Breaking News ଓଏଏସ୍ ସ୍ତରରେ ଛୋଟ ଧରଣ ବଦଳି: ୪୫ ଓଏଏସଙ୍କ ବଦଳି, ୭ ଓଏଏସ୍ ଅଧିକାରୀଙ୍କୁ ତହସିଲଦାର ଓ ଡେପୁଟି କଲେକ୍ଟର ଦାୟିତ୍ବ Abinash Kumar Dhal Sep 30, 2021 ୩୧ ବିଡିଓଙ୍କ ସମେତ ୪୫ ଓଏଏସଙ୍କ ବଦଳି
Breaking News ଆଜି ୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି Abinash Kumar Dhal Sep 30, 2021 ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ସୁଦୃଶ ଲଘୁଚାପ କ୍ଷେତ୍ର ବୁଧବାର ଗାଙ୍ଗୀୟ– ପଶ୍ଚିମବଙ୍ଗ ଉପତ୍ୟାକାର ପଶ୍ଚିମ ଭାଗ ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ…
Breaking News ମେହବୁବା ମୁଫ୍ତି ପୁଣି ଗୃହବନ୍ଦୀ, ନିଜେ ଟ୍ବିଟ୍ କରି ଦେଲେ ସୂଚନା Abinash Kumar Dhal Sep 30, 2021 ନୂଆଦିଲ୍ଲୀ/ ଶ୍ରୀନଗର: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିି ଅଧ୍ୟକ୍ଷା ମେହବୁବା ମୁଫ୍ତି ପୁଣି ଥରେ ଗୃହବନ୍ଦୀ ହୋଇଛନ୍ତି । ତାଙ୍କୁ ଘରୁ ବାହାରିବା ପାଇଁ ବାରଣ କରାଯାଇଛି । ତ୍ରାଲ୍ ପୁଲୱାମାରେ ଏକ…
Breaking News ରାଜ୍ୟରେ ୩ କୋଟି ଟପିଲା ଟିକାକରଣ, ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Abinash Kumar Dhal Sep 30, 2021 ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ କୋଟି ଡୋଜରୁ ଅଧିକ କରୋନା ଟିକାକରଣ ହୋଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ ଜରିଆରେ ସୂଚନା ଦେଇଛି । ରାଜ୍ୟରେ ଟିକାକରଣକୁ…
City News ଷ୍ଟିଲ ଦୋକାନୀଙ୍କଠୁ ପୂଜା ବଟି ଆଦାୟ କରି ବନ୍ଧା ହେଲେ ୨ ଯୁବକ, ଚାନ୍ଦା ରସିଦ୍ ଜବତ କଲା ପୁଲିସ Abinash Kumar Dhal Sep 30, 2021 କଟକ (ଭାସ୍କର ନ୍ୟୁଜ୍): ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକରେ ଥିବା ଏକ ଷ୍ଟିଲ ଦୋକାନ ମାଲିକଙ୍କୁ ୧୩ହଜାର ଟଙ୍କା ପୂଜା ଚାନ୍ଦା ଆଦାୟ କରିଥିବା ନେଇ ଅଭିଯୋଗ ହୋଇଥିଲା । ପୋଲିସ ଏହି ମାମଲାରେ କଲେଜ ଛକ ଜୁନୁଷ…
Breaking News ଆଜି ପିିପିଲି ଉପନିର୍ବାଚନ, ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୯ ହଜାର ୮୮୯ ଭୋଟର୍ Abinash Kumar Dhal Sep 30, 2021 ପିିପିଲି (ଭାସ୍କର ନ୍ୟୁଜ୍): ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଜି ସକାଳ ୭ଟାରୁ ପିିପିଲି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହେବ । ନୂଆ ବିଧାୟକ ବାଛିବେ ପିିପିଲିବାସୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ…
Featured ନ୍ୟୁଜରୁମରେ କ୍ରିଏଟିଭିଟିର ଅଭାବ ଓ ଷ୍ଟୋରୀର ଦେବାଳିଆପଣ ପାଇଁ ଯାଇଛି ଅରିନ୍ଦମଙ୍କ ଜୀବନ; କ୍ଷୋଭ ପ୍ରକାଶ କଲେ ସତ୍ୟ ପ୍ରକାଶ Abinash Kumar Dhal Sep 29, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗକୁ ନେଇ ଶୋକର ଛାୟା ଖେଳିଯାଇଛି । ଜଣେ ନୀର୍ଭିକ ସାମ୍ବାଦିକଙ୍କ ବିୟୋଗରେ ସବୁଆଡେ ଶୋକର ଛାୟା ଖେଳି ଯାଇଥିବା ବେଳେ ଏହାକୁ ନେଇ…
Featured ନିଶାରେ ଏତେ ଚୁର କି ନିଜକୁ ଖୋଜିବାକୁ ଗଠିତ ଅନୁସନ୍ଧାନକାରୀ ଦଳ ସହ ବାହାରିଲା ମଦୁଆ Abinash Kumar Dhal Sep 29, 2021 ନୂଆଦିଲ୍ଳୀ: ଜଣେ ୫୦ ବର୍ଷୀୟ ମଦୁଆ ଏମିତି କିଛି କାମ କରିଛି ଯାହା ଶୁଣିଲେ ଆପଣ ହସି ହସି ବେଦମ ହୋଇଯିବେ । ନିଖୋଜ ହୋଇଥିବା ଜଣେ ମଦୁଆକୁ ଖୋଜିବା ପାଇଁ ଗୋଟିଏ ଟିମ ଗଠନ ହୋଇଥିବା ବେଳେ ଏହି ଟିମ ସହିତ ମିଶି ନିଜକୁ…
Featured ଖରସ୍ରୋତା ପ୍ରକଳ୍ପରେ IIT ହାଇଦ୍ରାବାଦର ମିଥ୍ୟା ରିପୋର୍ଟ; ତଦନ୍ତ ଦାବି କଲା କଂଗ୍ରେସ Abinash Kumar Dhal Sep 29, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର):କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା ନଦୀରେ ନିର୍ମାଣଧୀନ ମେଗା ପାଇପ ଜଳ ପ୍ରକଳ୍ପରେ ଆଇ.ଆଇ.ଟି ହାଇଦ୍ରାବାଦର ଜାଲି ରିପୋର୍ଟ ଦେଖାଇ ସରକାର ପ୍ରକଳ୍ପ ମଂଜୁର କରିଛନ୍ତି । ଜାଲ ରିପୋର୍ଟ…
Featured ପ୍ରକାଶ ପାଇଲା OJEE ରେଜଲ୍ଟ; ବିଟେକରେ ପୀୟୁଷ ଚନ୍ଦୁକା ଟପ୍ପର Abinash Kumar Dhal Sep 29, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୁଧବାର ପ୍ରକାଶ ପାଇଛି ଓଜେଇଇ ପରୀକ୍ଷାଫଳ । ବୁଧବାର ପ୍ରକାଶିତ ପରୀକ୍ଷାଫଳରେ ୪୯ ହଜାର ୨୭୯ ଜଣ ରାଙ୍କରେ ଥିବା ଜଣାପଡିଛି । ସମୁଦାୟ ୪୯୩୬୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ…