(Video) BJP ଜାରି କଲା ‘କଂଗ୍ରେସ ଫାଇଲ୍ସ’ ସିରିଜ୍-୧: 2-G’ରୁ କମନୱେଲଥ ପର୍ଯ୍ୟନ୍ତ ଖାଲି ଘୋଟାଲା, UPA ସରକାର ଅମଳରେ ୪.୮୨ ଲକ୍ଷ କୋଟି…

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ମଧ୍ୟରେ ଆସନ୍ତା ମେ ମାସ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହା ମଧ୍ୟରେ ବିଜେପି କଂଗ୍ରେସ…

ଜାତୀୟ ରାଜପଥ ଓ ବିକାଶ ନିଗମ ପକ୍ଷରୁ ଆସିଲା ବଢ଼ିଆ ନିଯୁକ୍ତି ସୁଯୋଗ: ପ୍ରାର୍ଥୀଙ୍କୁ ମିଳିବ ହାଇ ପ୍ୟାକେଜ୍

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଢ଼ିଆ ଖବର ଆସିଛି । ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ (ଏନଏଚଆଇଡିସିଏଲ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଜେନେରାଲ…

NCERTର ବଡ଼ ପଦକ୍ଷେପ: CBSE ଦ୍ୱାଦଶ ବହିରୁ ହଟିଲା ମୁଗଲ ଶାସନ ବିଷୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଛାତ୍ରଛାତ୍ରୀମାନେ ଏଣିକି ମୁଗଲ ଶାସନର ଇତିହାସ ପଢ଼ିବେ ନାହିଁ । ଇଣ୍ଟରମିଡିଏଟରେ ଚାଲିଆସୁଥିବା…

ଆଜିଠାରୁ ରାଜ୍ୟର ସମସ୍ତ ଟ୍ରେଜେରୀରେ ଇ-ଭାଉଚର ବ୍ୟବସ୍ଥା ବାଧ୍ୟତାମୂଳକ: ଅର୍ଥ ବିଭାଗର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଓଡ଼ିଶା ଦିବସ ଅବସରରେ ରାଜ୍ୟ ସରକାର କିଛି ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ଗୋଟିଏ ବଡ଼ ପଦକ୍ଷେପ ହେଉଛି ‘ଇ-ଭାଉଚର’ ବ୍ୟବସ୍ଥା । ଆଜିଠାରୁ ରାଜ୍ୟର ସମସ୍ତ…

ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ଚାଷୀଙ୍କ ଆକାଉଣ୍ଟକୁ ଗଲା ୮୭୭ କୋଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ଚାଷୀଭାଇଙ୍କୁ ଏକ ବଡ଼ ଉପହାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ…

ଆଜିର IPL ଖେଳ ବାତିଲ? ପଞ୍ଜାବ-କୋଲକତା ମ୍ୟାଚକୁ ନେଇ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ-୨୦୨୩ର ଉଦଘାଟନୀ ମ୍ୟାଚରେ ଗତକାଲି ଚେନ୍ନଇ ସୁପରକିଙ୍ଗସକୁ ଗୁଜରାଟ ଟାଇଟନ୍ସ ୫ ୱିକେଟରେ ପରାସ୍ତ କରିଥିଲା । ଆଜି ଅପରାହ୍ଣ ୩.୩୦ ସମୟରେ ପଞ୍ଜାବ କିଙ୍ଗସ ଓ କୋଲକତା ନାଇଟ୍…

ଖୁବଶୀଘ୍ର ମହଙ୍ଗା ହେବ ଚା, ଦହି, ଛେନା, ପନିର! ଓମଫେଡ୍ କ୍ଷୀର ୪ ଟଙ୍କା ବଢ଼ିଲା, ଆଜିଠାରୁ ନୂଆ ଦର ଲାଗୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ରାଜ୍ୟରେ ଓମଫେଡ କ୍ଷୀରର ବର୍ଦ୍ଧିତ ଦର ଲାଗୁ ହୋଇଛି । ଗତ ୩୦ ତାରିଖରେ ଓମଫେଡ କ୍ଷୀର ଲିଟର ପିଛା ୪ ଟଙ୍କା ଅର୍ଥାତ ପ୍ୟାକେଟ ପିଛା ୨ ଟଙ୍କା ବୃଦ୍ଧି ହୋଇଥିଲା । କମ୍ପାନୀ…

ମଧୁବାବୁଙ୍କ ଜନ୍ମପୀଠରେ ପ୍ରତିଷ୍ଠା ହେବ ‘Single Museum Complex’: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ଏପ୍ରିଲ ୧୫ ସୁଦ୍ଧା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ସ୍ମୃତିଚାରଣ କରିଛନ୍ତି । ଏହି…

ନ୍ୟାୟର ଦେବତାଙ୍କୁ ପ୍ରସନ୍ନ କରିବେ କିପରି: ଶନିବାର ଦିନ ୯ଟି ଉପାୟରୁ ଗୋଟିଏ କରନ୍ତୁ

ଶନିବାର ଦିନ ଶନିଦେବଙ୍କୁ ସମର୍ପଣ କରାଯାଇଥାଏ । ଯଦି ଶନିଦେବ ଆପଣଙ୍କ ଉପରେ ନାରାଜ ହୁଅନ୍ତି ତେବେ ଆପଣ ରାଜାରୁ ଭିକାରି ପାଲଯିବ । ସେହିପରି ଯଦି ପ୍ରସନ୍ନ ହେବେ ଆପଣଙ୍କ ଜୀବନ ସୁଖ ସମ୍ପଦରେ ଭରିଯିବ । ହିନ୍ଦୁ…

ଉତ୍କଳ ଦିବସରେ ହସିବ ଓଡ଼ିଶା: ଆଜି ମୁଖ୍ୟମନ୍ତ୍ରୀ ପଠାଇବେ କାଳିଆ କିସ୍ତି, ଉପକୃତ ହେବେ ରାଜ୍ୟର ୫୩ ଲକ୍ଷ ଚାଷୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ରାଜ୍ୟର ଚାଷୀଭାଇଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ୮୮ତମ ଉତ୍କଳ ଦିବସରେ ରାଜ୍ୟର ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ କିସ୍ତି ବଣ୍ଟନର ଶୁଭାରମ୍ଭ…