ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌: ଆଜି ଓ କାଲି ବାତ୍ୟା ପ୍ରଭାବିତ ୪ ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରି କେନ୍ଦ୍ରକୁ ଦେବେ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ସାମୁଦ୍ରିକ ବାତ୍ୟା ୟାଶ୍ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସମୀକ୍ଷା କରି ୫୦୦କୋଟି ଟଙ୍କା…

ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ କରୋନା ପଜିଟିଭ, ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ରୋହତକ ସୁନାରିୟା ଜେଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲଦଣ୍ଡ କାଟୁଥିବା ଡେରା ସଚ୍ଚା ସୌଦା ପ୍ରମୁଖ ରାମ ରହିମ କରୋନା ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ତାଙ୍କୁ ମେଦାନ୍ତ…

ରାଜ୍ୟପାଳ ଧନକଡଙ୍କ ଉପରେ ବର୍ଷିଲେ ଟିଏମସି ସାଂସଦ, କହିଲେ- ଅଙ୍କଲ ଜୀ ରାଜଭବନକୁ ଥଇଥାନ କେନ୍ଦ୍ର କରି ଦେଲେ  

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ମଧ୍ୟ ଆରୋପ-ପ୍ରତ୍ୟାରୋପ ପର୍ବ ଜାରି ରହିଛି। କେତେବେଳେ ରାଜ୍ୟ ଏବଂ କେନ୍ଦ୍ର ସରକାର ମଧ୍ୟରେ କଳି ହେଉଛି ତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ…

ଅଡୁଆ ବଢୁଥିବା ଦେଖି ବଦଳିଲା ମେହୁଲ ଚୋକସିଙ୍କ ସ୍ଵର, କହିଲେ- ପଳାୟନ କରିନି, ଏହି କାରଣରୁ ଦେଶ ଛାଡିଛି

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି)ର ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସି ନିଜର ଅଡୁଆ ବଢୁଥିବା ଦେଖି ସ୍ଵର ବଦଳାଇଛନ୍ତି। ପିଏନବିରୁ ହଜାର ହଜାର କୋଟି ଟଙ୍କା ଲୁଟି ଦେଶରୁ ଫେରାର ହୋଇଥିବା…

କର୍ଣ୍ଣାଟକ ରାଜନୀତି ଚଳଚଂଚଳ, ୟେଦୁରପ୍ପା କହିଲେ- ମୁଁ ସେହି ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି, ଯେଉଁ ଦିନ…

ବେଙ୍ଗାଲୁରୁ : ଗତ କିଛି ମାସ ହେବ କର୍ଣ୍ଣାଟକ ରାଜନୀତି ଚଳଚଂଚଳ ହୋଇ ଉଠିଛି । ରାଜ୍ୟ ବିଜେପିରେ ଦଳୀୟ କନ୍ଦଳ ବଢୁଥିବା ଦେଖିବାକୁ ମିଳିଛି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ବିରୋଧରେ ବିଜେପିର…

ଏବେ ହାତକୁ ଆସିବ କମ ଦରମା, ସରକାର ଆଣୁଛନ୍ତି ନୂତନ ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କଣ ପଡିବ ପ୍ରଭାବ

ନୂଆଦିଲ୍ଲୀ : ଆଗାମୀ କିଛି ମାସରେ ଦେଶରେ ନୂତନ ଶ୍ରମ ଆଇନ ଲାଗୁ ହେବାକୁ ଯାଉଛି । ଏହାକୁ ଅନ୍ତିମ ରୂପ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଏହି ଆଇନ ଲାଗୁ ହେବା ପରେ କର୍ମଚାରୀଙ୍କ ହାତକୁ…

ଜି ୭ ଦେଶ ମଧ୍ୟରେ ଐତିହାସିକ ରାଜିନାମା, ଗୁଗଲ-ଫେସବୁକ ଉପରେ ଲାଗିବ ୧୫ % କର୍ପୋରେଟ୍ ଟ୍ୟାକ୍ସ

ଲଣ୍ଡନ : ସଂଯୁକ୍ତ ରାଷ୍ଟ୍ର ଆମେରିକା, ବ୍ରିଟେନ ସମେତ ଜି ୭ର ସମସ୍ତ ଦେଶ ଏକ ଐତିହାସିକ ରାଜିନାମା କରିବାକୁ ଯାଉଛନ୍ତି । ଏହି ରାଜିନାମା ଗୁଗଲ, ଆପଲ, ଫେସବୁକ ପରି ମଲଟିନ୍ୟାସନାଲ କମ୍ପାନୀ ଉପରେ ଉଚ୍ଚ ବୈଶ୍ୱିକ କର…

ଆସିଲା ୨ଲକ୍ଷରୁ ଅଧିକ ‘କୋଭିସିଲ୍ଡ’ ଟିକା, ୧୮-୪୪ବର୍ଗ ପାଇଁ ଦୂର ହେଲା ଟିକା ସଂକଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାକୁ ଆସିଛି ଆଉ ୨ଲକ୍ଷ ୨୭ ହଜାର ୭୫୦ ଡୋଜ୍‌ କୋଭିସିଲ୍ଡ ଟିକା । ଶନିବାର ପୁନେସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରୁ ସ୍ୱତନ୍ତ୍ର ବିମାନ ଯୋଗେ ଏହି ଟିକା ଆସି…

ନିର୍ମାଣାଧୀନ କୋଠାରୁ ଚୋରି କରିବା ଯୁବକକୁ ପଡିଲା ମହଙ୍ଗା, ଅଭିଯୁକ୍ତ ଧରିଲା ପୁଲିସ

ଭୁବନେଶ୍ୱର (ଓଡିଶା ଭାସ୍କର) : ନିର୍ମାଣାଧୀନ କୋଠାରୁ ଚୋରି କରିବା ଜଣେ ଯୁବକକୁ ମହଙ୍ଗା ପଡ଼ିଛି । ଏ ନେଇ ଅଭିଯୋଗ ହେବା ପରେ ଖଣ୍ଡଗିରି ଥାନା ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି । ଗିରଫ ଯୁବକଙ୍କ ନାମ ମୁନୁ ଓରଫ…

ସୁମିତ୍‌ଙ୍କ ଅଲିମ୍ପିକ୍‌ ସ୍ୱପ୍ନ ଧୂଳିସାତ୍‌, ଡୋପ୍‌ ଟେଷ୍ଟରେ ବିଫଳ ପରେ ୬ ମାସ ପାଇଁ ହେଲେ ସସ୍‌ପେଣ୍ଡ୍‌

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) :  ଗତ ମେ ମାସରେ ବୁଲଗାରିଆର ସୋଫିଆରେ ଅନୁଷ୍ଠିତ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ଭାରତୀୟ ରେସଲର ସୁମିତ ମଲିକ ସଫଳ ହୋଇ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା…