ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ଡିସେମ୍ବର ୧୨ରେ, ପୁଣି ୫ ବର୍ଷ ଶାସନ କରିବ BJP
ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଗୁଜରାଟର ଜନାଦେଶ ବିଜେପି ସପକ୍ଷରେ ଯାଇଛି । ବର୍ତ୍ତମାନ ଗଣତି ପ୍ରକ୍ରିୟ ଜାରି ରହିଥିବା ବେଳେ ଦଳ ୪୮ଟି ସିଟରେ ବିଜୟ ହାସଲ କରିବା ସହ ୧୧୧ଟି ସିଟରେ ଆଗୁଆ ରହିଛି…