fbpx

ଆସନ୍ତା ମାସ ୩ରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ରାଜ୍ୟରେ ଦେଖିବାକୁ ମିଳିବ ଆଉ ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ମାସ ୩ ତାରିଖ ବେଳକୁ ଉତ୍ତର ଓଡ଼ିଶାର ସ୍ଥଳଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।…

ଅଯୋଗ୍ୟ ଘୋଷିତ ହେବେ ନାହିଁ ବିଦ୍ରୋହୀ ବିଧାୟକ ଗୋଷ୍ଠୀ: ଉପବାଚସ୍ପତିଙ୍କ ନୋଟିସ ଉପରେ ଲାଗିଲା ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: ଏକ ସପ୍ତାହ ଧରି ମହାରାଷ୍ଟ୍ର ରାଜନୀତିରେ ସଙ୍କଟଜନକ ପରିସ୍ଥିତି ଦେଖିବାକୁ ମିଳିଛି । ଏହାମଧ୍ୟରେ ମାମଲା ସର୍ବୋଚ୍ଚ ଅଦାଲତରେ ପହଞ୍ଚି ସାରିଛି । ତେବେ ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ଉପବାଚସ୍ପତିଙ୍କୁ…

ନୂତନ ଶିକ୍ଷାନୀତି-୨୦୨୦: ଘରୋଇ ସ୍କୁଲରେ NCERT ବହି ବାଧ୍ୟତାମୂଳକ, ନିୟମ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂତନ ଶିକ୍ଷାନୀତି ୨୦୨୦ରେ ଏକ ବଡ଼ଧରଣର ପରିବର୍ତ୍ତନ କରାଯିବ । ପାଠ୍ୟକ୍ରମରେ ଆଞ୍ଚଳିକ ଭାଷା, ଧନ୍ଦାମୂଳକ ଶିକ୍ଷା ଓ ଯୁଗ ଉପଯୋଗୀ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବ । ଘରୋଇ ସ୍କୁଲମାନଙ୍କରେ…

ବୈଜ୍ଞାନିକଙ୍କ କରିସ୍ମା: ଏଣିକି ହାର୍ଟ ଆଟାକ୍ ପରେ ହୃଦୟର ମାଂସପେଶୀର କୋଷିକା ହୋଇପାରିବ ପୁନର୍ଜିବିତ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହାର୍ଟ ଆଟାକ୍ ଏଭ ଭୟଙ୍କର ରୋଗ । ଭାରତରେ ପ୍ରତିବର୍ଷ ହାର୍ଟ ଆଟାକରେ ୧୨ ଲକ୍ଷ ଯୁବକ ମୃତ୍ୟୁବରଣ କରୁଛନ୍ତି । ସେହିପରି ଆମେରିକାରେ ପ୍ରତି ୩୬ ସେକେଣ୍ଡରେ ଜଣେ ଲୋକ ମରୁଥିବା ଜଣାପଡ଼ିଛି…

ଆପଣ ପୂର୍ବଜନ୍ମରେ କ’ଣ ଥିଲେ, କ’ଣ କରୁଥିଲେ, ଏହା କ’ଣ ଜାଣିବା ସମ୍ଭବ, ଜାଣନ୍ତୁ ଏହାର ରହସ୍ୟ ବିଷୟରେ

ନୂଆଦିଲ୍ଲୀ: ଆପଣ ନିଜର ପୂର୍ବଜନ୍ମର କଥା ମନେରଖିଛନ୍ତି କି? ପୂର୍ବଜନ୍ମର କଥା କେହି ବି କହିପାରିବେ ନାହି । ତେବେ ଜ୍ୟୋତିର୍ବିଦ୍ୟା ଆଧାରରେ ପୂନର୍ଜନ୍ମକୁ ନେଇ କିଛିଟା ଅନୁମାନ କରାଯାଏ । ଏଥିପାଇଁ କିଛି ଲକ୍ଷଣ ଉପରେ…

ଆସିଗଲା ଶସ୍ତା ପ୍ଲାନ୍: ଦୈନିକ ମାତ୍ର ୫ ଟଙ୍କା ଖର୍ଚ୍ଚ କରନ୍ତୁ, ପାଆନ୍ତୁ ୧ ଜିବିର ଡାଟା

ନୂଆଦିଲ୍ଲୀ: ଆଜିକାଲିର ଇଣ୍ଟରନେଟ ଯୁଗରେ ଗ୍ରାହକମାନେ ସର୍ବଦା ଶସ୍ତା ପ୍ଲାନକୁ ଅପେକ୍ଷା କରି ରହିଥାନ୍ତି । ତେବେ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଟେଲିକମ କମ୍ପାନୀମାନେ ମଧ୍ୟ ନିୟମିତ ବ୍ୟବଧାନରେ ଶସ୍ତା ପ୍ଲାନ…

ମହାରାଷ୍ଟ୍ର ରାଜନୀତି: ବିଦ୍ରୋହୀ ବିଧାୟକଙ୍କୁ Y+ କ୍ୟାଟେଗୋରି ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଛି । ଶିବ ସୈନିକମାନେ ଲଗାତର ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ତେବେ ବିଦ୍ରୋହୀ ବିଧାୟକମାନେ ନିଜର ଓ ପରିବାର ପାଇଁ…

ତ୍ରିପୁରା ବିଧାନସଭା ଉପନିର୍ବାଚନ: ୩ଟି ସିଟରେ ବିଜେପିର ବାଜିମାତ, ଜିତିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ତ୍ରିପୁରା ବିଧାନସଭା ଉପନିର୍ବାଚନରେ ବିଜେପି ବାଜିମାତ କରିଛି । ୪ଟି ସିଟରୁ ୩ଟିରେ ଭାରତୀୟ ଜନତା ପାର୍ଟି ବିଜୟର ମୁକୁଟ ପିନ୍ଧିଛି । ମୁଖ୍ୟମନ୍ତ୍ରୀ ମାନିକ ସାହା ବର୍ଦୋଲି ନିର୍ବାଚନ ମଣ୍ଡଳୀରୁ ବିଜୟ…

ଉଚ୍ଚ ପାହାଡ଼ ଉପରୁ ହଠାତ୍ ଗାର୍ଲଫ୍ରେଣ୍ଡକୁ ଧକ୍କା ଦେଲା ପ୍ରେମିକ, ଦେଖନ୍ତୁ Video

ନୂଆଦିଲ୍ଲୀ: ପ୍ରେମୀଯୁଗଳଙ୍କୁ ନେଇ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହୋଇଥାଏ । ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ତେବେ ଉଚ୍ଚ ପାହାଡ଼ରୁ ଜଣେ ଯୁବକ ତାଙ୍କ…

ରାଜ୍ୟରେ ୬୮ କୋଭିଡ୍ ପଜିଟିଭ୍, ଦେଶରେ ୧୧ ହଜାର ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…