି ବିଶିଷ୍ଟ ବ୍ୟକ୍ତିଙ୍କ ଫଟୋ, ସ୍ୱର ପରି କିଛି ପ୍ରତିଭାକୁ ଖରାପ ଭାବେ ବ୍ୟବହାର କରି…

ଜନ୍ମନେଲା ୬ ସେଣ୍ଟିମିଟର ଲାଞ୍ଜ ଥିବା ଏକ ବିରଳ କନ୍ୟା ସନ୍ତାନ: ଡାକ୍ତର ବି ହୋଇଗଲେ ତାଜୁବ୍

ନୂଆଦିଲ୍ଲୀ: ଅନେକ ସମୟରେ ସମାଜରେ କିଛି ଅଜବ ପ୍ରକାରର ଶିଶୁମାନେ ଜନ୍ମଗ୍ରହଣ କରିଥାନ୍ତି । ବେଳେବେଳେ ଦୁଇଟି ଯମଜ ସନ୍ତାନଙ୍କ ମୁଣ୍ଡ ଲାଗି ରହିବା, ଚାରିଟି ଗୋଡ଼ ଥିବା, ତିନୋଟି ହାତ ଥିବା ଶିଶୁ ଜନ୍ମ ନେଇଥିବାର…