ଆର୍ଯ୍ୟନଙ୍କୁ ମିଳିଲାନି ବେଲ୍; ଆସନ୍ତା କାଲି ହାଇକୋର୍ଟରେ ଶୁଣାଣି

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ବଢିବାରେ ଲାଗିଛି ଆର୍ଯ୍ୟନ ଖାନଙ୍କ ଅଡୁଅ । ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ବୁଧବାର ମଧ୍ୟ ମିଳିନାହିଁ ଜାମିନ । ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା…

ଚୀନ ସରକାରଙ୍କ ଏକଛତ୍ରବାଦ: ବର୍ଷକରେ ଶିଳ୍ପପତି ହରାଇଲେ ୨୫ ଲକ୍ଷ କୋଟି

ନୂଆଦିଲ୍ଳୀ: ଚୀନ ସରକାରଙ୍କ ଏକଛତ୍ରବାଦ ନୀତି କାରଣରୁ ୨୫ ଲକ୍ଷ କୋଟି ହରାଇଛନ୍ତି ଶିଳ୍ପପତି । କୌଣସି ସାଧାରଣ ବ୍ୟବସାୟୀ ନୁହନ୍ତି ବରଂ ବିଶ୍ୱର ଧନୀଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଥିବା ଅଲିବାବା ଗ୍ରୁପର…

ହୋଶ ଉଡାଇଦେବ Super Bike; ଆକାଶରେ ଉଡିବ ଚମତ୍କାର ଆବିଷ୍କାର

ନୂଆଦିଲ୍ଳୀ: ଏକ ଜାପାନୀ ଷ୍ଟାର୍ଟ ଅପ୍ କମ୍ପାନୀ ପକ୍ଷରୁ ଏମିତି ଏକ ବାଇକ ଆବିଷ୍କାର କରାଯାଇଛି ଯାହା ଆପଣଙ୍କ ହୋଶ ଉଡାଇବାରେ ସକ୍ଷମ ହେବ । ବାଇକଟି ଆକାଶରେ ଉଡିବ ଏମିତି କିଛି ଆପଣ କଳ୍ପନା ମଧ୍ୟ କରିପାରୁ ନଥିବେ ।…

ଜାଲରେ ପଡିଲା ୩୩ଟି ତେଲିଆ ମାଛ, କୋଟିଏ ଟଙ୍କାରେ କିଣି ନେଲା କୋଲକାତାର ଏକ ଔଷଧ କମ୍ପାନି

ବାଲେଶ୍ବର(ଭାସ୍କର ନ୍ୟୁଜ୍) : ପଶ୍ଚିମବଙ୍ଗର ପ୍ରମୁଖ ମତ୍ସ୍ୟ ଅବତରଣ କେନ୍ଦ୍ର ଦୀଘା ମୁହାଣରେ ଏକ ମାଛଧରା ଟ୍ରଲ୍‌ର ଜାଲରେ ପଡିଲା ୩୩ଟି ତେଲିଆ ମାଛ। ଏହି ମାଛ ୧ କୋଟି ଟଙ୍କାରେ  ବିକ୍ରି ହୋଇଥିବା ଜଣାପଡିଛି।…

ଧନତେରସ ଦିନ ଭୁଲରେ ବି କିଣନ୍ତୁନି ଏହି ସବୁ ଜିନିଷ, ମାଡ଼ି ଆସିବ ବିପଦ

ଭୁବନେଶ୍ବର (ଭାସ୍କର ନ୍ୟୁଜ): ଏଥର ଦୀପର ପର୍ବ ଦୀପାବଳି ନଭେମ୍ବର ୪ ତାରିଖରେ ପଡୁଛି । ହିନ୍ଦୁ ଧର୍ମରେ ଦୀପାବଳିର ବିଶେଷ ମହତ୍ତ୍ୱ ରହିଛି । ଦୀପାବଳି ଭଳି ଧନତେରସର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଏଥର ଧତେରସ ୨…

ପେଗାସସ୍‌ ଗୁଇନ୍ଦାଗିରି ମାମଲା, ଆଜି ସୁପ୍ରିମକୋର୍ଟରେ ରାୟ ଶୁଣାଣି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ପେଗାସସ୍‌ ଗୁଇନ୍ଦାଗିରି ମାମଲାର ରାୟ ଶୁଣାଣି  । ପୋଗାସସ୍ ମାମଲାର ନିରପେକ୍ଷ ତଦନ୍ତ ଦାବି କରି ଆଗତ ପିଟିସନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏନେଇ କେନ୍ଦ୍ର ସରକାର ଓ…

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ ପାଇଁ ଆଦେବନ କଲେ ଦ୍ରାବିଡ଼, ଖୁବଶୀଘ୍ର ଅନ୍ୟ ସମସ୍ତ କୋଚ୍‌ଙ୍କ କରାଯିବ ଚୟନ

ନୂଆଦିଲ୍ଲୀ: ରାହୁଲ ଦ୍ରାବିଡ ଆନୁଷ୍ଠାନିକ ଭାବେ ଭାରତୀୟ କ୍ରିକେଟ ଦଳର କୋଚ ପାଇଁ ଦରଖାସ୍ତ ଦାଖଲ କରିଛନ୍ତି । ଚଳିତ ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳ ପାଇଁ ନୂଆ ମୁଖ୍ୟ କୋଚ ଚୟନ କରାଯିବ । ତେବେ ବିସିସିଆଇ ସଭାପତି…

ଜାମ୍ମୁ-କାଶ୍ମୀରରେ ଜନତ୍‌ର ମଜା ନେଉଛନ୍ତି ‘ସୂର୍ଯ୍ୟବଂଶୀ’ ଅଭିନେତ୍ରୀ ନିହାରିକା, ଇନଷ୍ଟାରେ ସେୟାର କଲେ ଫଟୋ

ମୁମ୍ବାଇ: ଜାମ୍ମୁ କାଶ୍ମୀରର ପରିବେଶ ବହୁତ ଭଲ ଏବଂ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ପରିଦର୍ଶନ କରିବାକୁ ଆସନ୍ତି । ବର୍ତ୍ତମାନ କାଶ୍ମୀରରେ ଶହୀଦ ମକବୁଲ ଶେରୱାନୀଙ୍କ ଉପରେ ଏକ ଫିଲ୍ମର ସୁଟିଂ ଚାଲିଛି । ଫିଲ୍ମର…

ଆଜି ରାଜ୍ୟ-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ, କରୋନା ଟିକାକରଣ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ, ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ବୈଠକ ଡକାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ…

ଛେଳି ମୁହଁରେ ସେଲୋ ଟେପ୍ ମାରି କରୁଥିଲା ଚୋରୀ, ଛେଳି ଚୋର ରାକେଟର ପର୍ଦ୍ଦାଫାସ କଲା ପୋଲିସ: ୯ ଗିରଫ, ୨ ବାଇକ୍ ଜବତ

ନିମାପଡା (ଭାସ୍କର ନ୍ୟୁଜ୍‌): ପୁରୀ ଜିଲ୍ଲା ଅଞ୍ଚଳରେ ଛେଳି ଚୋର ରାକେଟ ସକ୍ରିୟ ହୋଇ ଉଠିଛନ୍ତି । ବିଭିନ୍ନ ଗରୀବ ଲୋକମାନେ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଛେଳି ଚାଷ କରିଛନ୍ତି । ମାତ୍ର ଚୋରମାନେ ରାତ୍ରରେ ଗାଡି…