ଅନୁଭବ-ବର୍ଷା ବିବାଦ: ଶେଷ ହେଲା କାଉନ୍‌ସେଲିଂ, ୨୭ରେ ମାମଲାର ଶୁଣାଣି

ଭୁବନେଶ୍ୱର ( ଭାସ୍କର ନ୍ୟୁଜ୍‌) : ବର୍ଷା ଓ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ କାଉନ୍‌ସେଲିଂ ଶେଷ ହୋଇଥିବା ବେଳେ ଆସନ୍ତା ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । କାଉନ୍‌ସେଲିଂ ରିପୋର୍ଟ ଆଧାରରେ ମାମଲାର…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀ ଓ ଡିଏଫଓଙ୍କ ହୋଇପାରେ ଲାଇ ଡିଟେକସନ୍‌ ଟେଷ୍ଟ

ପାରଳାଖେମୁଣ୍ଡି (ଭାସ୍କର ନ୍ୟୁଜ୍): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି । ଏହି କ୍ରମରେ ପାରଳାଖେମୁଣ୍ଡି ଡିଏଫଓ…

ଆଜି ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ଜନ୍ମ ଓ ଗହ୍ମାପୂର୍ଣ୍ଣିମା ନୀତି: ଦୁଇ ଭାଇଙ୍କୁ ରାଖୀ ବାନ୍ଧିବେ ମା’ ସୁଭଦ୍ରା

ପୁରୀ (ଭାସ୍କର ନ୍ୟୁଜ୍): ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଅର୍ଥାତ୍‌ ରାକ୍ଷୀ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି ଓ ଗହ୍ମାପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ। ଦେବୀ ସୁଭଦ୍ରା ଦୁଇ ଭାଇଙ୍କୁ…

ଆହୁରି ଶକ୍ତିଶାଳୀ ହେବେ ଆତଙ୍କୀ: ତାଲିବାନ୍‌ରେ ମିଶିଲେ ହଶମତ୍‌ ଘନି

ଆଫଗାନିସ୍ତାନ: ନିଜ ଜୀବନକୁ ବଞ୍ଚାଇବା ପାଇଁ ତାଲିବାନଙ୍କ କବଳରୁ ଖସି ଆବୁଧାବିରେ ଆତ୍ମଗୋପନ କରିଥିବା ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସାନ ଭାଇ ହଶମତ ଘନି ଅହମଜଇ ତାଲିବାନଙ୍କ ସହ ହାତ…

ପୂର୍ବ ଉପକୂଳରେ ହାଇଆଲର୍ଟ: ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ‘ହେନେରୀ’!

ୱାସିଂଟନ : ସାମୁଦ୍ରିକ ଝଡ ହେନେରୀକୁ ନେଇ ଚେତାବନୀ ଦେଇଛନ୍ତି ମେଟୋଲୋଜି ବିଭାଗ । ଏହାର ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ଦିଆଯାଇଛି ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏନେଇ ଆମେରିକାର ପୂର୍ବ ଉପକୂଳରେ…

ଆଜି ରାକ୍ଷୀ ପୂର୍ଣ୍ଣିମା: ଭାଇ-ଭଉଣୀଙ୍କ ସ୍ନେହର ବନ୍ଧନକୁ ଦୃଢ କରେ ରାକ୍ଷୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଅର୍ଥାତ୍‌ ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀର ସ୍ନେହ ବନ୍ଧନକୁ ଦୃଢ କରିଥାଏ ରେଶମୀ ଡୋରି ରାକ୍ଷୀ । ଏହାର ମହତ୍ତ୍ୱ ଅନେକ ରହିଥିବା ବେଳେ ରାକ୍ଷୀ…

ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପରଲୋକ, ୩ ଦିନିଆ ରାଜ୍ୟସ୍ତରୀୟ ଶୋକ ପାଳନ

ଲକ୍ଷ୍ନୌ (ଭାସ୍କର ନ୍ୟୁଜ୍) : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ଓ ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କର ୮୯ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କିଛିଦିନ ହେବ ଲକ୍ଷ୍ନୌ…

ନିୟମିତ ନାଇଟ ସିଫ୍ଟ କରୁଛନ୍ତି କି? ଭୋଗି ପାରନ୍ତି ଏହି ସବୁ ଜଟିଳ ସମସ୍ୟା

ନୂଆଦିଲ୍ଲୀ: ନିକଟରେ ବୈଜ୍ଞାନିକ ମାନଙ୍କ ପାଖରୁ କରା ଯାଇଥିବା ଏକ ରିସର୍ଚ୍ଚରେ ଏକ ଅଜବ ତଥ୍ୟ ସାମ୍ନାକୁ ଆସିଛି । ନିୟମିତ ନାଇଟ ଶିଫ୍ଟ କରୁଥିଲେ ଆମ ଶରୀରରେ ଏକାଧିକ ଜଟିଳ ସମସ୍ୟା ଦେଖାଯାଇପାରେ ବୋଲି ଏହି ରିସର୍ଚ୍ଚ…

ଚାକିରି ଗଲେ ବି ୨୦୨୨ ଯାଏଁ ମିଳିବ PF ଟଙ୍କା; ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା। କରୋନା ସମୟରେ ଚାକିରୀ ହରାଇଥିବା ଲୋକଙ୍କ ପାଇଁ ଖୁସି ଖବର। ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କୋରୋନା ରେ ଚାକିରି ହରାଇଥିବା…

ତାଲିବାନ ଶିଶୁଙ୍କୁ ରକ୍ଷାକଲା ଆମେରିକୀୟ ସେନା; ଇଣ୍ଟରନେଟରେ ଜିଣିଲେ ସଭିଙ୍କ ହୃଦୟ

ଆଫଗାନିସ୍ତାନରେ ତାଲିବାନୀ ଶାସନ ଜାରୀ ହେବାପରଠାରୁ ସବୁଠାରୁ ଅଧିକ ନିର୍ଯାତିତ ହେଉଛନ୍ତି ମହିଳା ଓ ଶିଶୁ । ସମଗ୍ର ବିଶ୍ୱ ଏନେଇ ସମବେଦନା ଜଣାଉଥିବାବେଳେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହି ଆମେରିକୀୟ ସେନା ସମସ୍ତଙ୍କ…