fbpx

ଟ୍ୟାକ୍ସ ଛାଡ଼କୁ ନେଇ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, GST କାଉନସିଲ ମିଟିଂରେ କ’ଣ ସବୁ ନିଷ୍ପତ୍ତି ନିଆଗଲା ଜାଣନ୍ତୁ

ନୂଆଦିଲ୍ଲୀ: ଚଣ୍ଡିଗଡ଼ଠାରେ ଚାଲିଥିବା ଜିଏସଟି କାଉନସିଲ ମିଟିଂର ଦୁଇଦିନିଆ ବୈଠକ ସମାପ୍ତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା…

ଦୁବାଇ ଇନଭେଷ୍ଟର୍ସ ମିଟ୍: ଓଡ଼ିଶାରେ ହେବ ୫ ହଜାର କୋଟିର ପୁଞ୍ଜି ନିବେଶ, ଟ୍ୱିଟ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଗସ୍ତ ଅବସରରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେଇ ପୁଞ୍ଜି ନିବେଶକଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଅବସରରେ ଓଡ଼ିଶାର ଏକ ଉଚ୍ଚସ୍ତରୀୟ ଟିମ୍ ସହ…

ମାଗଣା ରାଶନ ଯୋଜନାର ଅବଧି ୩ ମାସ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ରାଶନ କାର୍ଡ ହିତାଧିକାରୀଙ୍କ ଏକ ଖୁସି ଖବର । ୩ ମାସ ପାଇଁ ରାଶନ ଯୋଜନାର ଅବଧି ବୃଦ୍ଧି କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି । ଏଣିକି ଗରିବ ଲୋକମାନେ ଆସନ୍ତା…

ଭାରତବର୍ଷରେ ଉପରାଷ୍ଟ୍ରପତି କେମିତି ନିର୍ବାଚିତ ହୋଇଥାନ୍ତି: କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଦେଶରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଛି । ଆସନ୍ତା ଅଗଷ୍ଟ ମାସ ୬ ତାରିଖରେ ସମଗ୍ର ଭାରତବର୍ଷରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଆସନ୍ତା ମାସ ୫ ତାରିଖରେ…

କାଶୀ ବିଶ୍ୱନାଥ ଧାମରେ ଅଘଟଣ: ମାନ୍ଧାତେଶ୍ୱର ମନ୍ଦିରର ଭାଙ୍ଗିଲା ଚୂଡ଼ା

ନୂଆଦିଲ୍ଲୀ: ମାନ୍ଧାତେଶ୍ୱର ମହାଦେବ ମନ୍ଦିରରେ ଘଟିଯାଇଛି ଅଘଟଣ । କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଥିବା ମାନ୍ଧାତେଶ୍ୱର ମହାଦେବ ମନ୍ଦିରର ଶିଖରରେ ଥିବା କଳସଟି ଭାଙ୍ଗି ଯାଇଛି । ଲଗାଣ ବର୍ଷାରେ ହେଉଥିବା…

ବଳିର କୁପ୍ରଥା: ଚାମୁଣ୍ଡା ଦେବୀଙ୍କ ପାଖେ ଅଢ଼େଇ ବର୍ଷର ଶିଶୁକୁ ବଳି ଦେଲା ତାନ୍ତ୍ରିକ

ନୂଆଦିଲ୍ଲୀ: ଆଇନ ଅନୁସାରେ ବଳି ପ୍ରଥାକୁ ବନ୍ଦ କରାଯାଇଥିଲେ ମଧ୍ୟ କେତେକ ଅଞ୍ଚଳରେ ଆଜି ମଧ୍ୟ ବଳି ଦିଆଯାଉଥିବାର ଦେଖାଯାଏ । ଅନ୍ଧବିଶ୍ୱାସ ଘେରରେ ରହି କିଛି ଲୋକ ଏହି ପ୍ରଥାକୁ ଛାଡ଼ି ପାରୁ ନାହାନ୍ତି । ଏପରି କିଛି…

ଝିଅ କୌଣସି ପୁଅ ସହିତ ଫେରାର ହେଲେ ପିତାମାତଙ୍କୁ ଜେଲ୍ ପଠାଇଦେବି, IPS ଅଧିକାରୀଙ୍କ ବିବାଦୀୟ ବୟାନ, ଦେଖନ୍ତୁ Video

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ରାଜନେତା, ଫିଲ୍ମଷ୍ଟାର, ସରକାରୀ ଅଧିକାରୀଙ୍କର ବିବାଦୀୟ ବୟାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ଫଳସ୍ୱରୂପ ଏହି ବ୍ୟକ୍ତିମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଥାଏ । ତେବେ ଉତ୍ତରପ୍ରଦେଶର…

ଅଗଷ୍ଟ ୬ ତାରିଖରେ ହେବ ଉପରାଷ୍ଟ୍ରପତି ନିର୍ବାଚନ, ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଆସନ୍ତା ମାସ ୧୮ ତାରିଖରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହି ପରିପ୍ରେକ୍ଷୀରେ…

ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦: ୫୫ ବଲରେ ଶତକ ମାରିଲେ ଦୀପକ, ରୋହିତ-ରାହୁଲଙ୍କ କ୍ଲବରେ ହେଲେ ସାମିଲ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଆଜିର ଦିନଟି ଶାନଦାର ସାବ୍ୟସ୍ତ ହୋଇଛି । ଭାରତୀୟ ବ୍ୟାଟ୍ସମ୍ୟାନ ଦୀପକ ହୁଦା ଆୟରଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟି-୨୦ରେ କମାଲ କରିଛନ୍ତି । ସେ ମାତ୍ର ୫୫ଟି ବଲରେ ଶତକ…

ମହାରାଷ୍ଟ୍ର ରାଜନୀତି: ରାଜ୍ୟପାଳଙ୍କୁ ଭେଟିଲେ ଫଡନବିସ୍, ଫ୍ଲୋର ଟେଷ୍ଟ ପାଇଁ ଦାବିକଲା BJP

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ ଆସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନବିସ୍ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଅବସରରେ ବିଜେପି…