Astrology ରାଶିଫଳ (ମଙ୍ଗଳବାର,୧୩ ଜୁଲାଇ ୨୦୨୧) Abinash Kumar Dhal Jul 13, 2021 ମେଷ: ପରିବାର ମଧ୍ୟରେ ହସଖୁସିରେ ଦିନ କଟିବ କିନ୍ତୁ ଅର୍ଥ ଚିନ୍ତା ରହିବ । କର୍ମକ୍ଷେତ୍ରରେ ସୁଧାର ଆସିବ । ସରକାରୀ ସହାୟତା ମିଳିବ । ପାରିବାରିକ ସମ୍ପର୍କରେ ବୁଝାମଣା ଅଭାବ ରହିବ । ବୃଷ: ଚାକିରି ବା ରୋଜଗାର…
Featured ଆପଣଙ୍କ ନଖ କହିଦେବ ଆପଣଙ୍କୁ ହେବ କେଉଁ ରୋଗ Abinash Kumar Dhal Jul 12, 2021 ଓଡ଼ିଶା ଭାସ୍କର: ଶରୀର ସୁସ୍ଥ ରହିଥବା ସମୟରେ ଆମର ପାଦ ଆଙ୍ଗୁଠି ସୁନ୍ଦର ଏବଂ ସୁସ୍ଥ ରହିଥାଏ । ବୟସବୃଦ୍ଧି ସହିତ ବିଭିନ୍ନ ଶାରୀରିକ ସମସ୍ୟା ଦେଖା ଦେବା ସହିତ ଆଙ୍ଗୁଠି ଉପରେ ଏହାର ପ୍ରଭାବ ପଡିଥାଏ । ସମୟାନୁକ୍ରମେ…
Featured ଜାଣନ୍ତୁ କିଏ ଏହି ଶେର ବାହାଦୂର ଦେବୁଆ;୫ମ ଥର ପାଇଁ ହେବେ ନେପାଳ ପ୍ରଧାନମନ୍ତ୍ରୀ Abinash Kumar Dhal Jul 12, 2021 କାଠମାଣ୍ଡୁ: ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଶେର ବାହାଦୂର ଦେବୁଆ । ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେବୁଆଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା…
Featured ମହିଳା ଚେସ୍ ବିଶ୍ୱକପ୍: ବିଜୟରୁ ପଦ୍ମିନୀଙ୍କ ଅଭିଯାନ Abinash Kumar Dhal Jul 12, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଶାର ଚେସ ଖେଳାଳି ପଦ୍ମିନୀ ରାଉତ ବିଜୟରୁ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛନ୍ତି । ଆଇଏମ୍ ପଦ୍ମିନୀ ପ୍ରଥମ ରାଉଣ୍ଡରେ ଆଜରବୈଜାନର ଡବ୍ଲ୍ୟୁଜିଏମ୍ ଉଲଭିୟା ଫାଟାଲିୟେଭାଙ୍କୁ…
Featured ଶ୍ରୀମନ୍ଦିର ଦ୍ୱାର ରୂପାଛାଉଣୀକୁ ASIର ଅନୁମତି Abinash Kumar Dhal Jul 12, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ଦ୍ୱାରକୁ ରୂପା ଛାଉଣୀ କରିବାକୁ ଅନୁମତି ମିଳିଛି । ଭାରତୀୟ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ସୋମବାର ଏହି ଅନୁମତି ପ୍ରଦାନ କରାଯାଇଛି । ଏହା ସହିତ ଆସନ୍ତା ୧୪ ତାରିଖରେ…
Featured ହୁସିଆର; ହିନ୍ଦୁ ଅଞ୍ଚଳରେ ଗୋ ମାଂସ ବିକିଲେ ଅବସ୍ଥା ସିଭିଅର ହେବ Abinash Kumar Dhal Jul 12, 2021 ଗୌହାଟି: ହିନ୍ଦୁ ଅଞ୍ଚଳରେ ଗୋମାଂସ ବେପାର ହୋଇ ପାରିବ ନାହିଁ ବୋଲି ନିୟମ ଆଣିଛନ୍ତି ଆସାମ ସରକାର । ସୋମବାର ଆସାମ ସରକାରଙ୍କ ପକ୍ଷରୁ ଏହାର ପଶୁ ସୁରକ୍ଷା ଆଇନକୁ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଲାଗୁ କରାଯାଉଥିବା…
Featured ବହୁତ ଲୋକ ଜାଣି ନାହାନ୍ତି; କେମିତି ଧୋନି ହେଲେ ବିଶ୍ୱର ଶ୍ରେଷ୍ଠ ଫିନିସର Abinash Kumar Dhal Jul 12, 2021 ରାଞ୍ଚି: ଭାରତୀୟ କ୍ରିକେଟର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ୱର ଅନ୍ୟତମ ସଫଳ ଅଧିନାୟକ ଭାବରେ ବିବେଚନା କରାଯାଇଥାଏ । କେବଳ ଅଧିନାୟକତ୍ୱ ନୁହେଁ ନିଜର ଅଦମ୍ୟ ଫିନିଶିଂ ଷ୍ଟାଇଲ ଏବଂ ଆକ୍ରମଣାତ୍ମକ…
Featured ସରକାରଙ୍କ ଝାଳ ବାହାର କରିବ ୧୫ ତାରିଖର ୬ ଘଣ୍ଟିଆ ଓଡ଼ିଶା ବନ୍ଦ Abinash Kumar Dhal Jul 12, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପେଟ୍ରୋଲ୍, ଡିଜେଲ୍, ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ୍ ବୃଦ୍ଧି ବିରୁଦ୍ଧରେ ପ୍ରମୁଖ ବାମପନ୍ଥୀ ଦଳମାନଙ୍କ ଦ୍ୱାରା ଆସନ୍ତା ୧୫ ତାରିଖରେ ୬ ଘଂଟିଆ ଓଡିଶା ବନ୍ଦ…
Breaking News ପୁଣିଥରେ ଘୁଞ୍ଚିଲା OJEE ଆବେଦନ; ଜାଣନ୍ତୁ କେବେ ରହିଛି ଶେଷତାରିଖ Abinash Kumar Dhal Jul 12, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଜେଇଇ ୨୦୨୧ ପାଇଁ ପୁଣି ଥରେ ଫର୍ମ ପୂରଣ ଅବଧି ବଢିଛି । ବିଟେକ୍ ବ୍ୟତିତ ଅନ୍ୟ ସମସ୍ତ ପାଠ୍ୟକ୍ରମ ପାଇଁ ଅନଲାଇନ ଆବେଦନର ତାରିଖ ଘୋଷଣା କରାଯାଇଛି । ଅନଲାଇନ ଆବେଦନ ପାଇଁ ଶେଷ ତାରିଖ…
Featured ପୋଲିସ ଉପରକୁ ଆଙ୍ଗୁଳି ଉଠାଇଲେ ମାୟାବତୀ ଓ ଅଖିଳେଶ Abinash Kumar Dhal Jul 12, 2021 ନୂଆଦିଲ୍ଳୀ: ଉତ୍ତର ପ୍ରଦେଶରୁ ଦୁଇ ଅଲକାଏଦା ଆତଙ୍କବାଦୀ ଗିରଫ ହୋଇଥିବା ବେଳେ ଏବେ ଏହାକୁ ନେଇ ରାଜନୈତିକ ରୁଟି ସେକା ଚାଲିଛି । ରାଜ୍ୟର ଦୁଇ ଦୁଇ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ପୋଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକଟ…