ସତରେ କ’ଣ ମଣିଷର ଆୟୁଷ ବୃଦ୍ଧି ହୋଇ ପାରିବ: କ’ଣ ରହିଛି ବିଶେଷଜ୍ଞଙ୍କ ଫର୍ମୂଲା

ମଣିଷର ଜନ୍ମ ଈଶ୍ୱରଙ୍କ ହାତରେ ରହିଥାଏ, ସେହିପରି ତା’ର ଆୟୁଷ ମଧ୍ୟ ପୂର୍ବରୁ ସ୍ଥିରୀକୃତ ହୋଇଥାଏ ବୋଲି କୁହାଯାଏ । ପ୍ରତ୍ୟେକ ମଣିଷ ଅଧିକ ବର୍ଷ ବଞ୍ଚିବା ପାଇଁ ଚାହାନ୍ତି । ଅନେକ କ୍ଷେତ୍ରରେ ଦେଖାଯାଏ ସମବୟସ୍କର…

NIT Rourkela ତରଫରୁ ବାହାରିଲା ୧୪୩ଟି ପଦବୀ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଏନଆଇଟି) ତରଫରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ…

କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା: ଓଡ଼ିଶାରୁ ୪ ଜଣଙ୍କୁ ଏକାଡେମୀ ଓ ୩ ଜଣଙ୍କୁ ଯୁବ ପୁରସ୍କାର

ନୂଆଦିଲ୍ଲୀ: ୨୦୧୯, ୨୦୨୦ ଓ ୨୦୨୧ ତିନି ବର୍ଷ ପାଇଁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଏଥିସହିତ ୩ ବର୍ଷ ପାଇଁ ଉସ୍ତାଦ ବିସମିଲ୍ଲା ଖାନ ଯୁବ ପୁରସ୍କାର ମଧ୍ୟ ଘୋଷଣା ହୋଇଛି । ତେବେ…

Disease-X ଭବିଷ୍ୟତରେ ତାଣ୍ଡବ ରଚିବ! କରୋନା ପରେ ପୁଣି ଏକ ଘାତକ ବିମାରୀକୁ ନେଇ ଚିନ୍ତା ପ୍ରକଟ କଲା WHO

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦୁନିଆରୁ କରୋନା ଭାଇରସର ଆଶଙ୍କା ସମ୍ପୂର୍ଣ୍ଣ ଭାବେ ଟଳି ନାହିଁ । ଗତ କିଛି ମାସ ଧରି ଚୀନରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏଥିସହିତ ଅନ୍ୟ କିଛି ଦେଶରେ ମଧ୍ୟ…

(Video) ପିପିଲିରୁ ଚିହ୍ନଟ ହେଲା ୧୨୦୦ ବର୍ଷ ତଳର ଏକ ପୁରୁଣା ମୂର୍ତ୍ତି

ନୂଆଦିଲ୍ଲୀ: ପୁରୀ ଜିଲ୍ଲା ପିପିଲିରୁ ଏକ ବିରଳ ମୂର୍ତ୍ତି ଉଦ୍ଧାର ହୋଇଛି । ପିପିଲିର ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ସିଂହାରପୁର ଗ୍ରାମରୁ ଏକ ୧୨୦୦ ବର୍ଷର ପୁରୁଣା ମୂର୍ତ୍ତି ମିଳିଛି । ଐତିହ୍ୟ ଗବେଷକ ଦୀପକ ନାୟକ…

ଅମିତାଭଙ୍କ ନାମ, କଣ୍ଠସ୍ୱର ଓ ଫଟୋ ବ୍ୟବହାର କଲେ ପଡ଼ିବ ମହଙ୍ଗା: ନେବାକୁ ପଡ଼ିବ ଅନୁମତି, କୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଶତାବ୍ଦୀର ମହାନାୟକ ତଥା ବିଗ୍ ବି ଅମିତାବ ବଚନ ନିଜର କଣ୍ଠସ୍ୱର ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ବେଶ୍ ପରିଚିତ । ହୃଦୟସ୍ପର୍ଶୀ ଅଭିନୟ ସାଙ୍ଗକୁ ସ୍ୱରର ଯାଦୁ ପାଇଁ ଦଶନ୍ଧି ଦଶନ୍ଧି ଧରି କୋଟି କୋଟି ଦର୍ଶକଙ୍କ…

Mandela Effect କଣ: ଏକସଙ୍ଗେ ଅନେକ ଲୋକଙ୍କୁ ଗୋଟିଏ ପ୍ରକାର ଭ୍ରମ କିପରି ହୁଏ

ନୂଆଦିଲ୍ଲୀ: ଆପଣଙ୍କୁ କେବେ ଭ୍ରମ ହୋଇଛି କି? ଥରେ ଭାବନ୍ତୁ ଯଦି ଗୋଟିଏ ପ୍ରକାର ଭ୍ରମ ଅନେକ ଲୋକଙ୍କ ସହିତ ହେବ, ସେ କ୍ଷେତ୍ରରେ କ’ଣ ହେବ । ଏହି କଥାଟି ଶୁଣିବାକୁ ଅଜବ ଲାଗୁଥାଇପାରେ, ମାତ୍ର ବହୁତ ଲୋକଙ୍କୁ ଗୋଟିଏ…

(Video) ଆରେ ସାପ, ତୋର ତ ଗୋଡ଼ ନାହିଁ, ମୋ ଚପଲ କାହିଁକି ଚୋରି କରି ନେଉଛୁ

ନୂଆଦିଲ୍ଲୀ: ଅନେକ ସମୟରେ ସୋସିଆଲ ମିଡ଼ିଆରେ ପଶୁପକ୍ଷୀ, ସରୀସୃପଙ୍କର ଅନେକ ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ । ତେବେ ନିକଟରେ ଗୋଟିଏ ସାପର ଅଜବ ପ୍ରକାରର କାରନାମା ଦେଖିବାକୁ ମିଳିଛି । ସାପଟି ତା’ର ପାଟିରେ ଏକ ଚପଲକୁ…

ଲଢ଼ିଲେ ଶ୍ରେୟସ-ଶିଖର: ନ୍ୟୁଜିଲାଣ୍ଡ ଆଗରେ ୩୦୭ ରନର ଟାର୍ଗେଟ୍

ନୂଆଦିଲ୍ଲୀ: ଆଜି ଅକଲାଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅନୁଷ୍ଠିତ ହୋଇଛି । ଆଜିର ମୁକାବିଲାରେ ଅଧିନାୟକ ଶିଖର ଧାବନ, ଶ୍ରେୟସ ଆୟର ଓ ଶୁବମନ ଗିଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଫଳରେ…

ରାଜଧାନୀର ରାଜରାସ୍ତାରେ ଗାଈଗୋରୁ ବୁଲି ପାରିବେନି: ନିୟମ ନ ମାନିଲେ ମାଲିକ ଦେବେ ଜରିମାନା, BMCର ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ହକି ବିଶ୍ୱକପ । ଏହାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ରାଜଧାନୀ ଭୁବନେଶ୍ୱରରେ ଗାଈଗୋରୁ ବୁଲି…