Breaking News NHAIର ବଡ଼ ଘୋଷଣା: ଆଜି ରାତି ୧୨ଟା ପରେ ମହଙ୍ଗା ହେବ Toll Tax Manas Pradhan Mar 31, 2023 ନୂଆଦିଲ୍ଲୀ: ମହଙ୍ଗା ମାଡ଼କୁ ନେଇ ଜନସାଧାରଣ ଚିନ୍ତିତ ରହିଥିବା ବେଳେ ଏହା ମଧ୍ୟରେ ପୁଣି ଲାଗିଛି ଏକ ବଡ଼ ଝଟକା । ଦେଶର କିଛି ଏକ୍ସପ୍ରେସୱେ ଓ ନ୍ୟାସନାଲ ହାଇୱେରେ ଆଜି ରାତି ୧୨ଟା ପରେ ଯାତ୍ରା କରିବା ମହଙ୍ଗା ହୋଇଯିବ…
Breaking News TMCର ଦୁଇ ନେତାଙ୍କୁ ଗୁଳିକରି ହତ୍ୟା: ପଞ୍ଚାୟତ ନିର୍ବାଚନ ଟିକେଟକୁ ନେଇ ଗଣ୍ଡଗୋଳ Manas Pradhan Mar 31, 2023 ନୂଆଦିଲ୍ଲୀ: ଗତକାଲି ରାମନବମୀ ଅବସରରେ ପଶ୍ଚିମବଙ୍ଗରେ ଭୟଙ୍କର ଦଙ୍ଗା ଦେଖିବାକୁ ମିଳିଥିବା ବେଳେ ଆଜି ପୁଣି ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ । ପଞ୍ଚାୟତ ନିର୍ବାଚନ ନେଇ ଆୟୋଜିତ ବୈଠକରେ ଗୁଳିମାଡ଼ କରାଯାଇଛି । ଏହି…
Breaking News ଭୁବନେଶ୍ୱର AIIMSରେ ସିବିଆଇ ରେଡ୍: ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ Manas Pradhan Mar 31, 2023 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତ ମେଡିକାଲ ସାଇନ୍ସ ପ୍ରତିଷ୍ଠାନ (ଏମ୍ସ)ରେ ଆଜି ଚଢ଼ାଉ କରାଯାଇଛି । ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ପକ୍ଷରୁ ଏହି ରେଡ୍…
Breaking News ନୂଆ ରିସର୍ଚ୍ଚ: ବୃକ୍ଷଲତା ବି କଥା କୁହନ୍ତି, ଖୁସି ହେଲେ, ଶୋଷ ହେଲେ, ଆଘାତ ପାଇଲେ ଗଛରୁ ଶବ୍ଦ ସୃଷ୍ଟି ହୁଏ, ମଣିଷ ଶୁଣିପାରେନା, ମାତ୍ର… Manas Pradhan Mar 31, 2023 ନୂଆଦିଲ୍ଲୀ: ମଣିଷକୁ ଯେତେବେଳେ କିଛି ଆବଶ୍ୟକତା ପଡ଼ିଥାଏ ସେ ମୁହଁ ଖୋଲି ତାହା ପରିପ୍ରକାଶ କରିଥାଏ । ଫଳରେ ଅନ୍ୟମାନେ ତା’ର କଥାକୁ ସହଜରେ ଜାଣିପାରନ୍ତି । ତେବେ ଆପଣମାନେ କେବେ ଭାବିଛନ୍ତି ବୃକ୍ଷଲତାମାନେ ଏଭଳି…
Breaking News ଭାରତୀୟ ରେଳବାଇ ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ Manas Pradhan Mar 31, 2023 ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳ ବିଭାଗ ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଷ୍ଟେସନ କଣ୍ଟ୍ରୋଲର / ଟ୍ରେନ ଅପରେଟର / ସେକ୍ସନ ଇଞ୍ଜିନିୟର ଓ…
Breaking News ବିଧାନସଭାରେ ଘଟିଲା ଲଜ୍ଜାଜନଜ ଘଟଣା: ନିଜ ଫୋନରେ ବିଧାୟକ ଦେଖୁଥିଲେ ଅଶ୍ଲୀଳ ଭିଡିଓ Manas Pradhan Mar 31, 2023 ନୂଆଦିଲ୍ଲୀ: ଆଜିକାଲିର ଡିଜିଟାଲ ଜମାନାରେ ପ୍ରତ୍ୟେକ ଘଟଣାବଳୀ ମାତ୍ର କେଇ ସେକେଣ୍ଡ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଉଛି । ତେଣୁ ଅନେକ ସମୟରେ ରାଜନୈତା, ସେଲିବ୍ରେଟିଙ୍କର କିଛି ଭିଡିଓ ମଧ୍ୟ ସାମ୍ନାକୁ…
Breaking News ଦୟାନଦୀ ନାବାଳକ ନିଖୋଜ ଘଟଣା: ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ Manas Pradhan Mar 31, 2023 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ରାଜଧାନୀ ଉପକଣ୍ଠ ଲିଙ୍ଗିପୁର ନିକଟସ୍ଥ ଦୟା ନଦୀରେ ସୁମିତେନ୍ଦ୍ର ନାମକ ଜଣେ ଜଣେ ନାବାଳକ ନିଖୋଜ ହୋଇଯାଇଥିଲେ । ଦୟାନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଦୁର୍ଭାଗ୍ୟବଶତଃ ଗଭୀର…
Breaking News ରାଜନୀତିରୁ ସନ୍ନ୍ୟାସ ନେବେ ଗଡ଼କରୀ? ଆସିଲା କେନ୍ଦ୍ରମନ୍ତ୍ରୀଙ୍କ ବୟାନ Manas Pradhan Mar 31, 2023 ନୂଆଦିଲ୍ଲୀ: ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜ ସଂଗଠନକୁ ସଜାଡ଼ି ଚାଲିଥିବା ବେଳେ ବିଜେପି ଶିବିରରୁ ଏହି ସମୟରେ ଆସିଛି ଏକ ବଡ଼ ଖବର । ଗତ କିଛିଦିନ ଧରି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର…
Breaking News ରାଜ୍ୟ ସରକାର ଜାରି କଲେ ନୂଆ ଅବକାରୀ ପଲିସୀ: ଗ୍ରାମାଞ୍ଚଳରେ ଖୋଲିବନି ନୂଆ ମଦ ଦୋକାନ Manas Pradhan Mar 30, 2023 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ନୂଆ ଅବକାରୀ ପଲିସୀ ଲାଗୁ କରିଛନ୍ତି । ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ନୂଆ ଅବକାରୀ ପଲିସୀ ଜାରି କରାଯାଇଛି । ତେବେ ୨୦୨୩-୨୪ରେ…
Breaking News ଅଷ୍ଟମ ବେତନ କମିଶନ ନେଇ ଆସିଲା ବଡ଼ ଅପଡେଟ୍: ସରକାରୀ କର୍ମଚାରୀଙ୍କ ଦରମା ୪୪ ପ୍ରତିଶତ ବୃଦ୍ଧି ପାଇବ! Manas Pradhan Mar 30, 2023 ନୂଆଦିଲ୍ଲୀ: ଗତ ୨୪ ତାରିଖରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରିଥିଲେ । ଏହାଫଳରେ କେନ୍ଦ୍ର କର୍ମଚାରୀଙ୍କ ମୋଟ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ବୃଦ୍ଧି ପାଇ ୪୨ ପ୍ରତିଶତରେ…