ଓଡ଼ିଶାକୁ ଅନ୍ତର୍ଜାତୀୟ ପୁରସ୍କାର: ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗକୁ ଆମେରିକାରୁ ମିଳିଲା ‘ଗ୍ଲୋବାଲ ପ୍ଲାନେଟ୍ ପୁରସ୍କାର’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଦିନକୁ ଦିନ ବିକାଶ ଦିଗରେ ଅଗ୍ରସର ହେବାରେ ଲାଗିଛି । ଫଳରେ ବିଭିନ୍ନ ସମୟରେ ରାଜ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପୁରସ୍କାର…

ଝାରସୁଗୁଡ଼ା ଉପନିର୍ବାଚନ ଲଢ଼େଇ: ୨ଟି କମିଟି ଗଠନ କଲା BJP, ୨୨ ଜଣ ନେତାଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର…

NSCSର ବଡ଼ ଖୁଲାସା: ଚୀନ କମ୍ପାନୀ ସହ ୨୦୦ କୋଟିର ଡିଲ୍ କରିଛି ଭୋଡ଼ାଫୋନ!

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ସମନ୍ୱୟ ସଚିବାଳୟ (ଏନଏସସିଏସ) ପକ୍ଷରୁ ଏକ ବଡ଼ ଖୁଲାସା କରାଯାଇଛି । ଟେଲିକମ ଅପରେଟର ଭୋଡ଼ାଫୋନ ଆଇଡିଆ ଏକ ବଡ଼ ଡିଲକୁ ନେଇ ବିବାଦରେ ଫଶିପାରେ । ଏହି ଟେଲିକମ୍ କମ୍ପାନୀ ପାଖାପାଖି ୨୦୦…

ଓଡ଼ିଆ ଝିଅଙ୍କୁ ନେଇ ବଲିଉଡରେ ଚର୍ଚ୍ଚା: ଓଡ଼ିଆ ଭାଷାରେ ରିଲିଜ୍ ହେବ ‘Sir Madam Sarpanch’ ଫିଲ୍ମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଝିଅ ଆରତୀ ଦେବୀଙ୍କୁ ନେଇ ଏବେ ସାରା ଦେଶରେ ଖୁବ୍ ଚର୍ଚ୍ଚା । ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡ଼ାର ପୂର୍ବତନ ସରପଞ୍ଚ ଆରତୀ ଦେଶର ସର୍ବକନିଷ୍ଠ ସରପଞ୍ଚ ଭାବେ…

ଆସନ୍ତାକାଲି ଠାରୁ ଖୋଲିବ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି: ଗ୍ରୀଷ୍ମର ପ୍ରକୋପ ବଢ଼ିଲେ ହେବ ଛୁଟି ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରବଳ ଗରମର ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଫଳରେ ଜନସାଧାରଣ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ସେଥିପାଇଁ ବାହାରକୁ ଯିବା ସମୟରେ ସାଙ୍ଗରେ ପାଲି ବୋତଲ, ଓଦା…

ଯାଇଥିଲେ ଚାକିରି ପାଇଁ, ଫେରିଲେ ଶବ ହୋଇ: ଦୁବାଇ ଅଗ୍ନିକାଣ୍ଡରେ ୪ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ ଆସିବ ତାହା କେହି ବି କହିପାରିବେ ନାହିଁ । ପ୍ରତିବର୍ଷ ଅର୍ଥ ରୋଜଗାରର ଲକ୍ଷ୍ୟ ନେଇ ବିଦେଶକୁ ହଜାର ହଜାର ଭାରତୀୟ ଯୁବକ, ଯୁବତୀ ଚାକିରି ସନ୍ଧାନରେ ଯାଇଥାନ୍ତି । ଆମେରିକା, କାନାଡ଼ା,…

Data Entry Operator ଓ ଲ୍ୟାବ ଆଟେଣ୍ଡାଣ୍ଟ ପଦ ଖାଲି: ଆସନ୍ତା ୨୪ ସୁଦ୍ଧା ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଜାତୀୟ ଜୈବିକ ପ୍ରତିଷ୍ଠାନ (ଏନଆଇବି) ତରଫରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଟେକ୍ନିକାଲ ସହଯୋଗୀ, ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ଓ…

ଅତିକ ଅହମଦ ହତ୍ୟା ମାମଲା: ନ୍ୟାୟିକ କମିଶନ ଗଠନ କଲେ ୟୁପି ସରକାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମାଫିଆ ଡନ୍ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗତକାଲି ରାତିରେ ତିନିଜଣ ଦୁର୍ବୃତ୍ତ ହତ୍ୟା କରିଥିଲେ । ସାମ୍ବାଦିକ ବେଶରେ ଆସିଥିବା ଶୁଟରମାନେ ପ୍ରୟାଗରାଜର ଏକ ମେଡିକାଲ ବାହାରେ ଅତିକ ଓ…

ଓଡ଼ିଶାରୁ ଆବିଷ୍କାର ହେଲା ନୂଆ ପ୍ରଜାତିର ମାଛ: CEO ଏବଂ ZSI ଗବେଷକଙ୍କ ବଡ଼ ସଫଳତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏ ଧରିତ୍ରୀ ବକ୍ଷରେ ବହୁ ପ୍ରଜାତିର ଜୀବଜନ୍ତୁ, ସରୀସୃପ, ବୃକ୍ଷଲତା, ସାମୁଦ୍ରିକ ପ୍ରାଣୀ ରହିଛନ୍ତି । ତେବେ ବିଶ୍ୱରେ ଏପରି ଅନେକ ଜୀବ ରହିଛନ୍ତି, ଯେଉଁମାନଙ୍କ ବିଷୟରେ ଆଜି ଆମେ…

BJPକୁ ପୁଣି ବଡ଼ ଝଟକା: ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଲେ ଆଉ ଜଣେ ବିଧାୟକ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନୀ ବାତାବରଣ ଛାଇ ରହିଛି । ଆସନ୍ତା ମାସରେ ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଆସନ ଓ ପଞ୍ଜାବର ଜଳନ୍ଧର ଲୋକସଭା ଆସନରେ ଉପନିର୍ବାଚନ ହେବ । ମେ ମାସ ୧୦ ତାରିଖରେ ଏହି ଦୁଇ ଆସନରେ…