ଭୁଲ୍ ରେ ମଧ୍ୟ ଏହିସବୁ ଜିନିଷକୁ ଫ୍ରିଜରେ ରଖନ୍ତୁ ନାହିଁ, କାହିଁକି ଏପରି କରିବା ଉଚିତ୍ ନୁହେଁ? ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ: ଫ୍ରିଜରେ ଅଧିକାଂଶ ଲୋକେ ସମସ୍ତ ପ୍ରକାର ଜିନିଷକୁ ଅଧିକ ଦିନ ଯାଏଁ ସତେଜ ରଖିବା ପାଇଁ ଏସବୁକୁ ଫ୍ରିଜରେ ରଖି ଦେଇଥାଆନ୍ତି । ମାତ୍ର ଏପରି କେତେକ ଜିନିଷ ରହିଛି ଯାହାକୁ ଫ୍ରିଜରେ ରଖିବା ଦ୍ୱାରା ତାହାର…