ସୀମା ଶୁଳ୍କରେ ଠକିଛି ଭିଭୋ ଇଣ୍ଡିଆ, ଦେବାକୁ ପଡ଼ିବ ୨,୨୧୭ କୋଟି ଟ୍ୟାକ୍ସ
ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ କମ୍ପାନୀ ଭିଭୋ ଇଣ୍ଡିଆ ଦ୍ୱାରା ପ୍ରାୟ ୨,୨୪୭ କୋଟି ଟଙ୍କାର ସୀମା ଶୁଳ୍କ ଚୋରି କରିଥିବାନେଇ କହିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) । ଅର୍ଥ ମନ୍ତ୍ରାଳୟ ତରଫରୁ ବୁଧବାର ଏହି…