ଜନ୍ମଦିନରେ ଦୟାଙ୍କ ରିଟର୍ଣ୍ଣକୁ ନେଇ ଏମିତି କହିଲେ ଜେଠାଲାଲ୍

ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଧାରାବାହିକ ‘ତାରକ ମେହତା କା ଉଲ୍ଟା ଚଷମା’କୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେଉଛି । କୁହାଯାଉଛି ଖୁବ୍ ଶୀଘ୍ର ଶୋ’ରେ କମବ୍ୟାକ୍ କରିବେ ସମସ୍ତଙ୍କର ପ୍ରିୟ ଚରିତ୍ର ଦୟା ଭାବି । ଆଉ ଏବେ ଏହି…

ପରାଜୟ ପରେ ରାହୁଲଙ୍କ କ୍ଲାସ ନେଲେ ଗମ୍ଭୀର?: ଭାଇରାଲ ହେଉଛି ଆଙ୍ଗ୍ରି ଲୁକ

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ର ଏଲିମିନେଟର ରାଉଣ୍ଡରେ ପରାଜୟ ବରଣ କରି ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି ସୁପର ଜିଆଣ୍ଟସ । ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ୧୪ ରନରେ ପରାସ୍ତ ହୋଇଛି କେ.ଏଲ ରାହୁଲଙ୍କ ଟିମ । ଏହା ସହିତ ପ୍ରଥମ…

ଶ୍ରୀନଗରରେ ଶହୀଦ ହୋଇଗଲେ ହରିୟାଣାର ବୀର ଯବାନ: ଡ୍ୟୁଟି ସମୟରେ ଅଚାନକ ଆସିଲା ମୃତ୍ୟୁ

ନୂଆଦିଲ୍ଲୀ: ଦେଶର ସେବା କରୁ କରୁ ଭାରତ ମାତାର କୋଳରେ ଚିର ଦିନ ପାଇଁ ଶୋଇ ଯାଇଛନ୍ତି ଆଉ ଜଣେ ବୀର ଯବାନ । ନା ଲାଗିଲା ଶତ୍ରୁର ଗୁଳି ନା ବୋମା ତଥାପି ମାଟି ମାଆ ହରାଇ ଦେଇଛି ତା’ର ଆଉ ଜଣେ ବୀର ସନ୍ତାନକୁ । ଡ୍ୟୁଟି…

ମୁହଁରେ ଆସୁଥିଲା ବ୍ରଣ, ଶେଷରେ ନେଲେ ଏମିତି ପଦକ୍ଷେପ…

ଲକ୍ଷେ୍ନø: ମୁହଁରେ ଦାଗ ବା ବ୍ରଣକୁ ନେଇ ଅନେକ ଚିନ୍ତିତ ଥା’ନ୍ତି । ଖାସ୍ କରି ମହିଳାମାନେ ମୁହଁରେ କୌଣସି ପ୍ରକାର ଦାଗ ବା ବ୍ରଣକୁ ନେଇ ଅଧିକ ଚିନ୍ତିତ ଥା’ନ୍ତି । କିନ୍ତୁ କେବେ ଭାବିଛନ୍ତି କି’ ବ୍ରଣ କେବେ କାହାର…

ମନି ପ୍ଲାଣ୍ଟ ଗଛ କରିଦେଇପାରେ କାଙ୍ଗାଳ ! ଘରେ ଗଛ ଲଗାଇବା ପୂର୍ବ ଜାଣି ରଖନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଭୁବନେଶ୍ବର: ଯେଉଁ ଘରେ ମନି ପ୍ଲାଣ୍ଟ ଲଗାଯାଇଥାଏ, ସେହି ଘରେ ଅର୍ଥର ଅଭାବ ରୁହେନି । ଏହି ଗଛକୁ ଘରେ ଲଗାଇବା ଦ୍ୱାରା ପାରିବାରିକ ଜୀବନ ସୁଖ ଏବଂ ସମୃଦ୍ଧିରେ ଭରିଯାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ଏହି ଗଛ ଠିକ୍‌…

ଚଳିତ ଆଇପିଏଲର ସଫଳ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ୪ ଅର୍ଦ୍ଧଶତକ ସହିତ ୪୧୩ ରନ ସଂଗ୍ରହ କରିଛନ୍ତି…

