ଓଡ଼ିଶାରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ପାଉଛି! NFHS ରିପୋର୍ଟ ସତ ନୁହେଁ: ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ) ରିପୋର୍ଟ ପ୍ରଦାନ କରିଥିଲା । ତେବେ ଏନଏଫଏଚଏସର ଉକ୍ତ ରିପୋର୍ଟ ସତ ନୁହେଁ ବୋଲି…

ଓଡ଼ିଶା ପୋଲିସ ପାଇଁ SI ଚୟନ କରିବ ଏକ ଘରୋଇ ସଂସ୍ଥା, ବିଭିନ୍ନ ମହଲରୁ ଉଠିଲାଣି ବିରୋଧର ସ୍ୱର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସର ଭାଗ୍ୟ ଏବେ ଘରୋଇ ସଂସ୍ଥା ହାତରେ । ପୋଲିସ ବାହିନୀ ପାଇଁ ସବ୍ ଇନ୍ସପେକ୍ଟର (ଏସଆଇ) ଚୟନ କରିବ ଏକ ଆଉଟସୋର୍ସିଂ ସଂସ୍ଥା । ଏହି ସଂସ୍ଥା ଏସଆଇ ପରୀକ୍ଷା ପାଇଁ ପ୍ରଶ୍ନପତ୍ର…

BJPର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଧରାପଡ଼ିଲା ଜାସୁସୀ: ମୁଖ୍ୟମନ୍ତ୍ରୀ କେସିଆର ଗୁପ୍ତଚର ପଠାଇଥିବା ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ହାଇଦ୍ରାବାଦର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରଠାରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଆଜି ଥିଲା ଦ୍ୱିତୀୟ ଦିବସ । ତେବେ ବୈଠକ ଚାଲିଥିବା ସମୟରେ ଫଟୋ ଉଠାଉଥିବା ଜଣେ ଖୁଫିଆ ଅଧିକାରୀ…

ରାଜ୍ୟର ୫ଟି ମହାନଗର ନିଗମରେ ନିଯୁକ୍ତି ପାଇବେ ସିଟି ଏଜୁକେସନ ଅଫିସର: ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାନଗର ନିଗମ ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ରାଜ୍ୟର ୫ଟି ମହାନଗର ନିଗମରେ ସିଟି ଏଜୁକେଶନ ଅଫିସର (ସିଇଓ) ନିଯୁକ୍ତି ପାଇବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା…

ବିଦେଶରେ ରହୁଥିବା ସମ୍ପର୍କୀୟ ଏଣିକି ବିନା ଅନୁମତିରେ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପଠାଇ ପାରିବେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲା ନୂଆ…

ନୂଆଦିଲ୍ଲୀ: ଯଦି ଆପଣଙ୍କର କେହି ସମ୍ପର୍କୀୟ ବିଦେଶରେ ରହୁଛନ୍ତି, ତେବେ ଏକ ଖୁସି ଖବର । ଏଣିକି ବିଦେଶରେ ରହୁଥିବା ବ୍ୟକ୍ତିମାନେ ସେମାନଙ୍କର ସମ୍ପର୍କୀୟଙ୍କ ପାଖକୁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପଠାଇ ପାରିବେ ।…

କ୍ୟାନସରରେ ଚାଲିଗଲେ ୩୦ ବର୍ଷୀୟ ଯୁବ ଅଭିନେତା

ନୂଆଦିଲ୍ଲୀ: କ୍ୟାନସର ପାଇଁ ଚାଲିଯାଇଛନ୍ତି ଜଣେ ୩୦ ବର୍ଷୀୟ ଯୁବ ଅଭିନେତା । ଅସମିଆ ଅଭିନେତା କିଶୋର ଦାସ କ୍ୟାନସରରେ ପୀଡ଼ିତ ହୋଇ ଗତ କିଛିଦିନ ଧରି ଚିକିତ୍ସିତ ହେଉଥିଲେ । ଏଥିସହିତ ସେ କୋଭିଡ-୧୯ରେ ମଧ୍ୟ ସଂକ୍ରମିତ…

ଅଧିକ ପରିମାଣରେ ମାଛ ଖାଇବା ଦ୍ୱାରା ଏକ ନୂଆ କ୍ୟାନସରର ଆଶଙ୍କା ବଢ଼ୁଛି, ରିସର୍ଚ୍ଚରୁ ନୂଆ ଖୁଲାସା

ନୂଆଦିଲ୍ଲୀ: ସାଧାରଣ ଭାବେ ଅଧିକ ମାଛ ଖାଇବା ଫଳରେ ଆମ ଶରୀରକୁ ଅନେକ ଫାଇଦା ମିଳିଥାଏ । ତେବେ ମାଛ ଖାଇବା ଫଳରେ ଏକପ୍ରକାର କ୍ୟାନସରର ଆଶଙ୍କା ରହିଥିବା ନିକଟରେ ଏକ ରିସର୍ଚ୍ଚରୁ ଜଣାପଡ଼ିଛି । ଯେଉଁମାନେ ନନଭେଜ୍…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ ଜରିମାନା ଅର୍ଥର ୫୦ ପ୍ରତିଶତ ସଡ଼କ ସୁରକ୍ଷା ପାଣ୍ଠିକୁ ଦିଆଯିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ପକ୍ଷରୁ ସଡ଼କ ସୁରକ୍ଷା ପାଣ୍ଠିକୁ ବୃଦ୍ଧି କରାଯାଇଛି । ଏହି ପାଣ୍ଠି ପୂର୍ବରୁ ୨୦ ପ୍ରତିଶତ ରହିଥିବା ବେଳେ ଏବେ ୫୦ ପ୍ରତିଶତକୁ ବଢାଯାଇଛି । ଟ୍ରାଫିକ ନିୟମ ଖିଲାପକାରୀଙ୍କ…

ବିଦ୍ୟୁତ ତାରରେ ଲାଗି ଛଟପଟ ହେଉଥିଲା ଗୋଟିଏ ଗାଈ, ଯୁବକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବଞ୍ଚିଗଲା ଗୋଟିଏ ଜୀବନ, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ଅନେକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ତେବେ ଗୋଟିଏ ଗାଈକୁ ମୃତ୍ୟୁମୁଖରୁ ବଞ୍ଚାଇଛନ୍ତି ଜଣେ ସାହସୀ ଯୁବକ । ଏଥିପାଇଁ ସମସ୍ତେ ଉକ୍ତ ଯୁବକୀଙ୍କୁ ପ୍ରଶଂସା କରୁଛନ୍ତି । ଯୁବକଙ୍କ…

୨୦୨୨-୨୩ରେ ରାଜ୍ୟର ଋଣଭାର ଏକ ଲକ୍ଷ କୋଟି ଟପିବ, ରାଜ୍ୟ ସରକାରଙ୍କ ଆକଳନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବଜେଟ୍ ଆଗତ ହୋଇଥିଲା । ମୋଟ ୨…