ସୋସିଆଲ ମିଡିଆ ନ୍ୟୁଜ୍ ଚ୍ୟାନେଲଙ୍କ ପାଇଁ ନାହିଁ ବିଧିବଦ୍ଧ ଆଇନ୍, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବିଧାନସଭା ଅଧିବେଶନରେ ବିଧାୟକ ନାଉରୀ ନାୟକଙ୍କ ସୋସିଆଲ ମିଡିଆ ନ୍ୟୁଜ୍ ଚ୍ୟାନେଲକୁ ସରକାରୀ କାର୍ଯ୍ୟକ୍ରମରେ ଅନୁମତି ନେଇ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସୂଚନା ଓ ଲୋକ ସମ୍ପର୍କ…

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆରମ୍ଭ ହେଲା ନାମାଙ୍କନ

ନୂଆଦିଲ୍ଲୀ: ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ସରିବା ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ହୋଇଛି ବିଜ୍ଞପ୍ତି । ବିଜ୍ଞପ୍ତି ଅନୂଯାୟୀ ୬ ଅଗଷ୍ଟରେ ହେବ ଉପରାଷ୍ଟ୍ରପତି ନିର୍ବାଚନ ।…

କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ବିଧାୟକଙ୍କ ଅଭିଯୋଗ, ବିଧାନସଭାରେ ପ୍ରଶ୍ନ ଉଠାଇଲେ ଭାଗିରଥି ସେଠୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାଲିଛି ବିଧାନସଭା ମୌସୁମୀ ଅଧିବେଶନରେ । ଚଳିତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ଗୃହରେ ଶାସକ ଦଳ ବିଧାୟକ ଭାଗିରଥି ସେଠୀ ନିଜ…

ବେକାରୀ ସମସ୍ୟାକୁ ଗୃହରେ ମୁଲତବୀ ପ୍ରସ୍ତାବ, ବିରୋଧୀ କଲେ ସମାଲୋଚନା, ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବଢ଼ୁଥିବା ବେକାରୀ ସମସ୍ୟାକୁ ନେଇ ଆଜି  ଗୃହରେ କଂଗ୍ରେସ ତରଫରୁ ଆଗତ ହୋଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ…

ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ ବରାବର: ଶେଷ ମ୍ୟାଚକୁ ୭ ୱିକେଟରେ ଜିତିଲା ଘରୋଇ ଦଳ

ବର୍ମିଂହାମ: ଭାରତ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଛି ଇଂଲଣ୍ଡ । ପୂର୍ବତନ ଅଧିନାୟକ ଏବଂ ଜନି ବେୟାରଷ୍ଟୋଙ୍କ ଦମଦାର ଶତକ ବଳରେ ଇଂଲଣ୍ଡ ଏହି ମ୍ୟାଚକୁ ଭାରତ ହାତରୁ ଛଡାଇ ନେଇଛି । ଫଳରେ ୫…

ତେଜିଲା ହାତୀ ମୃତ୍ୟୁ ମାମଲା: ଜବାବ ଦେବା ପାଇଁ ଜାରି ହେଲା ନୋଟିସ

ଭୁବନେଶ୍ୱର: ରାଜ୍ୟରେ ବଢୁତିବା ହାତୀ ମୃତ୍ୟୁ ମାମଲାକୁ ନେଇ ଚିନ୍ତା ଜାହିର କରିଛନ୍ତି ମାନ୍ୟବର ହାଇକୋର୍ଟ । ଏହି ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ତରଫରୁ ନୋଟିସ ଜାରି କରାଯାଇଛି । ଯାହାକୁ ନେଇ ପୁଣି ଥରେ…

ଅଲଗା ଦଳରୁ ଖେଳିବେ ରିଦ୍ଧିମାନ ସାହା: ଜାଣନ୍ତୁ କେଉଁ ଟିମକୁ ଯିବେ ଭାରତର ଏହି ଖେଳାଳି

ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ସାହା ଏବେ ନିଜ ଦଳ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଣିକି ଅନ୍ୟ ଏକ ଦଳରୁ କ୍ରିକେଟ ଖେଳିବେ ସାହା । ଅନ୍ୟ ଦଳକୁ ଯିବା ପାଇଁ ତାଙ୍କୁ ଟିମ…

ଇଂଲଣ୍ଡ ବିପକ୍ଷରେ ବଦଳିଯିବେ ଟିମ ଇଣ୍ଡିଆର କୋଚ: ଟି-୨୦ ସିରିଜରେ କିଏ ନେବେ ଦାୟିତ୍ୱ?

ନୂଆଦିଲ୍ଲୀ: ଏବେ ଇଂଲଣ୍ଡ ଗସ୍ତରେ ରହିଛି ଭାରତୀୟ କ୍ରିକେଟ ଦଳ । ଉଭୟ ଦଳ ଏବେ ପଞ୍ଚମ ଟେଷ୍ଟ ଖେଳୁଥିବା ବେଳେ ଏହାପରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ । ଆନ୍ତା ଜୁଲାଇ ୭ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟି-୨୦…

ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ମିଳିଲା ଝୁଲନ୍ତା ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟିକରିଛି । ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଏବେବି ପ୍ରଶ୍ନ ଘେରରେ ରହିଛି ।…

ଦୁବାଇ ଯିବା ବେଳେ ପାକିସ୍ତାନରେ ଲାଣ୍ଡ କଲା ସ୍ପାଇସ ଜେଟ ବିମାନ: କ’ଣ ହୋଇପାରେ କାରଣ ?

ନୂଆଦିଲ୍ଲୀ: ଦିଲ୍ଲୀରୁ ଦୁବାଇ ଅଭିମୁଖେ ଯାତ୍ରା । କିନ୍ତୁ ବାଟରେ ପାକିସ୍ତାନ ଚାଲିଯାଇଛି ଭାରତର ସ୍ପାଇସ ଜେଟ ବିମାନ । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଏବଂ ଅନେକ ଚର୍ଚ୍ଚା ଜୋର ଧରିଛି । ଦୁବାଇ ଯାଉଥିବା ଭାରତୀୟ…