CHARIDHAM

ୟୁଏଇରେ ଖେଳାଯିବ ଆଇପିଏଲ୍-୧୪ର ଅବଶିଷ୍ଟ ମ୍ୟାଚ : ଅକ୍ଟୋବର ୯ରେ ଫାଇନାଲ୍‌ ମ୍ୟାଚ୍, ଦିନକୁ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) କ୍ରିକେଟର ଦ୍ୱିତୀୟ ଭାଗ ଆସନ୍ତା ସେପ୍ଟେମ୍ବର ତୃତୀୟ ସପ୍ତାହରୁ ଅନୁଷ୍ଠିତ ହେବ ବୋଲି ମଙ୍ଗଳବାର ଦିନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଫୁସଫୁସ ସଂକ୍ରମଣକୁ ନେଇ ଚିନ୍ତିତ ଡାକ୍ତର

କୋଲକାତା( ଓଡ଼ିଶା ଭାସ୍କର): କରୋନାରେ ସଂକ୍ରମିତ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି । ମଙ୍ଗଳବାର ସକାଳେ ତାଙ୍କର ଅମ୍ଳଜାନ ସ୍ତର ୯୦…

ବାତ୍ୟା ‘ୟଶ୍’ ପ୍ରଭାବ: ଆଜି ବନ୍ଦ ରହିବ ଟିକାକରଣ, ୨୬ରେ ସ୍ଲଟ୍‌ ବୁକିଂ କରିଥିବା ଲୋକ ୨୯ରେ ଟିକା ନେଇପାରିବେ

ଭୁବନେଶ୍ବର(ଓଡ଼ିଶା ଭାସ୍କର): ଅତି ଖୀପ୍ର ବେଗରେ ମାଡି ଆସୁଛି ବାତ୍ୟା ୟଶ୍।   ଭଦ୍ରକର ଧାମରାରୁ ମାତ୍ର ୪୦ କିମି ଦୂରରେ ରହିଥିବା ବେଳେ ବାଲେଶ୍ବର ଓ ପଶ୍ଚିମବଙ୍ଗର ଦୀଘାଠୁ ୯୦ କିମି ଦୂରରେ ୟଶ୍ । ଅତି ଭୟଙ୍କର…

ବିଶିଷ୍ଟ ଅଭିନେତା ତଥା ଭଞ୍ଜନଗରର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ପରଲୋକ

ଭଞ୍ଜନଗର (ଓଡ଼ିଶା ଭାସ୍କର): ବିଶିଷ୍ଟ କଳାକାର, ନାଟ୍ୟ ନିର୍ଦ୍ଦେଶକ, ଜଣେ ସାହିତ୍ୟପ୍ରେମୀ, ସୁନାମଧନ୍ୟ ଓକିଲ, ସଫଳ ରାଜନେତା ତଥା ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ୮୨ ବର୍ଷ ବୟସରେ…

ମାଡ଼ି ଆସୁଛି ବାତ୍ୟା ‘ୟଶ୍’,ଅଶାନ୍ତ ହୋଇଛି ସମୁଦ୍ର; ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହେବ: IMD ଡିଜି…

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୫ା୫ (ବ୍ୟୁରୋ): ବାତ୍ୟାର ସ୍ଥିତି ଓ କ୍ଷୟକ୍ଷତି ନେଇ ଭାରତୀୟ ପାଣିାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଆକଳନ କରି କହିଛନ୍ତି ଯେ, ଏହି ବାତ୍ୟା ଧାମରା ଓ ଚାନ୍ଦବାଲିରେ ସବୁଠାରୁ ବେଶି…

ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସରଳ ରେଖାରେ ଆସିବେ, ଜାଣନ୍ତୁ ବିଶ୍ବବାସୀଙ୍କ ଉପରେ କ’ଣ ପଡିବ…

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର); ବାତ୍ୟା ଓ କରୋନାର ଆତଙ୍କ ମଧ୍ୟରେ ଆଜି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଦେଖାଯିବ । ଏହା ୨୦୨୧ ମସିହାର ଶେଷ ‘ସୁପରମୁନ୍‌’ ଭାବେ ଦେଖାଯିବ । ଏଥର ଚନ୍ଦ୍ରଗ୍ରହଣ ଓଡ଼ିଶାବାସୀ ମଧ୍ୟ ଦେଖି…

ମାଡି ଆସୁଛି ବାତ୍ୟା ୟଶ୍, ପାରାଦୀପରୁ୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ: ବାସୁଦେବପୁର, ବାହାନଗା ମଧ୍ୟରେ କରିବ ଲ୍ୟାଣ୍ଡ୍‌ଫଲ୍‌, ବୁଧବାର…

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ବାତ୍ୟା "ୟଶ୍' । ସମୁଦ୍ର ମଧ୍ୟରେ ଏହା ଘଣ୍ଟାପ୍ରତି ୧୫ କି.ମି. ବେଗରେ ଗତି କରୁଛି । ଏବେ  ସୁଦ୍ଧା…

ସାଗର ହତ୍ୟାକାଣ୍ଡ: ସୁଶୀଲ କୁମାରଙ୍କୁ ଚାକିରିରୁ ସସପେଣ୍ଡ କଲା ରେଲୱେ

ନୂଆଦିଲ୍ଲୀ : ୨୦ ଦିନର ଲୁଚକାଳି ଖେଳ ପରେ ଦିଲ୍ଲୀ ପୋଲିସର ପଞ୍ଝାକୁ ଆସିବା ପରେ ପହିଲମା ସୁଶୀଲ କୁମାରଙ୍କ ମୁସ୍କିଲ ବଢିବାରେ ଲାଗିଛି । ଏବେ ସୁଶୀଲଙ୍କୁ ଉତର ରେଲୱେ ଚାକିରିରୁ ନିଲମ୍ବନ କରିଛି । ଉତର ରେଲୱେର…

ରତନ ଟାଟାଙ୍କ ଉଦାରତା, କୋଭିଡରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ମିଳିବ ଅବସର ପର୍ଯ୍ୟନ୍ତ ଦରମା

ନୂଆଦିଲ୍ଲୀ : ଦେଶର ବଡ ଉଦ୍ୟୋଗପତି ରତନ ଟାଟା ପୁଣି ଥରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ରତନ ଟାଟାଙ୍କ କମ୍ପାନୀ ଟାଟା ଷ୍ଟିଲ୍ କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରର ସଦସ୍ୟଙ୍କ ପାଇଁ…

ଇସିବି ବଢାଇଲା ବିସିସିଆଇର ଟେନସନ, ଆଇପିଏଲ ୨୦୨୧ର ବାକି ମ୍ୟାଚକୁ ନେଇ ଦୋଛକିରେ ଗାଙ୍ଗୁଲି ପ୍ରଶାସନ

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଂଚ ମ୍ୟାଚ୍ ବିିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଅଗଷ୍ଟ ୪ରୁ ଆରମ୍ଭ ହେବ । ଅନ୍ୟପଟେ ବିସିସିଆଇ ଆଇପିଏଲର ବଳକା ମ୍ୟାଚର ଆୟୋଜନ ପାଇଁ ଯଥା ସମ୍ଭବ ଉଦ୍ୟମ ଜାରି ରଖିଛି । ଏଥିପାଇଁ…