୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା…

ନୀରଜଙ୍କୁ ସମ୍ମାନିତ କଲା ରାଜପୁତାନା ରାଇଫଲ୍ସ

ନୂଆଦିଲ୍ଳୀ: ଟୋକିଓରେ ସ୍ୱର୍ଣ୍ଣ ପଦକ ବିଜୟୀ ନୀରଜ ଚୋପ୍ରାଙ୍କୁ ଭାରତୀୟ ଆର୍ମି ପକ୍ଷରୁ ସମ୍ମାନିତ କରାଯାଇଛି । ଭାରତୀୟ ସେନାରେ ସୁବେଦାର ଭାବରେ କାର୍ଯ୍ୟ କରୁଥିବା ନୀରଜଙ୍କୁ ରାଜପୁତାନା ରାଇଫଲ୍ସ ପକ୍ଷରୁ ସମ୍ମାନିତ…

ହଟହଟା ହେଲେ ହକି ଖେଳାଳି; ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟୋକିଓରେ ଓଡ଼ିଶାର ସ୍ୱତନ୍ତ୍ର ଛବି ତିଆରି କରି ରାଜ୍ୟକୁ ଫେରିଥିବା ହକି ଖେଳାଳି ମାନଙ୍କୁ ଅପମାନିତ ହେବାକୁ ପଡିଛି । କମିଶନରେଟ ପୋଲିସର ସାମାନ୍ୟ ଭୁଲ କାରଣରୁ ଖେଳାଳି ମାନଙ୍କ ସୁରକ୍ଷା…

୨ ହଜାର କିମି ଉଡିଥିଲା OLYMPICS; ଶେଷରେ ବିଲେଇ ହାତରେ ପ୍ରାଣ ଗଲା

ନୂଆଦିଲ୍ଲୀ: ଅଲିମ୍ପିକ୍ସ ୨ ହଜାର କିମି ଉଡିଥିଲେ ମଧ୍ୟ ଶେଷରେ ବିଲେଇ ହାତରେ ପ୍ରାଣ ଯାଇଛି । ଆମେ କଥା ହେଉଛେ ଏକ ବିରଳ ବାଦୁଡି ସମ୍ପର୍କରେ । ଏହି ବାଦୁଡିର ଓଜନ ମାତ୍ର ୮ ଗ୍ରାମ ହୋଇଥିବା ବେଳେ ଏହାର ଆକାର ମାତ୍ର…

ଓଡ଼ିଆ ଅଲିମ୍ପିଆନଙ୍କ ଘରବାହୁଡା; ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ୍ସ ସମାପିତ ହୋଇଥିବା ବେଳେ ଉଭୟ ପଦକ ଓ ହୃଦୟ ଜିତିଥିଲା ପୁରୁଷ ହକି ଦଳ । ସେହିପରି ଅଳ୍ପକେ ବ୍ରୋଞ୍ଜ ମୁକାବିଲାରେ ପରାଜିତ ହୋଇଥିଲେ ହେଁ ଇତିହାସ ରଚିବାରେ ସଫଳ ହୋଇଛି…

ଟୋକିଓ ବିଜେତାଙ୍କୁ ସମ୍ମାନ ଜଣାଇବ ବିଧାନସଭା

ନୂଆଦିଲ୍ଳୀ: ଅଲିମ୍ପିକ୍ସରେ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଥିବା ବକ୍ସର ଲଭଲିନା ବୋର୍ଗୋହେନଙ୍କୁ ସମ୍ମାନିତ କରିବ ଆସାମ ବିଧାନସଭା । ସଦ୍ୟ ସମାପିତ ଟୋକିଓ ୨୦୨୦ରେ ବ୍ରୋଞ୍ଜ ପଦକ ବିଜୟିନୀ ଲଭଲିନାଙ୍କୁ ଗୁରୁବାର…

୨୧ ବର୍ଷ ପରେ ନୂଆ କ୍ଲବରେ MESSI; ପୁଣି ଥରେ ଦେଖିବାକୁ ମିଳିବ ମେସି-ନେମ୍ୟାର ମ୍ୟାଜିକ

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ଅଧିନାୟକ ଓ ପୂର୍ବତନ ବାର୍ସେଲୋନା ସୁପରଷ୍ଟାର ଲିଓନେଲ ମେସି ଦୀର୍ଘ ୨୧ ବର୍ଷ ପରେ ଆଉ ଏକ କ୍ଲବର ଜର୍ସିରେ ନଜର ଆସିବେ । ଫ୍ରାନ୍ସର କ୍ଲବ ପ୍ୟାରିସ୍ ସେଣ୍ଟ ଜର୍ମାନ(ପିଏସଜି) ସହିତ ଯୋଗ…

ବିନେଶ ଫୋଗଟ ନିଲମ୍ବିତ; ସୋନମ ମଲିକଙ୍କୁ ନୋଟିସ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବିଫଳତା ପରେ ବିନେଶ ଫୋଗଟଙ୍କୁ ନିଲମ୍ବିତ କରିଛି ଭାରତୀୟ କୁସ୍ତିଯୋଦ୍ଧା ସଂଘ । ଟୋକିଓରୁ ଫେରିବାର ମାତ୍ର ଗୋଟିଏ ଦିନ ମଧ୍ୟରେ ବିନେଶଙ୍କୁ ନିଲମ୍ବିତ କରାଯାଇଛି । ଟୋକିଓର…

ସ୍ୱତନ୍ତ୍ର ବିମାନରେ ଫେରିବେ ଆଫଗାନିସ୍ତାନରେ ଫସିଥିବା ଭାରତୀୟ; ଜାରି ହେଲା ହେଲ୍ପଲାଇନ ନମ୍ବର

ନୂଆଦିଲ୍ଳୀ: ଆଫଗାନିସ୍ତାନରେ ତାଲିବାନୀଙ୍କ ପ୍ରଭାବ ବଢି ଚାଲିଥିବା ବେଳେ ସେଠାରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର । ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କ…

ପୁଣି ଥରେ ବଢିଲା OJEE ଅବଧି; ଜାଣନ୍ତୁ କେବେ ରହିଛି ଅନ୍ତିମ ତାରିଖ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଓଜେଇଇ ୨୦୨୧ର ଅବଧି ପୁନର୍ବାର ବୃଦ୍ଧି କରାଯାଇଛି । ବି ଟେକ୍ ବ୍ୟତିତ ଅନ୍ୟ ସମସ୍ତ କୋର୍ସ ପାଇଁ ଫର୍ମ ପୂରଣ ଅବଧି ଅଗଷ୍ଟ ୧୮ ଯାଏଁ ବଢାଇ ଦିଆଯାଇଛି ।…