CHARIDHAM

ଶୁବମନ ଗିଲଙ୍କ ଅର୍ଦ୍ଧଶତକ; କେକେଆର ପ୍ଲେ ଅଫ୍ ସମ୍ଭାବନା ବଢିଲା

ନୂଆଦିଲ୍ଳୀ: କୋଲକାତା ନାଇଟ ରାଇଡର୍ସ ଓପନର ଶୁବମନ ଗିଲଙ୍କ ଅର୍ଦ୍ଧଶତକ ଜରିଆରେ ସିଜିନର ଷଷ୍ଠ ବିଜୟ ହାସଲ କରିବା ସହିତ ପ୍ଲେ ଅଫର ନିକଟବର୍ତ୍ତୀ ହୋଇଛି । ୧୧୬ ରନ ଲକ୍ଷ୍ୟର ପିଛା କରୁଥିବ କୋଲକାତା ୧୯.୩ ଓଭରରେ ୪…

ରିଲିଜ ହେଲା ସମ୍ବଲପୁରୀ ଫୋକ ମ୍ୟୁଜିକ ‘ଏ ଲବ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁରୀ ଲୋକ ଗୀତ ଉପରେ ଆଧାରିତ ନୂତନ ସମ୍ବଲପୁରୀ ମ୍ୟୁଜିକ ଭିଡିଓ ଏ ଲବ୍ ଆଜି ଉଦଘାଟିତ ହୋଇଯାଇଛି । ମାଁ ସମଲେଶ୍ବରୀ ଙ୍କ ମନ୍ଦିର ଠାରେ ସ୍ୱତନ୍ତ୍ର ପୁଜାଚ୍ଚନା ପରେ ମ୍ୟୁଜିକ ଭିଡିଓ…

ବଡ଼ବିଲ ସିନେମା ହଲ ଛକରେ ବୋମା ମାଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଡ଼ବିଲ ଥାନା ସିନେମା ହଲ ଛକ ନିକଟରେ ଘଟିଯାଇଛି ବୋମାମାଡ । ସିନେମା ହଲ ଛକରେ ଥିବା ଓଡିଶା ହାର୍ଡୱେୟାରରେ ବୋମା ମାଡ଼ ଘଟିୟଛି । ମାଲିକ ଦିନେଶ ଅଗ୍ରୱାଲ ଅଳ୍ପକେ ବର୍ତି ଯାଇଥିବା ବେଳେ…

ସୀମାବିଵାଦର ସ୍ଥାୟୀ ସମାଧାନ ପାଇଁ ଅମରାବତୀ ପଦଯାତ୍ରାରେ ସମାଜସେବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ଓଡିଶା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଗାନ୍ଧୀ ଜୟନ୍ତୀରେ ପଦଯାତ୍ରାରେ ବାହାରିଥିବା ସମାଜସେବୀ ମୁକ୍ତିକାନ୍ତ ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ନିକଟରେ ପହଞ୍ଚିଲେ। ଭୁବନେଶ୍ୱରରୁ…

କିସ୍ କରିବା ଦ୍ୱାରା କମିଥାଏ ଓଜନ; ଜାଣନ୍ତୁ କଣ କହୁଛି ବିଜ୍ଞାନ

ନୂଆଦିଲ୍ଳୀ: କିସ୍ କରିବା ଦ୍ବାରା ଓଜନ କମ ହୋଇଯାଇଥାଏ, ଏହି କଥା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହି କଥା ସତ। ଏହି ସମ୍ପର୍କରେ ଆମେରିକାର ଲୁଇସ୍ ଭିଲେ ବିଶ୍ବବିଦ୍ୟାଳୟର ପ୍ରଫେସର ନିଜେ ଏକ…

ମାଲକାନଗିରିରେ ନୂତନ ପୋଲିସ ଥାନା ଉଦଘାଟନ କଲେ ପୋଲିସ ଡିଜି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଲକାନଗିରି ଗସ୍ତ କରିଛନ୍ତି ପୋଲିସ ଡିଜି ଅଭୟ। ଅଭୟଙ୍କ ସହ ଅଛନ୍ତି ଆଇଜି ଅପରେସନ ଅମିତାଭ ଠାକୁର। ମାଲକାନଗିରିର ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ଠାରେ ନବନିର୍ମିତ ପୋଲିସ ଥାନାକୁ…

ବୋଲରଙ୍କ ସଫଳତା; ୧୧୫ ରନରେ ସୀମିତ ହାଇଦ୍ରାବାଦ

ନୂଆଦିଲ୍ଳୀ: କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ମାତ୍ର ୧୧୫ ରନରେ ସୀମିତ ରହିଛି ହାଇଦ୍ରାବାଦ । ଦୁବାଇର ଧୀମା ଟ୍ରାକରେ କେକେଆର ବୋଲର ସନରାଇଜର୍ସ…

ଚିକିତ୍ସା ପାଇଁ ଆସିଥିଲେ ହସ୍ପିଟାଲ; ବାଥରୁମରେ ଦୁଷ୍କର୍ମର ଶିକାର ହେଲେ ମହିଳା

ନୂଆଦିଲ୍ଳୀ: ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିବା ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ହସ୍ପିଟାଲ ବାଥରୁମରେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୁଇ ଜଣ ସିକ୍ୟୁରିଟି…

କ୍ରୁଜ ଡ୍ରଗ୍ସ ମାମଲା: ଅକ୍ଟୋବର ୪ ଯାଏଁ NCB ରିମାଣ୍ଡରେ ଆର୍ୟନ

ମୁମ୍ବାଇ: ମୁମ୍ବାଇର ବହୁଚର୍ଚ୍ଚିତ କ୍ରୁଜ ଡ୍ରଗ୍ସ କେସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନକୁ ହେପାଜତରେ ନେଇଛି ଏନସିବି । ପଚରାଉଚୁରା ପରେ ଆର୍ୟନକୁ ଗିରଫ କରାଯାଇଥିଲା । ମୁମ୍ବାଇର ସ୍ୱତନ୍ତ୍ର ଏନସିବି କୋର୍ଟରେ…

କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପ୍ଲେ ଅଫରେ ଆରସିବି; ପଞ୍ଜାବ ବିଦା

ନୂଆଦିଲୀ: ବୋଲରଙ୍କ ସଫଳତା ବଳରେ ତୃତୀୟ ଦଳ ଭାବରେ ଆଇପିଏଲ ପ୍ଲେ ଅଫରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରିବା ସହିତ ପଞ୍ଜାବର ପ୍ଲେ ଅଫ ଆଶା ସମାପ୍ତ କରିଛି…