ମୁମ୍ବାଇ : ଚଳିତ ଆଇପିଏଲର ଲିଗ ପର୍ଯ୍ୟାୟ ଶେଷ ସୁଦ୍ଧା ୧୦ ଫ୍ରାଞ୍ଚରଇଜର ଅଧିନ଼ାୟକଙ୍କ ମଧ୍ୟରେ ସବୁଠାରୁ ସଫଳ ସାବ୍ୟସ୍ତ ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ । କାରଣ ଚଳିତ ବର୍ଷ ଆଇପିଏଲରେ ସାମିଲ ହୋଇ…

ଆମେରିକାର ସେନାଠାରୁ ୧୦୦ ଗୁଣା ଅଧିକ ଲୋକଙ୍କ ପାଖରେ ରହିଛି ବନ୍ଧୁକ, ସର୍ଭେରୁ ହେଲା ବଡ଼ ଖୁଲାସ

ୱାଶିଂଟନ୍‌: ଆମେରିକାର ସେନାଠାରୁ ଲୋକଙ୍କ ପାଖରେ ୧୦୦ଗୁଣା ଅଧିକ ବନ୍ଧୁକ ରହିଛି । ବିଶ୍ୱବ୍ୟାଙ୍କ ମୁତାବକ, ୨୦୨୦ ମସିହାରେ ଆମେରିକାର ଲୋକସଂଖ୍ୟା ଆନୁମାନିକ ୩୩ କୋଟି ଥିଲା । ସ୍ମଲ୍‌ ଆର୍ମସ୍‌ ସର୍ଭେ ମୁତାବକ ଏଠାରେ…

ଆଇପିଏଲ୍‌ ଅପ୍‌ଡେଟ୍‌.. ଅରେଞ୍ଜ କପ୍ ଦୌଡରେ ଜୋସ୍‌ ବଟଲର, କେଏଲ ରହୁଲ

କୋଲକାତା: ରାଜସ୍ଥାନ ରୟାଲ୍ସ ବ୍ୟାଟର ଜୋସ୍‌ ବଟ୍ଟଲର ଚଳିତ ଆଇପିଏଲରେ ସର୍ବାଧିକ ରନ ସଂଗ୍ରହ କରି ଅରେଞ୍ଜ କପ ପାଇବା ନିଶ୍ଚିତ ହୋଇ ଯାଇଛି । କାରଣ ସେ ୧୫ ମ୍ୟାଚ ଖେଳି ୩ ଶତକ ଓ ୪ ଅର୍ଦ୍ଧଶତକ ସହିତ ୫୧.୨୯ ହାରେ ୭୧୮…

ଗୋଟିଏ ସ୍କୁଟିରେ ୬ ଜଣ ଯୁବକ ବସି ରାସ୍ତାରେ ମାରିଲେ ଷ୍ଟଣ୍ଡ, ଭିଡିଓ ଭାଇରାଲ ପରେ ଆକ୍ସନ୍ ମୋଡ୍‌ରେ ପୋଲିସ

ମୁମ୍ବାଇ: ଏ ବେ ଟ୍ରାଫିକ ନିୟମକୁ ଲୋକେ ବୋଧେ ଭୁଲିଗଲେଣି । ରାସ୍ତାରେ ଯା ଆସ କରୁଥିବା ଲୋକେ ନିୟମ ମାନୁନଥିବା ଦେଖାଯାଉଛି । ଜଣେ ୨ କି ୩ ନୁହେଁ ଗୋଟିଏ ସ୍କୁଟିରେ ବସି ରାସ୍ତାରେ ବେଧଡ଼କ ବୁଲିଲେ ୬ ଯୁବକ । କେବଳ…

୨୭ରେ ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ ତେଲେଙ୍ଗାନା ଆଦିବାସୀ କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ତେଲେଙ୍ଗାନାର ଆଦିବାସୀ କଲ୍ୟାଣ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସତ୍ୟବତୀ ରାଠୋର ଏକ ଅଧିକାରୀ ଦଳ ସହ ଆସନ୍ତା ୨୭ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା…