ପନିର ମୃତ୍ୟୁର କାରଣ ସାଜିପାରେ: Listeria Bacteria ସଂକ୍ରମଣ କଲେ କଥା ସରିଲା, ଗର୍ଭବତୀ ମହିଳା, ନବଜାତ, ବୟସ୍କଙ୍କ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ପନିର ଏକ ସୁସ୍ୱାଦୁ ତଥା ପୁଷ୍ଟିକର ଖାଦ୍ୟ ହୋଇଥିବା ବେଳେ ଏହାକୁ ଶାକାହାରୀ ବ୍ୟକ୍ତିମାନେ ଖାଇବାକୁ ବେଶି ପସନ୍ଦ କରିଥାନ୍ତି । ତେବେ ଆମର ଦୈନନ୍ଦିନ ଖାଦ୍ୟକୁ ନେଇ ସାମାନ୍ୟ ଅସାବଧାନତା କାରଣରୁ ଅନେକ…

ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କୁ କରାଯାଇଛି ହତ୍ୟା? ବାର୍ଥ ଡେ ପାର୍ଟି ଖୋଲିବ ଗୁମର

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆଜି ଏକ ଦୁଃଖଦ ଖବର ଆସିଛି । ଭୋଜପୂରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ଆଜି ଆତ୍ମହତ୍ୟା କରିଛନ୍ତି । ଦର୍ଶକଙ୍କୁ ନିଜର ଅଭିନୟରେ ବାନ୍ଧି ରଖିଥିବା ଆକାଂକ୍ଷା ମାତ୍ର ୨୫ ବର୍ଷ…

IGNOU ଦେଉଛି ୨୦୦ Typist ଚାକିରି: ଇଂରାଜୀ ଟାଇପିଙ୍ଗ ଜାଣିଥିଲେ ଶୀଘ୍ର ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ସୁଯୋଗ ଆସିଛି । ୨୦୦ଟି ଟାଇପିଷ୍ଟ ପଦ ପାଇଁ ଚାକିରି ବାହାରିଛି…

DL ପରୀକ୍ଷା ପୂର୍ବରୁ ଆବେଦନକାରୀଙ୍କୁ ଦିଆଯିବ ତାଲିମ୍: ଅଟୋମୋବାଇଲ ସଂସ୍ଥାକୁ ରାଜ୍ୟ ପରିବହନ ବିଭାଗର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଆୟୋଜନ କରଯାଇ ଗାଡ଼ି ଚାଳକଙ୍କୁ ସଚେତନ କରାଯାଉଥିଲେ ହେଁ…

(Video) କି ବିରଳ ମମତା: ଜନ୍ମ ନେବା ପରେ ପରେ ମାଆକୁ ଜାବୁଡ଼ି ଧରିଲା ନବଜାତ, ଛାଡ଼ିବାର ନାଁ ଜମା ଧରିଲାନି

ନୂଆଦିଲ୍ଲୀ: ଏ ଦୁନିଆରେ ମାଆକୁ ସର୍ବୋଚ୍ଚ ଆସନ ଦିଆଯାଇଥାଏ । ଗୋଟିଏ ଛୁଆ ପାଇଁ ଗୋଟିଏ ମାଆ ଯାହା କରିଥାଏ ସେ ଋଣକୁ ସାତଜନ୍ମରେ ବି କେହି ସୁଝି ପାରିବେ ନାହିଁ ବୋଲି କୁହାଯାଇଥାଏ । ଗୋଟିଏ ନାରୀ ପାଇଁ ମାତୃତ୍ୱ ଲାଭ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଆସନ୍ତା ମାସରେ ନନ୍ଦନକାନନରେ ଚାଲିବ ରୋପୱେ, ଗୋଟିଏ ଘଣ୍ଟାରେ ୫ ଶହ ଯାତ୍ରୀ ମଜା ନେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଖୁସି ଖବର । ରାଜଧାନୀ ଭୁବନେଶ୍ୱରର ବାରଙ୍ଗ ସ୍ଥିତ ନନ୍ଦନକାନନରେ ଏଣିକି ପର୍ଯ୍ୟଟକମାନେ ରୋପୱେର ମଜା ଉଠାଇ ପାରିବେ । ପୂର୍ବରୁ ନନ୍ଦନକାନନରେ ରୋପୱେ…

ଫ୍ରିଜରେ ବଢ଼ୁଛନ୍ତି ବିଷାକ୍ତ ବ୍ୟାକ୍ଟେରିଆ: ଶ୍ୱାସରୋଗ, ଶିଶୁମୃତ୍ୟୁ, ୟୁରିନ ସଂକ୍ରମଣ, ଗର୍ଭପାତ, ହାଡ଼ ଓ ଦିଲ୍ ସମସ୍ୟା ବଢ଼ିପାରେ,…

ନୂଆଦିଲ୍ଲୀ: ପ୍ରତ୍ୟେକ ଲୋକ ପନିପରିବା ଓ ଅନ୍ୟାନ୍ୟ ଖାଇବା ଜିନିଷ ସତେଜ ରଖିବା ପାଇଁ ଫ୍ରିଜରେ ରଖିଥାନ୍ତି । ଏପରିକି ଅନେକ ଲୋକ ଫ୍ରିଜରେ ବହୁଦିନ ପର୍ଯ୍ୟନ୍ତ ଖାଦ୍ୟ ଓ ପରିବାକୁ ସାଇତି ରଖିଥାନ୍ତି । ଯଦିଓ ଖାଦ୍ୟ…

BJPର ନୂଆ ଟିମ୍ ଘୋଷଣା: ୧୮ ଜଣ ଉପାଧ୍ୟକ୍ଷ, ୭ ଜଣ ସାଧାରଣ ସମ୍ପାଦକ, ୫୧ ଜଣଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ଚଳିତ ବର୍ଷ ଛଅଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ତେଣୁ ଏହା ପୂର୍ବରୁ ବିଜେପି ବିଭିନ୍ନ ରାଜ୍ୟରେ ତୃଣମୂଳ ସ୍ତରରୁ…

(ଭିଡିଓ) ଓଲିଉଡ ଅଭିନେତା ଶ୍ରୀତମଙ୍କ ମାତୃ ବିୟୋଗ: ପୁଅକୁ ଏକା ଛାଡ଼ି ମାଆ ଚାଲିଗଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଛିଦିନ ଧରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ଆସୁଛି । ଗତ ୨ ତାରିଖରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଥିବା ବେଳେ ଗତ ୨୩ ତାରିଖରେ ଅଭିନେତା ସୋମଦତ୍ତ ଦାସଙ୍କ…

ତୃଣମୂଳ କଂଗ୍ରେସର ଘୋଷଣା: ୨୦ ଜଣ ଜାତୀୟ ମୁଖପାତ୍ର ଓ ୪୦ ଜଣ ରାଜ୍ୟ ମୁଖପାତ୍ରଙ୍କୁ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ନିର୍ବାଚନ ପୂର୍ବରୁ ଦେଶର ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏପରି ସ୍ଥିତିରେ ସର୍ବ ଭାରତୀୟ ତୃଣମୂଳ କଂଗ୍ରେସ (ଏଆଇଟିସି) ମଧ୍ୟ ବିଭିନ୍ନ ରାଜ୍ୟରେ ନିଜର କାୟା ବିସ୍ତାର କରିବା…