ଜୁନ୍‌ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ର, ଶ୍ରଦ୍ଧାଳୁଙ୍କୁ ତିନିସ୍ତରୀୟ ସୁରକ୍ଷା ପ୍ରଦାନ କରିବ ପ୍ରଶାସନ

ନୂଆଦିଲ୍ଲୀ : ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ । ଅମରନାଥଧାମ ଯାଉଥିବା ଯାତ୍ରୀଙ୍କୁ ଏବେ ତିନିସ୍ତରୀୟ ସୁରକ୍ଷା ପ୍ରଦାନ କରାଯିବ । ଡ୍ରୋନ୍‌ ଏବଂ ସିସିଟିଭି କ୍ୟାମେରା ଜରିଆରେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ: ଶୁଣନ୍ତୁ କ’ଣ କହିଲେ ନିଶ୍ଚଳାନନ୍ଦ ସରସ୍ୱତୀ

ପୁରୀ: ଐତିହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ନେଇ ପୁଣି ଥରେ ମତ ରକିଛନ୍ତି ନିଶ୍ଚଳାନନ୍ଦ ସରସ୍ୱତୀ । ଏହି ପ୍ରସଙ୍ଗ ଉପରେ ସମର୍ତକ ଏବଂ ବିରୋଧୀମାନଙ୍କ ସହ ଆଲୋଚନା କରିବା ପରେ ଏହି ମନ୍ତବ୍ୟ ରଖିଛନ୍ତି…

କୋଲକାତାରେ ରଜତଙ୍କ ରାଜୁତି: ଧୂଆଁଧାର ଶତକ ସହ ୨୦୮ ରନର ବିଶାଳ ଲକ୍ଷ୍ୟ ଦେଲା RCB

କୋଲକାତା: ଟସ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ରାହୁଲଙ୍କର ବିଫଳ ହୋଇଛି । ୨୦ ଓଭରରେ ୨୦୭ ରନର ଏକ ବିଶାଳ ସ୍କୋର ଛିଡା କରିଛି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମେ ସପଳତା ହାସଲ କରିଥିବା ସୁପର ଜିଆଣ୍ଟସର…

ବିସିସିଆଇର ବଡ ନିଷ୍ପତ୍ତି: ଭାରତୀୟ ଦଳରେ ଏହି ଖେଳାଳିଙ୍କୁ ମିଳିଲା ରାହୁଲ ଦ୍ରାବିଡଙ୍କ ସ୍ଥାନ

ନୂଆଦିଲ୍ଲୀ: ଆଇପିଏଲ ପରେ ଭାରତ ଗସ୍ତରେ ଆସିବ ଦକ୍ଷିଣ ଆଫ୍ରିକା । ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପରେ ଇଂଲଣ୍ଡ ଏବଂ ଆୟରଲାଣ୍ଡ ଗସ୍ତରେ ଯିବ ଟିମ ଇଣ୍ଡିଆ । ତେବେ ଉଭୟ ସିରିଜ ଏକା ସମୟରେ ଖେଳାଯିବାର ସୂଚୀ…

ଏଲଜି ଲଞ୍ଚ କଲା ନିଆରା ମାସ୍କ: ମୂଲ୍ୟ ୧୫,୦୦୦ଟଙ୍କା

ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି । ତା ସହିତ ହ୍ରାସ ପାଉଛି ମାସ୍କର ବ୍ୟବହାର । କିନ୍ତୁ କମୁନି ମାସ୍କର ଦାମ । ୧୫ ଟଙ୍କାରେ ଦିନେ ମାସ୍କ ବିକ୍ରି ହେଉଥିବା ବେଳେ ଆଜି ଏହାର ଦାମ ପହଞ୍ଚିଛି ୧୫ ହଜାର ଟଙ୍କାରେ ।…

ଟସ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଲେ ରାହୁଲ: ଏଲମିନେଟର ମହା ଲଢେଇରେ କିଏ ମାରିବ ବାଜି?

କୋଲକାତା: ଖଚାଖଚ ଭରି ରହିଛି କୋଲକାତାର ଇଡେନ ଗାର୍ଡେନ୍ସ । ଚଳିତ ସିଜନର ଏଲିମିନେଟର ମ୍ୟାଚରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସୁପର ଜିଆଣ୍ଟସ । ଏହି ମ୍ୟାଚରେ ଟସ ଜିତି…

ଜାରି ହେଲା ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଜାଣନ୍ତୁ କେଉଁ ସ୍ଥାନରେ ରହିଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି

ନୂଆଦିଲ୍ଲୀ: ଆଇସିସି ତରଫରୁ ଜାରି ହୋଇଛି ଖେଳାଳି ମାନଙ୍କର ଟେଷ୍ଟ ରାଙ୍କିଙ୍ଗ । ଇଣ୍ଟରନେସନାଲ ଟେଷ୍ଟ କ୍ରିକେଟରେ ବଦଳିଛି ଅନେକ ଖେଳାଳିଙ୍କ ସ୍ଥାନ । କିନ୍ତୁ ଭାରତୀୟ ଖେଳାଳି ମାନଙ୍କର ସ୍ଥାନରେ ସେତେଟା ପରିବର୍ତ୍ତନ…

୨୭ ମେ’ରେ କେରଳରେ ପାଦ ଥାପିବ ମୌସୂମୀ: ସାମାନ୍ୟ ବର୍ଷାର ପୂର୍ବାନୁମାନ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ଭୀଷଣ ଗରମର ପ୍ରକୋପ । ଏହି ଗରମରୁ ମୁକ୍ତି ପାଇବା ପାଇଁ ସାରା ଦେଶ ଅପେକ୍ଷା କରିଥିବା ବେଳେ ପାଣିପାଗ ବିଭାଗ ଦେଇଛି ଏକ ଆଶ୍ୱସ୍ତିକର ଖବର । ଆସନ୍ତା ମେ ୨୭ ତାରିଖରେ ମୌସୁମୀ କେରଳ…

ସାରା ଗାଁକୁ କବଳିତ କରିଛି କାନ୍ସର: ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ପରେ ଯାଞ୍ଚ ପାଇଁ ପହଞ୍ଚିଲା ଡାକ୍ତରୀ ଟିମ 

ବିହାର: ବିହାର ଜହାନାବାଦ ଜିଲ୍ଲା ଅନ୍ତର୍ଗତ ସଲାରପୁର ଗ୍ରାମରେ କେଳିଯାଇଛି ଶୋକର ଛାୟା । ଗତ ଦୁଇ ବର୍ଷ ହେଲା ଗାଁରେ କ୍ୟାନ୍ସରର ଆତଙ୍କ ଜାରି ରହିଛି । ଏହି ରୋଗରେ ଲଗାତାର ମୃତ୍ୟୁକୁ ନେଇ ଚିନ୍ତାରେ ପଡିଛନ୍ତି…

ଏଲିମିନେଟର ମ୍ୟାଚକୁ ନେଇ ସେହୱାଗ ଓ ପାର୍ଥିବଙ୍କ ସତର୍କବାଣୀ: ଲକ୍ଷ୍ନୌ ପାଇଁ ଘାତକ ହୋଇପାରେ ଏହି ଦୁର୍ବଳତା

ନୂଆଦିଲ୍ଲୀ: ନିଜ ପ୍ରଥମ ସିଜନରେ ହିଁ ପ୍ଲେଅଫରେ ସ୍ଥାନ ପାଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ସିଜନରେ ଦମଦାର ଏଣ୍ଟ୍ରି ପରେ କିଛିଟା ମ୍ୟାଚରେ ଦଳ ସାମାନ୍ୟ ଲୟ ହରାଇଥିବା ମନେ ହେଉଛି । କୋଲକାତା ନାଇଟ ରାଇଡର୍ସକୁ ହରାଇ…