fbpx

OPTCL ପକ୍ଷରୁ ବାହାରିଲା ୨୮୦ଟି ପଦବୀ: ଆସନ୍ତା ୧୮ ତାରିଖ ସୁଦ୍ଧା ଆବେଦନ କରନ୍ତୁ

ଚାକରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ…

Why Team India Lost: ଟି-୨୦ ବିଶ୍ୱକପ ସେମିଫାଇନାଲରେ ଭାରତ ଶୋଚନୀୟ ଭାବେ ପରାସ୍ତ ହେବା ପଛର ୮ଟି କାରଣ

ନୂଆଦିଲ୍ଲୀ: ସମାପ୍ତ ହୋଇଯାଇଛି ଟିମ୍ ଇଣ୍ଡିଆର ବିଶ୍ୱକପ ଜିତିବାର ସ୍ୱପ୍ନ । ସେମିଫାଇନାଲରେ ପ୍ରତିପକ୍ଷ ଇଂଲଣ୍ଡ ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇ ଘରକୁ ଫେରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ…

National Exit Test କ’ଣ: ଆସନ୍ତାବର୍ଷରୁ ହଟିଯିବ NEET PG, ଗୋଟିଏ ପରୀକ୍ଷାକୁ ବାଧ୍ୟତାମୂଳକ କରିବ NMC!

ନୂଆଦିଲ୍ଲୀ: ମେଡିକାଲ ସେକ୍ଟରରେ କ୍ୟାରିୟର କରିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ଦେଶର ସର୍ବବୃହତ ପ୍ରବେଶିକା ପରୀକ୍ଷା ମଧ୍ୟରୁ ଅନ୍ୟତମ କୁହାଯାଉଥିବା ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ…

ମାଳଦୀପରେ ବିଲଡିଂ ଜଳିଗଲା: ଚାଲିଗଲା ୯ ଭାରତୀୟଙ୍କ ଜୀବନ

ନୂଆଦିଲ୍ଲୀ: ମାଳଦୀପର ରାଜଧାନୀ ମାଲେରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ଏକ ବିଲଡିଂର ଗ୍ରାଉଣ୍ଡ ଫ୍ଲୋରରେ ଥିବା କାର ମରାମତି ଗ୍ୟାରେଜରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ୯ ଜଣ ଭାରତୀୟଙ୍କ ସମେତ ମୋଟ ୧୦ ଜଣ…

ପରବର୍ତ୍ତୀ ବେତନ କମିସନ କେବେ ଲାଗୁ ହେବ! ନୂଆ ଫର୍ମୂଲାରେ ବଢ଼ିବ କର୍ମଚାରୀଙ୍କ ସାଲାରି

ନୂଆଦିଲ୍ଲୀ: ବର୍ତ୍ତମାନ ପାଖାପାଖି ୭୮ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୫୨ ଲକ୍ଷ ପେନସନଧାରୀ ସପ୍ତମ ବେତନ କମିସନର ବେନିଫିଟ୍ ପାଉଛନ୍ତି । ପ୍ରତିବର୍ଷ ଜାନୁଆରୀ ଓ ଜୁଲାଇ ମାସରେ ଦୁଇଥର କର୍ମଚାରୀଙ୍କର ମହଙ୍ଗା ଭତ୍ତା…

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି: ପୁରୀରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ…

ଗୁଜରାଟ ବିଧାନସଭା ନିର୍ବାଚନ: ୮୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା BJP, ଅନେକ ହେଭିୱଟଙ୍କ ଟିକେଟ୍ କଟିଲା

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସ ୧ ଓ ୫ ତାରିଖ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଗୁଜରାଟ ବିଧାନସଭା ନିର୍ବାଚନ । ଏହାପରେ ୮ ତାରିଖରେ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ତେବେ ଏନେଇ…

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଯୁଦ୍ଧ ପାଇଁ ପ୍ରସ୍ତୁତ ବିଜେଡି-ବିଜେପି-କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ୫ ତାରିଖରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା । ଆସନ୍ତା ଡିସେମ୍ବର ମାସ ୫ ତାରିଖରେ ଭୋଟିଂ ହେବ । ତେବେ ଆସନ୍ତା…

India Vs England: Playing-11ରେ କେଉଁ ଖେଳାଳିମାନେ ସ୍ଥାନ ପାଇବେ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ ସମାପ୍ତ ହେବାକୁ ଆଉ ମାତ୍ର ଦୁଇପାଦ ଦୂର । ଗତକାଲି ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିସାରିଛି । ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ…

୩୪୯ଟି କୃଷି ବୈଜ୍ଞାନିକ ପଦବୀ ଖାଲି: ନଭେମ୍ବର ୧୧ ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡ (ଏଏସଆରବି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ…