fbpx

୪ ବର୍ଷର ଶିଶୁର ନାକରେ ଫସିଥିଲା ଏକ କଏନ୍, ୧୦ ବର୍ଷ ପରେ ନାକରୁ ହଠାତ୍ ବାହାରି ଆସିଲା ସେଇ ପୁରୁଣା କଏନ୍

ନୂଆଦିଲ୍ଲୀ: ଆଜିକାଲି ଆମ ଚାରିପାଖରେ ଅନେକ ସମୟରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ ଜାଣିବା ପରେ ସହଜରେ ବିଶ୍ୱାସ କରିହୁଏ ନାହିଁ । ଗୋଟିଏ ୧୪ ବର୍ଷର ବାଳକ ଛିଙ୍କୁଥିବା ସମୟରେ ତା’ ନାକରୁ ବାହାରିଥିଲା ଏକ କଏନ୍ ।…

ଆସନ୍ତା ୨୯ରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଯୋଗଦେବେ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୯ ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ତା’ ପୂର୍ବରୁ ୨୮ ତାରିଖରେ ରାଜ୍ୟ ପଦାଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହି କାର୍ଯ୍ୟକାରିଣୀରେ…

Whatsapp ଚାଟିଂ ବହୁତ ହୋଇଗଲା, ଏବେ Video Call କର ଆଉ ଟିକେ ତୁମର ଚେହେରା ଦେଖାଅ

ନୂଆଦିଲ୍ଲୀ: ଆଜିକାଲି ପ୍ରେମଜନିତ ହତ୍ୟା ଓ ଆତ୍ମହତ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କେଉଁଠି ପ୍ରେମିକ ଆତ୍ମହତ୍ୟା କରୁଛି ତ ଆଉ କେଉଁଟି ପ୍ରେମିକା ନିଜର ଜୀବନ ହାରୁଛି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି…

୮୩ ବର୍ଷ ବୟସରେ ବାପା ହେଲେ ବୃଦ୍ଧ, ୩୫ ବର୍ଷରେ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ମହିଳା

ନୂଆଦିଲ୍ଲୀ: ଆଜିକାଲିର ସମାଜରେ ବିବାହ କରିବା ଓ ସନ୍ତାନଙ୍କୁ ଜନ୍ମ ଦେବାର କୌଣସି ସଠିକ୍ ବୟସ ନାହିଁ । କେଉଁଠି ୨୦ ବର୍ଷର ପୁଅକୁ ୬୦ ବର୍ଷର ମହିଳା ବିବାହ କଲେଣି ତ କେଉଁଠି ୫୦ ବର୍ଷର ଯୁବକଙ୍କୁ ୧୮ ବର୍ଷର ଯୁବତୀ…

କଳିଯୁଗର ଏକଲବ୍ୟ: ଦଶ ବର୍ଷ ହେଲାଣି ବୋହୁଛନ୍ତି ଗୁରୁଙ୍କୁ

ପୁରୀ: କଳିଯୁଗରେ ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କ କେବଳ ପଇସାରେ ସୀମିତ କହିଲେ ଚଳେ । ପୁରାତନ ଯୁଗରେ ଯେପରି ଗୁରୁମାନେ ଶିଷ୍ୟମାନଙ୍କୁ ଶିକ୍ଷା ଦାନ କରୁଥିଲେ ତାହା ବର୍ତ୍ତମାନ ଯୁଗରେ ଆଉ ଦେଖିବାକୁ ମିଳୁନାହିଁ । ଆଧୁନିକ…

ଶୃଙ୍ଖଳିତ ଭାବେ ହେବ ମହାପ୍ରଭୁଙ୍କ ରଥଯାତ୍ରା, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ପହିଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ପାଇଁ ଗତ ଦୁଇ ବର୍ଷ ଧରି ରଥଯାତ୍ରା ଦେଖିବାରୁ ବଞ୍ଚିତ ରହିଥିଲେ ଭକ୍ତଗଣ । ମାତ୍ର ଚଳିତ ବର୍ଷ…

ବାପା, ମାଆ, ଭାଇ, ଭଉଣୀ ସମସ୍ତେ ମୋତେ ଏକା କରି ଚାଲିଗଲେ, ଏକା ବଞ୍ଚିଛି ମୁଁ

ନୂଆଦିଲ୍ଲୀ: ପ୍ରକୃତିର ପ୍ରକୋପ କେତେ ଯେ ଭୟଙ୍କର ତାହା ଭାଷାରେ କହିହେବ ନାହିଁ । ଅନେକ ସମୟରେ ପ୍ର୍ରାକୃିତିକ ଦୁର୍ବିପାକ କାରଣରୁ ବହୁ ପରିବାର ସର୍ବସ୍ୱାନ୍ତ ହୋଇଯାଇଥାନ୍ତି । ତେବେ ନିକଟରେ ଘଟିଥିବା ଆଫଗାନିସ୍ତାନ…

ଶପିଂ କରିବା ପୂର୍ବରୁ କଫି ପିଇଲେ ଆପଣ ଅଧିକ ଟଙ୍କାର କିଣାକିଣି କରିବେ: ଆପଣଙ୍କର ମସ୍ତିଷ୍କର ଆବେଗ ଓ ପାନୀୟକୁ ନେଇ କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: କଫି ପିଇବା ଆପଣଙ୍କ ପସନ୍ଦ କି? ଆପଣ କଫି ପିଇବା ପରେ କେବେ ଶପିଂ କରିଛନ୍ତି କି? ଯଦି ହିଁ ତେବେ ହୋଇଯାଆନ୍ତୁ ସତର୍କ । କଫି ଆପଣଙ୍କ ମନକୁ ଶାନ୍ତି ଦେଇପାରେ, ମାତ୍ର ଏହା ଆପଣଙ୍କୁ ବହୁତ କ୍ଷତି…

ଆସନ୍ତା ଜୁଲାଇ ୧୫ରୁ ଆରମ୍ଭ ହେବ CUET UG ପ୍ରବେଶିକା ପରୀକ୍ଷା, ଘୋଷଣା କଲା NTA

ନୂଆଦିଲ୍ଲୀ: ଅଣ୍ଡରଗ୍ରାଜୁଏଟ କୋର୍ସରେ ଆଡମିଶନ ପାଇଁ କମନ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି ୟୁଜି) ୨୦୨୨ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ମାସ ୧୫ ତାରିଖରୁ ଏହା ଆରମ୍ଭ ହୋଇ ଅଗଷ୍ଟ ୧୦ ତାରିଖ…

ରେଳ ଇଞ୍ଜିନ୍ ବିକ୍ରି କରିଦେଲା ବିହାରୀ ଯନ୍ତ୍ରୀ, ୬ ମାସ ପରେ ଧରାପଡ଼ିଲା, ଉଗାଳିଲା ସମସ୍ତ ସତ୍ୟ

ନୂଆଦିଲ୍ଲୀ: ଆଜିକାଲି ସରକାରୀ ଅଧିକାରୀମାନେ ସରକାରଙ୍କ ସମ୍ପତ୍ତିକୁ ନିଜର ବୋଲି ଭାବି ଦେଲେଣି । ତେଣୁ ଯିଏ ଯେଉଁଠି ପାରିଲା ବିକି ଭାଙ୍ଗି ନିଜ ପକେଟରେ ପୂରେଇବାରେ ବ୍ୟସ୍ତ । ତେବେ ଏପରି ଏକ ଘଟଣା ଘଟିଛି ବିହାରରେ ।…